ସୁଭଦ୍ରା ଓ ବିଶ୍ୱଜିତଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି, ଥାନାଧିକାରୀଙ୍କୁ ଦାବିପତ୍ର
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସୁଭଦ୍ରା ପଦିଲଙ୍କ ଅପହରଣ ଓ ହତ୍ୟା ଏବଂ ଶିବାରମପୁରର ବିଶ୍ୱଜିତ ନାଏକକୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କଣିହାଁ ଥାନାରେ ଶନିବାର ଦାବିପତ୍ର ପ୍ରଦାନ କରାଯାଇଛି। ନ୍ୟାୟ ପ୍ରଦାନ ପାଇଁ କଣିହାଁ…
