ଜିଲ୍ଲାରେ ଟୀକାକରଣର ତ୍ରୈମାସିକ ସମୀକ୍ଷା ବୈଠକ

ଅନୁଗୁଳ: ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଟୀକାକରଣ ନେଇ ତ୍ରୈମାସିକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ସମସ୍ତ…

Continue Readingଜିଲ୍ଲାରେ ଟୀକାକରଣର ତ୍ରୈମାସିକ ସମୀକ୍ଷା ବୈଠକ

ଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

ଅନୁଗୁଳ: ଚଳିତ ବର୍ଷ ଗଣେଶ ପୂଜା ପାଳନ ପାଇଁ ବଜାରପଡ଼ା ୟୁନିକ୍ ୟୁଥ୍ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ପୂଜା ମଣ୍ଡପ ପରିସରରେ ଦୀପକ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରସ୍ତୁତି ବୈଠକରେ ୪୦ ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ। ଏଥିରେ…

Continue Readingଗଣେଶ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ, ରିତେନ୍ଦ୍ର ସେନାପତିଙ୍କୁ ସଭାପତି ଦାୟିତ୍ୱ

ନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତାର ଉଦ୍ୟାନ କୃଷି ବିଭାଗର ଅଧୀନରେ ଥିବା ନାକଚୀ ଫାର୍ମ ବୁଲି ଦେଖିଥିଲେ। ଲିଚୁ ଚାଷ ପାଇଁ ପ୍ରସିଦ୍ଧ ଏହି ଫାର୍ମ ବୁଲି ଦେଖିବା ସହ ଜିଲ୍ଲାପାଳ ଏଠାରେ ସପୁରୀ ସମେତ ଅନ୍ୟାନ୍ୟ ଫଳ,…

Continue Readingନାକଚି ଫାର୍ମ ବୁଲି ଦେଖିଲେ ଜିଲ୍ଲାପାଳ:ଫୁଲ ଓ ଫଳ ଚାଷ ଉପରେ ଗୁରୁତ୍ବ

ପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

ଅନୁଗୁଳ: ନୂତନ ପେନ୍‌ସନ୍‌ ଯୋଜନା ଓ ଏକିକୃତ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ରାଜ୍ୟର ୩୨ ଟି ବିଭାଗର ହଜାର ହଜାର ଏନ୍‌ପିଏସ୍ କର୍ମଚାରୀ ମାନେ ପ୍ରତିବାଦ କରିଛନ୍ତି। ଅନୁଗୁଳରେ କର୍ମଚାରୀ…

Continue Readingପୁରୁଣା ପେନ୍‌ସନ୍ ଦାବିରେ ଏଡିଏମ୍‌ଙ୍କୁ ଦାବିପତ୍ର

ଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟି ବୈଠକ: ଶକ୍ରାଜିତ୍ ସଭାପତି, ନିରଞ୍ଜନ ସମ୍ପାଦକ

ଅନୁଗୁଳ: ସ୍ଥାନୀୟ ଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟିର ସାଧାରଣ ସଭା ଉପଦେଷ୍ଟା ଶଙ୍କର ସେଠୀଙ୍କ ଅଧ୍ୟକ୍ଷତାରେ ଅମଲାପଡା ଦୁର୍ଗା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆୟବ୍ୟୟର ହିସାବ ସାଙ୍ଗକୁ ୨୦୨୫ ମସିହା ପାଇଁ ନୂତନ କାର୍ଯ୍ୟକାରିଣୀ କମିଟି ତଥା କର୍ମକର୍ତ୍ତା ଚୟନ…

Continue Readingଅମଲାପଡା ଗଜଲକ୍ଷ୍ମୀ ପୂଜା କମିଟି ବୈଠକ: ଶକ୍ରାଜିତ୍ ସଭାପତି, ନିରଞ୍ଜନ ସମ୍ପାଦକ

ଏସୟୁଜେ ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ: ୫୨ ଜଣ ସାମ୍ବାଦିକଙ୍କୁ ସଂଘର ପରିଚୟ ପତ୍ର ପ୍ରଦାନ

ଅନୁଗୁଳ: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ ସମଲ ବ୍ୟାରେଜ ଅତିଥି ଭବନରେ ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ…

Continue Readingଏସୟୁଜେ ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ: ୫୨ ଜଣ ସାମ୍ବାଦିକଙ୍କୁ ସଂଘର ପରିଚୟ ପତ୍ର ପ୍ରଦାନ

ଓ.ପି. ଜିନ୍ଦଲ ସ୍କୁଲରେ ପଦାଭିଷିକ୍ତ ସମାରୋହ: ନବନିଯୁକ୍ତ ଛାତ୍ର ନେତାଙ୍କୁ ବ୍ୟାଜ୍ ଦେଇ ସମ୍ମାନିତ

ଅନୁଗୁଳ: ଜିନ୍ଦଲ ନଗର ସ୍ଥିତ ଇଡେନ ଗାର୍ଡେନ ଠାରେ ଓପି ଜିନ୍ଦଲ ସ୍କୁଲ ପକ୍ଷରୁ ପଦାଭିଷିକ୍ତ ବା ପଦବୀ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ଜିନ୍ଦଲ ଷ୍ଟିଲର ସଭାପତି ତଥା ସିଏଚ୍ଆରଓ ଦିଲ୍ଲୀପ କୁମାର ସିହ୍ନା ଏବଂ ସମ୍ମାନିତ…

Continue Readingଓ.ପି. ଜିନ୍ଦଲ ସ୍କୁଲରେ ପଦାଭିଷିକ୍ତ ସମାରୋହ: ନବନିଯୁକ୍ତ ଛାତ୍ର ନେତାଙ୍କୁ ବ୍ୟାଜ୍ ଦେଇ ସମ୍ମାନିତ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଇକ୍ରୋବାୟୋଲୋଜିଷ୍ଟ ପଦରେ ଥିବା ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କ ବଦଳି ହୋଇଛି। ସେ ଏନ୍‌.ସି‌.ଡି‌.ସି‌. (NCDC), ନୂଆଦିଲ୍ଲୀରେ ସିନିୟର୍ ମାଇକ୍ରୋବାୟୋଲୋଜିଷ୍ଟ ଭାବରେ ନିଯୁକ୍ତ ହୋଇଛନ୍ତି। ଏଣୁ ତାଙ୍କୁ ବିଦାୟ ଦେବାକୁ ପାଥୋଲୋଜି ବିଭାଗରେ ଏକ ବିଦାୟକାଳୀନ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜିଷ୍ଟ ଡାକ୍ତର ସୁଶ୍ରୀ ଶାନ୍ତା ତ୍ରିପାଠୀଙ୍କୁ ବଦଳିକାଳୀନ ସମ୍ବର୍ଦ୍ଧନା

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ପୂଜନ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡା ଡିସିଆଇ କ୍ଲବ ଠାରେ ଆଜି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭାଗ ସମ୍ପର୍କ ପ୍ରମୁଖ ପ୍ରଶାନ୍ତ…

Continue Readingରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ପୂଜନ ଉତ୍ସବ ଆୟୋଜିତ

ବିପର୍ଯ୍ୟୟ ମୁକାବିଲା ପାଇଁ ଉପକରଣ କିଣିଲା ପୌରପାଳିକା

ଅନୁଗୁଳ: ବର୍ଷା ଦିନ ଚାଲିଥିବାରୁ କୌଣସି ଝଡ଼ ବାତ୍ୟା ବା ଜଳବନ୍ଦୀ ସମସ୍ୟାକୁ ମୁକାବିଲାକରିବାକୁ ଅନୁଗୁଳ ପୌରପାଳିକା ଅତ୍ୟାବଶ୍ୟକ ଉପକରଣ କିଣିଥିବା ଜଣାପଡ଼ିଛି। ପୂର୍ବରୁ ଏଭଳି ଜରୁରୀ ସମୟରେ ଅଗ୍ନିଶମ ବିଭାଗ କିମ୍ବା ଭଡ଼ାରେ ଉପକରଣ ଆଣିବାକୁ ପଡ଼ିଥିଲା। ଏବେ  ଅନୁଗୁଳ…

Continue Readingବିପର୍ଯ୍ୟୟ ମୁକାବିଲା ପାଇଁ ଉପକରଣ କିଣିଲା ପୌରପାଳିକା