ପୂର୍ବତନ ସୈନିକ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ
ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସଂଘର ସଭାପତି ଅନିଲ କୁମାର ମହାନ୍ତିଙ୍କ ଲ ତତ୍ବାବଧାନରେ କ୍ୟାପଟେନ ଏସଏନ୍ ମହାନ୍ତି ଜାତୀୟ ପତାକା ଉତ୍ତୋଳନ…
ଅନୁଗୁଳ: ବାସନ୍ତୀ ଦୁର୍ଗାପୂଜା ପଡିଆରେ ଅନୁଗୁଳ ପୂର୍ବତନ ସୈନିକ ସଂଘ ପକ୍ଷରୁ ୭୭ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସଂଘର ସଭାପତି ଅନିଲ କୁମାର ମହାନ୍ତିଙ୍କ ଲ ତତ୍ବାବଧାନରେ କ୍ୟାପଟେନ ଏସଏନ୍ ମହାନ୍ତି ଜାତୀୟ ପତାକା ଉତ୍ତୋଳନ…
ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି କ୍ଷୀରୋଦ ଚନ୍ଦ୍ର ପ୍ରଧାନ ମୁଖ୍ୟ…
ଅନୁଗୁଳ: ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ମହାଆଡମ୍ବରରେ ବାଗଦେବୀ ମା ସରସ୍ବତୀଙ୍କ ପୂଜା ପାଳିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହା ଆନନ୍ଦର ସହିତ ସରସ୍ଵତୀଙ୍କ ପୂଜା କରାଯାଇଥିଲା। ନିର୍ଦ୍ଦେଶକଙ୍କ ପିତା ଅଭିମନ୍ୟୁ ପ୍ରଧାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଉଚ୍ଚ ବିଦ୍ୟାଳୟ ଓ କଣିହାଁ ବନାଞ୍ଚଳ ତରଫରୁ ଏକ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ ଶନିବାର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ବଦ୍ରୀନାଥ ସାହୁ, ପ୍ରଧାନଶିକ୍ଷକ ଗିରିଧାରୀ…
ଅନୁଗୁଳ:ରେଡ଼ିଓ ସର୍ବୋଦୟର ପରିଚାଳନା ସମିତି ବୈଠକ ଆଜି ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କନ୍ୟା ସନ୍ତାନମାନଙ୍କ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଏକ 'କନ୍ୟା ସଚେତନତା ରଥ' ର ଶୁଭାରମ୍ଭ ହୋଇଛି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅନୁଗୁଳ ସହରର ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆୟୋଜିତ ସରସ୍ବତୀ ପୂଜା ମଣ୍ଡପ ଏବେ ସହରବାସୀଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଉଠିଛି। ଏବର୍ଷ କ୍ଲବ ପକ୍ଷରୁ ନିଆଯାଇଥିବା ‘ଛୋଟା ଭୀମ’ ଥିମ ସହିତ ତିଆରି ହୋଇଥିବା ବିଶାଳ ଓ ଆକର୍ଷଣୀୟ ତୋରଣ…
ଅନୁଗୁଳ: ସ୍ଥାନୀୟ ହେମସୁରପଡ଼ା ମହାଦେବ ମନ୍ଦିର ପରିସରରେ ମା' ବାସନ୍ତୀ ଦୁର୍ଗା ପୂଜା କମିଟି, ଅମଲା ପଡ଼ାର ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲେ। କମିଟି ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ପୂର୍ବ ବର୍ଷର ଆୟବ୍ୟୟ ଏବଂ…
ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଡିଭାଇନ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇ ଯାଇଛି।ଅନୁଗୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ସର ଏ…
ଅନୁଗୁଳ: ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋୟିଜ ୟୁନିୟନ(ନେପୁ)ର ବନ୍ଧୁମିଳନ ଓ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ତଥା ନେପୁ ସଭାପତି ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ଢ଼େଙ୍କାନାଳ ମହେଶ ସାହୁ, ପୂର୍ବତନ ବିଧାୟକ ଅନୁଗୁଳ ରଜନୀକାନ୍ତ ସିଂହ,…