ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀରେ ରକ୍ତଦାନ ଶିବିର, ୪୯ ୟୁନିଟ ରକ୍ତ ସଂଗୃହୀତ
ଅନୁଗୁଳ: ଦିବ୍ୟଦର୍ଶନ ସଂଘ ପକ୍ଷରୁ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ବେଶ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ସ୍ଥାନୀୟ ଦିବ୍ୟଦର୍ଶନ ଶିଶୁ ମନ୍ଦିରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ…
