ହୋଟେଲ ଏବଂ କୁକୁଡା ଦୋକାନ ଉପରେ ପଡ଼ିଲା ଗଛ: ଜଣେ ଗୁରୁତର, ୩ ଆହତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଗଣେଶ ବଜାର ନିକଟରେ ଥିବା ଏକ ହୋଟେଲ ଏବଂ କୁକୁଡା ଦୋକାନ ଉପରେ ଏକ ଗଛ ପଡ଼ିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ଦିନ ୧୨.୩୦ ରେ ଗଣେଶ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଗଣେଶ ବଜାର ନିକଟରେ ଥିବା ଏକ ହୋଟେଲ ଏବଂ କୁକୁଡା ଦୋକାନ ଉପରେ ଏକ ଗଛ ପଡ଼ିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ଦିନ ୧୨.୩୦ ରେ ଗଣେଶ…
ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ବଇଣ୍ଡା ଗାଁରେ କିଛି ଦିନ ହେବ ଚୋର ସକ୍ରିୟ ହୋଇ ପଡ଼ିଛନ୍ତି। ରବିବାର ଯାତ୍ରା ପଡ଼ିଆରେ ପଡ଼ିଥିବା ମୀନା ବଜାରରୁ ଚୋରି କରୁଥିବା ଜଣେ ଯୁବକକୁ ବଇଣ୍ଡା ଗ୍ରାମବାସୀ କାବୁ କରି ପୋଲିସ ଜିମା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗାଁ ସୀମା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ,…
ଅନୁଗୁଳ: 'ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ’ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’। ଏହି ଲୋକପ୍ରିୟ ଉକ୍ତିର ରଚୟିତା ତଥା ମହାନ ସନ୍ଥ ଭୀମ ଭୋଇଙ୍କର ଆଜି ଜୟନ୍ତୀ। ଯୋଗଜନ୍ମା ମହାପୁରୁଷ,…
ଅନୁଗୁଳ: ଏକବିଂଶ ଶତାବ୍ଦୀରେ ପ୍ରଥମ ଦଶକରେ ଅନୁଗୁଳ ଜିଲ୍ଲାରେ ଶିଳ୍ପ ବିପ୍ଳବ ଶୀର୍ଷ ସୋପାନରେ ପହଞ୍ଚି ଯାଇଥିଲା। ଜନସାଧାରଣଙ୍କର ମୁଣ୍ଡ ପିଛା ଆୟ ମଧ୍ୟ ବଢ଼ିଥିଲା। ମାତ୍ର ଶିକ୍ଷା କ୍ଷେତ୍ରରେ ଏକ ଅଭାବବୋଧ ପରିଲକ୍ଷିତ ହୋଇଥିଲା ଅନୁଗୁଳବାସୀଙ୍କ ହୃଦୟରେ, ମନରେ, ପ୍ରାଣରେ।…
ଅନୁଗୁଳ: ଦୁବାଇରେ ସମ୍ମାନିତ ହେବେ ସମାଜସେବୀ ଇଂ. ବିପ୍ଳବ ଜେନା। ଉଲ୍ଲେଖନୀୟ ସମାଜସେବା ନିମନ୍ତେ ଓଡିଶାର ଏକମାତ୍ର ସମାଜସେବୀ ଭାବେ ତାଙ୍କୁ ସି.ଏସ୍.ଆର ଟାଇମସ୍ ତରଫରୁ ମନୋନୀତ କରାଯାଇଛି। ଆସନ୍ତା ୨୯ ତାରିଖ ଦିନ ଦୁବାଇରେ ତାଙ୍କୁ ସମ୍ମାନ ଜନକ ଗୋଲଡେନ…
ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ନିରାକାର ସାହୁଙ୍କର ଶନିବାର ୬୩ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳୁ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଥିଲା।…
ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ପୋଡାପଡା ଗାଁର ବରିଷ୍ଠ କମ୍ୟୁନିଷ୍ଟ ନେତା ବ୍ରଜବନ୍ଧୁ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ବ୍ରଜବନ୍ଧୁ ଛୋଟ ବେଳୁ କମ୍ୟୁନିଷ୍ଟ ଚିନ୍ତାଧାରା ରଖି ଆସିଥିବା ବେଳେ ଅଞ୍ଚଳର ଅନେକ ସମସ୍ୟାକୁ ନେଇ…
ଅନୁଗୁଳ: ଆସନ୍ତା ୨୧ ତାରିଖରେ କଟକର ସାରଳା ଭବନ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ସ୍ମୃତି କମିଟି ପକ୍ଷରୁ ଅନୁଗୁଳର କୃଷ୍ଣା ମହାନ୍ତିଙ୍କୁ ସମାଜ ସେବା ପାଇଁ ଜାନକୀ…
ଅନୁଗୁଳ: ଭୁବନେଶ୍ୱରରେ ଆୟୋଜିତ ଦୈନିକ ସମ୍ବାଦପତ୍ର ମନ୍ଥନର ୨୭ଶ ପ୍ରତିଷ୍ଠା ଦିବସ ଅବସରରେ ଅନୁଗୁଳର ଜିଲ୍ଲା ପ୍ରତିନିଧି ସୁବ୍ରତ ତ୍ରିପାଠୀଙ୍କୁ ଅତିଥି ମାନେ ମନ୍ଥନ ଯୁବବପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ। ଏହି ସମାରୋହରେ ସମ୍ବାଦପତ୍ର ମନ୍ଥନର ସମ୍ପାଦକ ଶରତ ରାଉତଙ୍କ ସମେତ…