ବିଜେପି ଜରପଡା ମଣ୍ଡଳ କାର୍ଯ୍ୟକରିଣୀ ବୈଠକ, ମରୁଡି ପରିସ୍ଥିତି ନେଇ ଉଦବେଗ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡା ମଣ୍ଡଳର କାର୍ଯ୍ୟକରିଣୀ ବୈଠକ ଗତକାଲି ଦୁର୍ଗାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସଠିକ ଆକଳନ କରି ଅବିଳମ୍ବେ ମରୁଡି ଘୋଷଣା…
