ହାଣ୍ଡିଧୂଆ-ଏଫ୍ସିଆଇ ରାସ୍ତା ଆଲୋକୀକରଣ ଦାବି
ଅନୁଗୁଳ: ତାଳଚେର ସହରରୁ ହାଣ୍ଡିଧୂଆ ଛକ ଦେଇ ଏଫ୍ସିଆଇ ଯାଇଥିବା ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଯାତାୟାତ କରିବାରେ ନାହିଁନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ସମୟରେ ଲୁଟେରାମାନେ ବାଇକ୍ ଆରୋହୀମାନଙ୍କ ଠାରୁ ଟଙ୍କା,…
