ଛେଣ୍ଡିପଦା ବ୍ଲକ୍ରେ ନିଅଣ୍ଟିଆ ବର୍ଷା, ମରୁଡ଼ି ଘୋଷଣା ଦାବି କଲା ବିଜେପି
ଅନୁଗୁଳ: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ପଛେଇ ଯାଇଛି ଚାଷ କାର୍ଯ୍ୟ । ଶ୍ରାବଣ ମାସରେ ମୁଣ୍ଡଫଟା ଖରା । ଧାନ ବିଲ ଫାଟି ଆଁ ହୋଇ ରହିଛି। ଆଗକୁ ବର୍ଷା ହେଲେ ବି ଯେ ଧାନ ଚାଷ ସଫଳ…
ଅନୁଗୁଳ: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ପଛେଇ ଯାଇଛି ଚାଷ କାର୍ଯ୍ୟ । ଶ୍ରାବଣ ମାସରେ ମୁଣ୍ଡଫଟା ଖରା । ଧାନ ବିଲ ଫାଟି ଆଁ ହୋଇ ରହିଛି। ଆଗକୁ ବର୍ଷା ହେଲେ ବି ଯେ ଧାନ ଚାଷ ସଫଳ…
ଅନୁଗୁଳ: ଜମି ଅଧିଗ୍ରହଣକୁ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିବା ସତ୍ତ୍ବେ ଚାକିରି ମିଳିଲାନି। ଛେଣ୍ଡିପଦା ବ୍ଲକରେ ଥିବା ଜେଏସ୍ପିଏଲ୍ କମ୍ପାନି ବିରୁଦ୍ଧରେ ସାନକେରଜାଙ୍ଗ ଗ୍ରାମର ନିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗ କରି ସପରିବାର ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଗୁରୁବାର ଅବକାରୀ ବିଭାଗ ଦ୍ବାରା ଚଢ଼ାଉ କରାଯାଇଛି। ସୂଚନା ଯେ, ଅନୁଗୁଳ ଜିଲ୍ଲାର ଅବକାରୀ ବିଭାଗ ଦ୍ବାର ଟିମ୍ ଗଠନ କରାଯାଇ ବଅଁରପାଳ, ଜରପଡ଼ା, ଅନୁଗୁଳ ଓ ତାଳଚେର ଥାନା ଇଲାକାରେ ଚଢ଼ାଉ…
ଅନୁଗୁଳ: କିଶୋରନଗର ବ୍ଳକ୍ ଅନ୍ତର୍ଗତ ଜଏରାଟ ଠାରେ ସୁରେଶ୍ଵରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ଦାବିରେ ଜୀବନ ଜୀବିକା ଓ କୃଷିଜମି ସୁରକ୍ଷା କମିଟିର ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବର୍ଷା ଅଭାବରୁ କିଶୋରନଗର ଅଞ୍ଚଳରେ ସମ୍ଭାବ୍ୟ…
ଅନୁଗୁଳ: ବଅଁରପାଳ ବ୍ଳକ୍ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋ’ ସ୍କୁଲ ଅଭିଯାନରେ ୫୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ୍ରୁମ୍, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଖେଳପଡ଼ିଆର ଉନ୍ନତିକରଣ ହେବ । ଗୁରୁବାର ପୂର୍ବାହ୍ନରେ…
ଅନୁଗୁଳ: ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରାନ୍ତ ସେବା ପ୍ରମୁଖ କୈଳାସଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଏକ ଟିମ୍ ବଅଁରପାଳ ବ୍ଲକ୍ ବଳରାମପ୍ରସାଦ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ମୁକବଧିର ସ୍କୁଲ୍ ପରିଦର୍ଶନ କରିଛନ୍ତି। ଏଥିରେ ଅନ୍ୟତମ କାର୍ଯ୍ୟକର୍ତ୍ତା ସୁଧୁଜୀ, ସୁନ୍ଦର ଲଛମନ, ଜଗଦୀଶ…
ଅନୁଗୁଳ: କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜ ପାର୍ବତୀପୁର, ଧୁଣ୍ଡି, ବଡହୁଲା, ଜାମ୍ବୁନାଳି ଆଦି ଗ୍ରାମରେ କିଛି ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଧାରଣରେ…
ଅନୁଗୁଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ହିଂସର ପଞ୍ଚାୟତର ମା’ ଖୁମ୍ବେଶ୍ୱରୀ ପୀଠରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ଼ ହିଂସର ଓ କଞ୍ଜରା ପଞ୍ଚାୟତରୁ ୬୦ରୁ ଅଧିକ ରାଜନୈତିକ କର୍ମୀ ବିଜେଡିରେ ସାମିଲ୍…
ଅନୁଗୁଳ: ବଅଁରପାଳ ବ୍ଲକ ଫୁଲପଡା ନିକଟରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ ସୋମବାର ଉଦ୍ଘାଟନ କରାଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ତରଫରୁ ସୋମବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। କରୋନା କଟକଣାକୁ ମାନି ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ନଅ କ୍ରାନ୍ତି ଦିବସକୁ ନିରାଡମ୍ବର ସହ…