ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ
ଅନୁଗୁଳ:ସମ୍ବାଦର ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥଙ୍କ ୫୮ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି।ତାଙ୍କ କାର୍ଟୁନ ଏବଂ ବ୍ୟଙ୍ଗ କବିତା ଓଡ଼ିଶାର ଅଗଣିତ ପାଠକଙ୍କୁ ଆକର୍ଷିତ କରୁଥିଲା। ସମାଜର ପ୍ରତିଟି ନୀତିବିଭ୍ରାଟ,ଭ୍ରଷ୍ଟାଚାର, ଦୁର୍ନୀତି ବିରୁଦ୍ଧରେ ସେ ନିୟମିତ କଲମ ଚାଳନା କରିଥିଲେ। ୨୦୦୧…
