ଧାନ ମଣ୍ତିରେ ଘୋଟାଲା, ଜିଲ୍ଲାପାଳଙ୍କୁ ଅଭିଯୋଗ
ଖାମର: ପାଳଲହଡ଼ା ବ୍ଲକ୍ ଅନ୍ତର୍ଗତ ଖମାର ସେବା ସମବାୟ ଧାନ ମଣ୍ତିରେ ବଡ଼ଧରଣର ଘୋଟାଲା ହୋଇଥିବା ନେଇ ଚାଷୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଅଭିଯୋଗ କରିଛନ୍ତି। ଖମାର ଡାକବଙ୍ଗଳାଠାରେ ଜିଲ୍ଲାପାଳ, ଏଡିଏମ୍ଙ୍କୁ ଗିରିଶ ପ୍ରଧାନ, ଅଲେଖ ପ୍ରଧାନ, ସଞ୍ଜୟ ପ୍ରଧାନ,…
