ସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ
ତାଳଚେର : ରାଜନୈତିକ ଉଦ୍ଦେଶ୍ୟ ରଖି ସଂଘର ଘରକୁ ଭାଙ୍ଗିବାକୁ ବିରୋଧ କରି ଘଣ୍ଟପଡ଼ା ପଞ୍ଚାୟତର ଯୁବକସଂଘ ପକ୍ଷରୁ ପ୍ରାୟ ୫୦ ଜଣ ଯୁବକ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ସଂଘ ବହୁ ପୁରୁଣା। ଏଥିରେ…
