ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବ୍ରହ୍ମପୁର ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନ (୮୦) ଆଜି ତାଙ୍କ ବାସଭବନରେ ପରଲୋକ ହୋଇଛି। ଗତ କିଛିଦିନ ଧରି ଅସୁସ୍ଥ ଥିବାରୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଆର୍ତ୍ତତ୍ରାଣ ପ୍ରଧାନଙ୍କ ପରଲୋକ

ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚର ବୈଠକ: ସନାତନ ସାହୁଙ୍କୁ ସଭାପତି, ବସନ୍ତ କୁମାର ନାୟକଙ୍କୁ ଉପସଭାପତି ଦାୟିତ୍ୱ

ଅନୁଗୁଳ: ଆଜି ବଇଣ୍ଡା କଲ୍ଯାଣ ମଣ୍ଡପରେ ବଇଣ୍ଡାର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ସଭାପତି ଭଗବାନ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଛି। ରମେଶ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରଥମେ ଦିବଂଗତ ଟଙ୍କଧର ନାୟକ, ବୃନ୍ଦାବନ…

Continue Readingବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚର ବୈଠକ: ସନାତନ ସାହୁଙ୍କୁ ସଭାପତି, ବସନ୍ତ କୁମାର ନାୟକଙ୍କୁ ଉପସଭାପତି ଦାୟିତ୍ୱ

ଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ପାଳିତ, ଏକୋଇଶ ହଜାର ଦୀପ ଜାଳିଲେ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ ବଲଣ୍ଡାସ୍ଥିତ ଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଏମସିଏଲରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠନ, କର୍ମଚାରୀ, ଆଞ୍ଚଳିକ ଗ୍ରାମବାସୀ ଓ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

Continue Readingଶକ୍ତି ଶ୍ରୀକ୍ଷେତ୍ରରେ ଦେବ ଦୀପାବଳି ପାଳିତ, ଏକୋଇଶ ହଜାର ଦୀପ ଜାଳିଲେ ଶ୍ରଦ୍ଧାଳୁ

ଜାତୀୟ ଏକତା ସମାରୋହରେ ଏଡିଭି ପୁରସ୍କୃତ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡିଆରେ ଆୟୋଜିତ ଜାତୀୟ ଏକତା ସମାରୋହରେ ଅନୁଗୁଳ ଡିଫେନସ ଭେଟ୍ରାନକୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା। ରାଜ୍ୟ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଡିଭି ସଭାପତି ଅନିଲ କୁମାର…

Continue Readingଜାତୀୟ ଏକତା ସମାରୋହରେ ଏଡିଭି ପୁରସ୍କୃତ

କଣିହାଁ ପଞ୍ଚାୟତ ସମିତିର ସାଧାରଣ ବୈଠକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତିର ୭ ମ ସାଧାରଣ ବୈଠକ ପବିତ୍ର ମୋହନ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ସଭା ପରିଚାଳନା କରିଥିଲେ। ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ପ୍ରତିନିଧି…

Continue Readingକଣିହାଁ ପଞ୍ଚାୟତ ସମିତିର ସାଧାରଣ ବୈଠକ

ରୋଟାରୀ କ୍ଲବ୍ ରୟାଲର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଅନୁଗୁଳ: ରୋଟାରୀ କ୍ଲବ୍ ଅନୁଗୁଳ ରୟାଲ ପକ୍ଷରୁ ଦିଶା ସିନିଅର ସିଟିଜେନ୍ ହୋମ୍, ଶ୍ରଦ୍ଧା ନଗର, ତୁରଙ୍ଗରେ ବରିଷ୍ଠ ନାଗରିକଙ୍କ ପାଇଁ ବୁଧବାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବ୍ଲଡ୍ ପ୍ରେସର ଏବଂ ଡାଇବେଟିସ ଯାଞ୍ଚ…

Continue Readingରୋଟାରୀ କ୍ଲବ୍ ରୟାଲର ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି: ୩୪ରୁ ଗୋଟିଏ ଅଭିଯୋଗ ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣି ଶିବିରରେ ସମୁଦାୟ ୩୪ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୫ଟି…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି: ୩୪ରୁ ଗୋଟିଏ ଅଭିଯୋଗ ଫଇସଲା

ଆଠମଲ୍ଲିକ ଉପଖଣ୍ଡ ଚଷା ସମାଜର ପ୍ରସ୍ତୁତି ବୈଠକ-ବିଭିନ୍ନ ପ୍ରଗଣାକୁ ଭିନ୍ନ ଭିନ୍ନ ଦାୟିତ୍ଵ ବଣ୍ଟନ

ଅନୁଗୁଳ: ରାଜ୍ୟସ୍ତରୀୟ ଚଷା ସମାବେଶ ନିମନ୍ତେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଚଷା ସମାଜର ପ୍ରସ୍ତୁତି ବୈଠକ ଠାକୁର ଗଡ଼ ଉ:ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମାବେଶର ସଭାପତି ଉପେନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଆଠମଲ୍ଲିକ ଉପଖଣ୍ଡର ଚାରି ଗୋଟି…

Continue Readingଆଠମଲ୍ଲିକ ଉପଖଣ୍ଡ ଚଷା ସମାଜର ପ୍ରସ୍ତୁତି ବୈଠକ-ବିଭିନ୍ନ ପ୍ରଗଣାକୁ ଭିନ୍ନ ଭିନ୍ନ ଦାୟିତ୍ଵ ବଣ୍ଟନ

ପାଞ୍ଚଗଡ ସାମ୍ବାଦିକ ସଂଘ ପକ୍ଷରୁ ସମାଜସେବୀ ସମ୍ବର୍ଦ୍ଧିତ

ଅନୁଗୁଳ: ପାଞ୍ଚଗଡ ସାମ୍ବାଦିକ ସଂଘ ବଅଁରପାଳ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଯୁବ ସମାଜସେବୀ ପ୍ରତାପ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି,ଏସ ପି ରାହୁଲ ଜୈନ ସମ୍ମାନିତ ଅତିଥି…

Continue Readingପାଞ୍ଚଗଡ ସାମ୍ବାଦିକ ସଂଘ ପକ୍ଷରୁ ସମାଜସେବୀ ସମ୍ବର୍ଦ୍ଧିତ

ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସହିଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ କାର୍ଯ୍ୟକର୍ତା ଯୋଗଦେଇ ବିର୍ସା ମୁଣ୍ଡାଙ୍କ ଫୋଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ…

Continue Readingସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ