ସମବାୟ ମନ୍ତ୍ରୀଙ୍କ ପାଳଲହଡ଼ା ଗସ୍ତ: ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

ପାଳଲହଡ଼ା: ଓଡ଼ିଶା ସରକାରଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମନ୍ତ୍ରୀଙ୍କୁ ସ୍ଵାଗତ କରି…

Continue Readingସମବାୟ ମନ୍ତ୍ରୀଙ୍କ ପାଳଲହଡ଼ା ଗସ୍ତ: ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

କୁମଣ୍ଡରେ ପାକିସ୍ଥାନୀ ପତାକାକୁ ନେଇ ଚର୍ଚ୍ଚା !

ଅନୁଗୁଳ: ଅନୁଗୁଳ ସହର ନିକଟବର୍ତ୍ତୀ କୁମଣ୍ଡ ଗାଁ କେନାଲ ରୋଡରେ ଜଣେ ବ୍ୟକ୍ତି ତାଙ୍କ ଘରେ ପାକିସ୍ଥାନୀ ପତାକା ଉଡାଉ ଥିବା ନେଇ ଆଜି ଚର୍ଚ୍ଚା ହୋଇଥିଲା। ତେବେ କିଛି ପାଖ ପିଲା ଏହାର ଫଟୋ ଉଠାଇବାରୁ ବ୍ୟକ୍ତି ଜଣକ ପତାକା…

Continue Readingକୁମଣ୍ଡରେ ପାକିସ୍ଥାନୀ ପତାକାକୁ ନେଇ ଚର୍ଚ୍ଚା !

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ହୋଇଥିବା ପ୍ରୀୟାଂଶୁ ପାଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ଉପ ବାଚସ୍ପତି

ଅନୁଗୋଳ: ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ପ୍ରୀୟାଂଶୁ ପାଲ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅବସରପ୍ରାପ୍ତ ସୁବେଦାର ମେଜର ସନ୍ତୋଷ କୁମାର…

Continue Readingଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ହୋଇଥିବା ପ୍ରୀୟାଂଶୁ ପାଲଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ଉପ ବାଚସ୍ପତି

ସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅନୁଗୁଳ: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟର ଅନୁଗୁଳ ଆଞ୍ଚଳିକ କେନ୍ଦ୍ର ଓ ଅନୁଗୁଳ ପୌରପାଳିକାର ମିଳିତ ଆନୁକୂଲ୍ୟରେ ଭାରତ ସରକାରଙ୍କ ସ୍ୱଚ୍ଛତାହିଁ ସେବା ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଇକୋପାର୍କରେ ଏକ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

Continue Readingସ୍ୱଚ୍ଛତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଶ୍ୱ ହୃତପିଣ୍ଡ ଦିବସ ପାଳନ

ଅନୁଗୁଳ: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅନୁଗୁଳ ରୟାଲ ଓ ଭାରତୀୟ ଚିକିତ୍ସକ ସଂଘ ଅନୁଗୁଳ ଶାଖା ତରଫରୁ ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାକ୍ତର ବିଶୋଇ ଭାଇଟାଲିଟି କ୍ଲିନିକରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ ସଭାପତି ଡାକ୍ତର କୁମାର…

Continue Readingବିଶ୍ୱ ହୃତପିଣ୍ଡ ଦିବସ ପାଳନ

୬୮ତମ ଆନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଧିର ସଂଘ ତରଫରୁ ୬୮ତମ ଆନ୍ତର୍ଜାତୀୟ ବଧିର ସପ୍ତାହ-୨୦୨୫ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୂକ ଓ ବଧିର ଭାଇଭଉଣୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଅନୁଗୁଳ…

Continue Reading୬୮ତମ ଆନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ

ଅନୁଗୁଳ: ପଞ୍ଚମହଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ସିଡିଭିଓ ଡ଼ା ନିରୋଦ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ପ୍ରତି ବର୍ଷକୁ ବର୍ଷ ବଢ଼ି ଚାଲିଥିବା…

Continue Readingଜିଲ୍ଲାସ୍ତରୀୟ ବିଶ୍ଵ ଜଳାତଙ୍କ ଦିବସ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳରେ ସ୍ଵଚ୍ଛତା ପର୍ବ ପାଳିତ

ଅନୁଗୁଳ: ଆଜି ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳରେ ସ୍ଵଚ୍ଛତା ପର୍ବ ପାଳିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ  ଅଧ୍ୟକ୍ଷ ଡକ୍ଟର ନୀଳାଞ୍ଚଳ ପଟେଲଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ସମର…

Continue Readingସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳରେ ସ୍ଵଚ୍ଛତା ପର୍ବ ପାଳିତ

କିଶୋରନଗର ଡିଗ୍ରୀ କଲେଜରେ ରକ୍ତଦାନ ଶିବିର: ୭୯ ୟୁନିଟ ରକ୍ତ ସଂଗୃହୀତ

କିଶୋରନଗର: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନୁଗୁଳ ଜିଲ୍ଲା କିଶୋରନଗର ଡିଗ୍ରୀ କଲେଜରେ ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ୭୯ ୟୁନିଟ ରକ୍ତ ସଂଗୃହୀତ ହୋଇଛି। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ,…

Continue Readingକିଶୋରନଗର ଡିଗ୍ରୀ କଲେଜରେ ରକ୍ତଦାନ ଶିବିର: ୭୯ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର କର୍ମଶାଳା

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାଣୀ ବିଭାଗ ଆନୁକୁଲ୍ୟରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲ ସଭାପତିତ୍ବ କରି ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟୟନ ସହ ଅନୁସନ୍ଧାନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ପଦାର୍ଥ…

Continue Readingଅନୁଗୁଳ କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର କର୍ମଶାଳା