ଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଅନୁଗୁଳ: ବୁଧବାର ଅନୁଗୋଳ ସହରରେ ଗଜଲକ୍ଷ୍ମୀ ପୂଜା ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଉଭୟ ପୋଲିସ ଓ ଆରଟିଓଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଯାଞ୍ଚ କରାଯାଉଥିବା ଦେଖାଯାଇଛି। ମୁଖ୍ୟତଃ ଏହି…

Continue Readingଆରଟିଓ ,ପୋଲିସର ମିଳିତ ଏନଫୋର୍ସମେଣ୍ଟ ଡ୍ରାଇଭ: ମଦ୍ୟପ ଗାଡି ଚାଳକଙ୍କୁ ଧରିବାକୁ ଅଭିଯାନ

ଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ଅନୁଗୁଳ: ବୁଧବାର ସକାଳ ୯ ଘଟିକାରେ ଅନୁଗୁଳ କାଲଟାକ୍ସ ଛକ ଠାରେ ଅମରବାଣୀ ଇଂଲିଶ ମିଡିୟମ ସ୍କୁଲ (ICSE) ଦ୍ୱାରା "ସ୍ୱଚ୍ଛ ପରିବେଶ, ସୁସ୍ଥ ସ୍ୱାସ୍ଥ୍ୟ" ସଂକଳ୍ପ ନେଇ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଜେ. ଶର୍ମିଲାଙ୍କ…

Continue Readingଅମରବାଣୀ ସ୍କୁଲ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

କୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁଲାଡ ସେଣ୍ଟ୍ରାଲ ମହାଲକ୍ଷ୍ମୀ ପୂଜା କମିଟି ଓ ବଣିକ ସଂଘ ପୂଜା କମିଟି ମିଳିତ ଭାବେ ମା’ଙ୍କ ଆଜ୍ଞାଲଡୁ ସୋମବାର ନିଲାମ କରିଥିଲେ। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଜ୍ଞାଲଡୁ ପାଇଁ ଉତ୍ସାହ ଦେଖାଗଲା। ନିଲାମରେ “ରୋଡ ଆଣ୍ଡ ରୁଫ”…

Continue Readingକୁଲାଡରେ ମା’ ଲକ୍ଷ୍ମୀଙ୍କ ଆଜ୍ଞାଲଡୁ ୧ ଲକ୍ଷ ୩୩୩ ଟଙ୍କାରେ ନିଲାମ

ଠାକୁରଗଡ଼ ଆମ୍ବସରମୁଣ୍ଡା ସେବାଶ୍ରମ ପରିଦର୍ଶନ କଲେ ବିଜେପି ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରଗଡ଼ ଆମ୍ବସରମୁଣ୍ଡା ସ୍ଥିତ ଆବାସିକ ସେବାଶ୍ରମକୁ ଶୁକ୍ରବାର ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ପରିଦର୍ଶନ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଓ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ…

Continue Readingଠାକୁରଗଡ଼ ଆମ୍ବସରମୁଣ୍ଡା ସେବାଶ୍ରମ ପରିଦର୍ଶନ କଲେ ବିଜେପି ପ୍ରତିନିଧି ମଣ୍ଡଳୀ

ପାଳଲହଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ପାଳଲହଡ଼ା: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ୯ ଅକ୍ଟୋବର ଗୋପବନ୍ଧୁ ଜୟନ୍ତୀଠାରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବତନ…

Continue Readingପାଳଲହଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଗୋପବନ୍ଧୁ ଜନ କଲ୍ୟାଣ ସମିତି ପକ୍ଷରୁ ଗୁରୁବାର ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ସହ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ…

Continue Readingବାଲିପଟ୍ଟାରେ ଗୋପବନ୍ଧୁ ଜୟନ୍ତୀ ପାଳନ ସହ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଏଡିଭି ପକ୍ଷରୁ ବାୟୁ ସେନା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଡିଫେନ୍ସ ଭେଟେରାନସ୍ ପକ୍ଷରୁ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାୟୁ ସେନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ସୈନିକ ସଂଘର ସଭାପତି ଅନିଲ କୁମାର ମହାନ୍ତି ଏହି ସମାରୋହକୁ ଉଦ୍ଘାଟନ କରିବା ସହ ଦେଶର ସୁରକ୍ଷାରେ ବାୟୁ ସେନାର…

Continue Readingଏଡିଭି ପକ୍ଷରୁ ବାୟୁ ସେନା ଦିବସ ପାଳିତ

ତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ଅନୁଗୁଳ: ଓଡ଼ିଶାର ପାରମ୍ପରିକ ପର୍ବ କୁମାର ପୂର୍ଣ୍ଣିମା ତାଳଚେର ଅଂଚଳରେ ସୋମବାର ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ପର୍ବରେ କୁଆଁରୀ ଝିଅମାନେ ନୂଆ ପୋଷାକ ପରିଧାନ କରି, ବୃନ୍ଧାବତୀଙ୍କ…

Continue Readingତାଳଚେରରେ କୁମାର ପୂର୍ଣ୍ଣିମା ଉତ୍ସବ ଉଲ୍ଲାସରେ ପାଳିତ

ବାମୁର ଦଶହରାରେ ମା’ଙ୍କ ଆଙ୍ଗ୍ୟାଲଡୁ ନିଲାମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରରେ ବଜାର କମିଟି ପକ୍ଷରୁ ଧୂମଧାମରେ ପାଳିତ ଦଶହରା ପୂଜା ଅବସରରେ ମା’ଙ୍କ ଆଙ୍ଗ୍ୟାଲଡୁ ନିଲାମ ହୋଇଛି। କଳାବେଡା ଗାଁର ଦୁଇ ଭାଇ ଲବ ପ୍ରଧାନ ଓ କୁଶ ପ୍ରଧାନ ୧୫,୫୫୧ ଟଙ୍କାରେ ଏହି…

Continue Readingବାମୁର ଦଶହରାରେ ମା’ଙ୍କ ଆଙ୍ଗ୍ୟାଲଡୁ ନିଲାମ

ବରୁଣ ସାହୁଙ୍କ ବିୟୋଗରେ ଶୋକ ସଭା

ଅନୁଗୁଳ:;ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା କ୍ରୀଡାବିତ ବରୁଣ କୁମାର ସାହୁଙ୍କ ପରଲୋକରେ ଅମଲାପଡ଼ା ବାସନ୍ତୀ ପାଠାଗାର ଠାରେ ଏକ ଶୋକ ସଭା ଆୟୋଜିତ ହୋଇଯାଇଛି। ବାସନ୍ତୀ ଦୁର୍ଗା ପୂଜା କମିଟି ଓ ଅନୁଗୁଳ କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି…

Continue Readingବରୁଣ ସାହୁଙ୍କ ବିୟୋଗରେ ଶୋକ ସଭା