ଟାକ୍ସ ବାର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲା ଟାକ୍ସ ବାର ଆସୋସିଏସନର ଶପଥ ଗ୍ରହଣ ଉତ୍ସବ ଆସୋସିଏସନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଚକ୍ରଧର ପ୍ରଧାନ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଆସୋସିଏସନ୍ ସଭାପତି ଭାବେ…
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲା ଟାକ୍ସ ବାର ଆସୋସିଏସନର ଶପଥ ଗ୍ରହଣ ଉତ୍ସବ ଆସୋସିଏସନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଚକ୍ରଧର ପ୍ରଧାନ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଆସୋସିଏସନ୍ ସଭାପତି ଭାବେ…
ଅନୁଗୁଳ: ଅନ୍ଲାଇନ୍ରେ ପରୀକ୍ଷା କରାଯିବାକୁ ଦାବି କରି ଶନିବାର ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ପରିବର୍ତ୍ତେ ଅନ୍ଲାଇନ୍ରେ ପରୀକ୍ଷା କରାଯିବାକୁ ଦାବି କରିଥିଲେ…
ଅନୁଗୁଳ: ପାଳଲହଡ଼ା ଥାନା ଇଲାକା ବତିସୁଆଁ ଗ୍ରାମରେ ଜଣେ ମହିଳାଙ୍କୁ ଗାଳିଗୁଲଜ ସହ ତାଙ୍କ ପିନ୍ଧା ଲୁଗାକୁ ଚିରି ଟଣାଓଟରା କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି…
ଅନୁଗୁଳ: ନାଲକୋ ସିପିପିର ସିଆରଏସ୍ ବିଭାଗର ଡିଜିଏମ୍ ଏସ୍.ଏସ୍. ନାଥନ ଓ ଟେକ୍ନିସିଆ ସୁରେଶଚନ୍ଦ୍ର ସାହୁ ଭରତପୁର କୋଲ କ୍ୟାବିନ୍ ପରିଦର୍ଶନରେ ଯାଇଥିବା ବେଳେ ଠିକା ଶ୍ରମିକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ୧୦ରୁ ୧୫ ଜଣ ଶ୍ରମିକ ଉଭୟଙ୍କୁ ଅଶ୍ରାବ୍ୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୧୮ ଜଣ ଶିକ୍ଷକ ଏକକାଳୀନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶୁକ୍ରବାର ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅବସର ନେଇଥିବା ଶିକ୍ଷକମାନେ ହେଲେ ହୁଲୁରିସିଂହା ଉଚ୍ଚ…
ଅନୁଗୁଳ: ଅନୁଗୁଳ ବ୍ଲକ୍ ଚନ୍ଦ୍ରବାହାଳ ଗାଁ ଚଣ୍ଡୀମନ୍ଦିର ନିକଟ ଏକ ଖୋଲାକୂଅରୁ ଶୁକ୍ରବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗାଁ 'ର କେତେକ ଲୋକ ଚଣ୍ଡୀମନ୍ଦିରକୁ ଯାଇଥିବା ବେଳେ କୂଅ ଭିତରେ ସାପଟିଏ ଛଟପଟ ହେଉଥିବା ଦେଖିଥିଲେ।…
ଅନୁଗୁଳ: ନାଲକୋନଗର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏକ ସିସିଟିଭି କ୍ୟାମେରା ଚୋରି ହୋଇଯାଇଛି । ପୁଲିସ୍ ସୂଚନା ମୁତାବକ, ଗୁରୁବାର ଦିନ ପୂର୍ବାହ୍ନ ସାଢ଼େ ୯ଟା ବେଳେ ଶାଖା ପ୍ରବନ୍ଧକ ରବୀନ୍ଦ୍ରନାଥ ଦାଶ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କର ସିସିଟିଭି…
ଅନୁଗୁଳ: କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ବାଲିପଟ୍ଟା ପଞ୍ଚାୟତର ସମିତିସଭ୍ୟ ଅଜିତ୍ କୁମାର ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ୍ର ବାଲିପଟ୍ଟାଠାରେ ୧୭ ନମ୍ବର ଜିଲ୍ଲାପରିଷଦ ଜୋନ୍ସ୍ତରୀୟ ଏକ…
ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ ମଦନମୋହନପୁର ଓ ଲାଙ୍ଗିଯୋଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଗତ କାଲି ପ୍ରଦାନ କରାଯାଇଛି । ଏମସିଏଲର…
ଅନୁଗୁଳ: ମହିଳାଙ୍କ ପ୍ରତି ସୁରକ୍ଷା ସୁନିଶ୍ଚିତ କରିବା ସହ ଅପରାଧୀଙ୍କୁ ସାବାଡ୍ କରିବାକୁ ଗୁରୁବାର ଅନୁଗୁଳ ସହରରେ ‘ପିଙ୍କ୍ ପାଟ୍ରୋଲିଂ' ଆରମ୍ଭ ହୋଇଛି । ସହରର ଅସୁରକ୍ଷିତ ସ୍ଥାନ ଚିହ୍ନଟ ସହ ସେହି ଇଲାକା ଉପରେ ତୀକ୍ଷ୍ଣ ନଜର ରଖିବାକୁ ୪ଟି…