ଏଣିକି ବ୍ୟାଙ୍କରୁ କାଢ଼ିଲେ ଚାର୍ଜ, ଡିପୋଜିଟ୍ କଲେ ବି ଚାର୍ଜ
ଅନୁଗୁଳ: ଏଣିକି ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କର କି କାଢ଼ ଆପଣଙ୍କୁ ଚାର୍ଜ ଲାଗିବ। ବ୍ୟାଙ୍କ ଅଫ୍ ବରୋଦା ନଭେମ୍ବର ୧ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା…
