ନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଛି। ସ୍କୁଲ ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାର ଉଦ୍ଘାଟନୀ ଉତ୍ସବରେ ମାନବ ସମ୍ବଳ ମହା ପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ ଓ ସିଜିଏମ…

Continue Readingନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ, ଯୋଗ ଦେଲେ ୨୦୦୦ ଗ୍ରାମବାସୀ

ଅନୁଗୁଳ: ପୁରାଣ, ପୋଥି, ପ୍ରବଚନ ଭଳି କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ ଅନୁଗୁଳ ବ୍ଲକ ବଲାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁରାବ ଗ୍ରାମବାସୀ ଦୁଇ ବର୍ଷ ହେଲା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏ ଅବସରରେ ଗ୍ରାମରେ ଥିବା ପାଲା ମଣ୍ଡପରେ…

Continue Readingପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ, ଯୋଗ ଦେଲେ ୨୦୦୦ ଗ୍ରାମବାସୀ

ଡିସେମ୍ବର ୨୮ରେ ରାଜ୍ୟସ୍ତରୀୟ ଚଷା ମହାସମାବେଶ: ବାମୁରରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କିଶୋରନଗର: ଅନୁଗୁଳ ଜିଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ ବାମୁର ଶିବମନ୍ଦିର ପଡ଼ିଆରେ ଆସନ୍ତା ଡିସେମ୍ବର ମାସ ୨୮ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚଷା ମହାସମାବେଶର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଠମଲ୍ଲିକର ଉପଖଣ୍ଡସ୍ତରୀୟ ଚଷା ସମାଜ ପକ୍ଷରୁ ଏହି…

Continue Readingଡିସେମ୍ବର ୨୮ରେ ରାଜ୍ୟସ୍ତରୀୟ ଚଷା ମହାସମାବେଶ: ବାମୁରରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାଳଲହଡା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

ପାଳଲହଡ଼ା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଅନୁଗୁଳ ଜିଲ୍ଲା ପାଳଲହଡ଼ା ଖଣ୍ଡ ପକ୍ଷରୁ ଶତାବ୍ଦୀ ବର୍ଷ ପାଳନ ଅବସରରେ ରବିବାର ଦିନ ସ୍ଥାନୀୟ ଶରତ ଚନ୍ଦ୍ର କ୍ଲବ ଠାରେ ଏକ ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ୍ୱ…

Continue Readingରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପାଳଲହଡା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ

DIET ଅନୁଗୁଳରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ

ଅନୁଗୁଳ: ଗର୍ବ ଓ ଗୌରବର ସହିତ ଆଜି DIET (ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ), ଅନୁଗୋଳ ତରଫରୁ ମହାନ ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଐତିହାସିକ ଅବସରରେ ପ୍ରତିଷ୍ଠାନ ପରିସରରେ ଏକ…

Continue ReadingDIET ଅନୁଗୁଳରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ

କଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଣିହାଁ: ଶୁକ୍ରବାର କଣିହାଁ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୋଟ ୩୯୫ ଜଣ ଭିନ୍ନକ୍ଷମ ହିତାଧିକାରୀ ପୁଞ୍ଜିକୃତ…

Continue Readingକଣିହାଁ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ତାଳଚେର ହିଙ୍ଗୁଳା ପୀଠରେ ସମାପନ ହେଲା ବିଶ୍ୱଶାନ୍ତି ମହାଚଣ୍ଡୀ ଯଜ୍ଞ

ତାଳଚେର: ପବିତ୍ର କାର୍ତ୍ତିକ ପଞ୍ଚୁକ ପାଳନ ଅବସରରେ ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ଅନୁଷ୍ଠିତ ପାଞ୍ଚ ଦିନ ବ୍ୟାପୀ ୪୦ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ବୁଧବାର ଦିନ ସମାପନ ହୋଇଯାଇଛି। ରାଜଗୁରୁ ପଙ୍କଜ…

Continue Readingତାଳଚେର ହିଙ୍ଗୁଳା ପୀଠରେ ସମାପନ ହେଲା ବିଶ୍ୱଶାନ୍ତି ମହାଚଣ୍ଡୀ ଯଜ୍ଞ

କୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର 'ଆତ୍ମା' (ATMA) ସଭାଗୃହ ଠାରେ ୨୩ଟି ପଞ୍ଚାୟତର କୃଷକ ସାଥୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମତ ପ୍ରକାଶ ପାଇଥିଲା ଯେ କୃଷକ ସାଥୀମାନେ ଗତ ୧୯ ବର୍ଷ ଧରି କୃଷି…

Continue Readingକୃଷକ ସାଥୀଙ୍କ ବୈଠକ: ସରକାରୀ ଅଣଦେଖା ନେଇ ଅସନ୍ତୋଷ

ମାଗଣା ସ୍ୱାସ୍ଥ୍ୟ ଶିବିର; ୫୦୦ ରୋଗୀଙ୍କୁ ପରାମର୍ଶ ଓ ଔଷଧ ବଣ୍ଟନ

ଅନୁଗୁଳ: ଶ୍ରୀ ଶିରିଡ଼ି ସାଇ ପରିବାର, ଆନନ୍ଦ ନଗର (ମାଟିଆ ସାହି) ଆନୁକୂଲ୍ୟରେ ସାଧାରଣ ଲୋକଙ୍କ ପାଇଁ ବୁଧବାର ଏକ ଅତ୍ୟାଧୁନିକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ପ୍ରାୟ…

Continue Readingମାଗଣା ସ୍ୱାସ୍ଥ୍ୟ ଶିବିର; ୫୦୦ ରୋଗୀଙ୍କୁ ପରାମର୍ଶ ଓ ଔଷଧ ବଣ୍ଟନ

କଳାକାର ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ:ଶକ୍ତି ମିଶ୍ର ଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୁଳ: କଳାକାର ପକ୍ଷରୁ ଆୟୋଜିତ ତିନି ଦିବସୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ ହୋଇଯାଇଛି। ରାଜ୍ୟ ସାହିତ୍ୟ ଭାଷା ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାକୁ ଉଦଘାଟନ କରିଥିଲେ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।ଶ୍ରୀ ପ୍ରଧାନ…

Continue Readingକଳାକାର ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ:ଶକ୍ତି ମିଶ୍ର ଙ୍କ ଗୀତରେ ଝୁମିଲେ ଦର୍ଶକ