ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ଅନୁଗୁଳ: ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ତାଳଚେର ବ୍ଲକ୍ ଘଣ୍ଟପଡାର ବୁଦ୍ଧଦେବ ସାହୁ। ସେ ପୁରୀରେ ୱାର୍ଲ୍ଡ ଫିଟନେସ ଫେଡରେଶନ ପକ୍ଷରୁ ଆୟୋଜିତ କଳିଙ୍ଗ ବୋଡ଼ି ବିଲ୍ଡିଂ ଆଣ୍ଡ ଫିଟନେସ ଆସୋସିଏସନର ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି…

Continue Readingପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ମା’ ଦକ୍ଷିଣକାଳୀ କ୍ରିକେଟ କ୍ଲବର ଫାଇନାଲ୍ ମ୍ୟାଚ୍, ଛେଳିଆପଡା ଚାମ୍ପିୟନ

ଅନୁଗୁଳ: ସ୍ଥାନୀୟ ବସଲା ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଆଜିର ଫାଇନାଲ ମ୍ୟାଚ ବଳୁଅକଟା ଓ ଛେଳିଆପଡା ମଧ୍ୟରେ ଖେଳାଯାଇଛି। ଛେଳିଆପଡା ପ୍ରଥମ ୨ ଟି ମ୍ୟାଚ ଜିତି ଚାମ୍ପିୟନ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିକେଟ…

Continue Readingମା’ ଦକ୍ଷିଣକାଳୀ କ୍ରିକେଟ କ୍ଲବର ଫାଇନାଲ୍ ମ୍ୟାଚ୍, ଛେଳିଆପଡା ଚାମ୍ପିୟନ

ହେମସୁରପଡା ଫୁଟବଲ: ଅନୁଗୁଳକୁ ହରାଇ ଫାଇନାଲରେ କୁଚିଣ୍ଡା

ଅନୁଗୁଳ: ଆଜି ଟାଉନ ହାଇ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ବିଏଫ୍‌ସି କୁଚିଣ୍ଡା, ମା' ବୁଢ଼ୀ କ୍ଲବ ଅନୁଗୁଳକୁ ଟାଇବ୍ରେକରରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେରେ ପହଞ୍ଚିଛି। ନିର୍ଦ୍ଧାରିତ ସମୟ ଖେଳରେ ୨-୨…

Continue Readingହେମସୁରପଡା ଫୁଟବଲ: ଅନୁଗୁଳକୁ ହରାଇ ଫାଇନାଲରେ କୁଚିଣ୍ଡା

ହେମସୁରପଡା ଫୁଟବଲ: କୁଚିଣ୍ଡା ୨-୧ ଗୋଲରେ ଜଟଣୀକୁ ହରାଇଲା

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ବିଏଫ୍‌ସି କୁଚିଣ୍ଡା ଫ୍ରେଣ୍ଡସ ପାରାଡ଼ାଇଜ ଜଟଣୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଦିଲୀପ ରାଉତ ଆଜିର ଖେଳ ପରିଚାଳନା କରିଥିଲେ। ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ…

Continue Readingହେମସୁରପଡା ଫୁଟବଲ: କୁଚିଣ୍ଡା ୨-୧ ଗୋଲରେ ଜଟଣୀକୁ ହରାଇଲା

୧୧ତମ ହେମସୁରପଡା ଫୁଟବଲ କପ୍ ଉଦ୍‌ଘାଟିତ

ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଟାଉନ ହାଇ ସ୍କୁଲ ପଡ଼ିଆରେ ଏକାଦଶ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ବିଧାନ‌ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବା ସହ ରାଜ୍ୟରେ ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଉଥିବା…

Continue Reading୧୧ତମ ହେମସୁରପଡା ଫୁଟବଲ କପ୍ ଉଦ୍‌ଘାଟିତ

ଆଇପିଏଲରେ ଏଥର ଲାଗୁ ହେବ ନୂଆ ନିୟମ

ଅନୁଗୁଳ: ଆଇପିଏଲ ସିଜିନରେ ଏଥର ଏକ ନୂଆ ନିୟମ ଲାଗୁ ହେବାକୁଯାଉଛି। ଗୋଟିଏ ଟିମ ମ୍ୟାଚର ୧୪ ଓଭର ପୂର୍ବରୁ ନିଜର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ବଦଳାଇ ଆଉ ଜଣେ ଖେଳାଳିଙ୍କୁ ଭର୍ତ୍ତି କରିପାରିବ । ଏହି ଖେଳାଳିଙ୍କୁ…

Continue Readingଆଇପିଏଲରେ ଏଥର ଲାଗୁ ହେବ ନୂଆ ନିୟମ

ଡିସେମ୍ବର ୪ରୁ ହେମସୁରପଡା କପ ଫୁଟବଲ

ଅନୁଗୁଳ: ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇ ସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବଛା ବଛା ଆଠଟି ଦଳ ଭାଗ…

Continue Readingଡିସେମ୍ବର ୪ରୁ ହେମସୁରପଡା କପ ଫୁଟବଲ

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସୁଲେଇପାଳ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗୁଣ୍ଡୁରିରେ ଆୟୋଜିତ ଦିନିକିଆ ଟୁର୍ଣ୍ଣାମେଣ୍ଟରେ ସୁଲେଇପାଳର ବଲିଟୁ ୱାରିଅର ଚାମ୍ପିୟନ ହୋଇଛି। ପ୍ରଥମ ଲିଗ୍ ମ୍ୟାଚ ସୁଲେଇପାଳ ଓ ମଶୁଣିହତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସୁଲେଇପାଳ ପ୍ରଥମେ ବ୍ୟାଟିଂ କରି ୫ ଓଭରରେ ୬୫…

Continue Readingକ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସୁଲେଇପାଳ ଚାମ୍ପିୟନ

ଆଡିଲେଡ୍‌ରେ କୋହଲିଙ୍କ ରେକର୍ଡ ‘ସୁପରହିଟ୍’

ଭୁବନେଶ୍ୱର: ଦ୍ୱିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ଓ ଭାରତ ମଧ୍ୟରେ ଭେଟ। ଏହି ମ୍ୟାଚ୍‌ଟି ଭାରତ ପାଇଁ ଅତ୍ୟନ୍ତ ଗୁୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ। ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ପରେ କୋହଲିଙ୍କ ଉପରେ ନଜର ରହିବା…

Continue Readingଆଡିଲେଡ୍‌ରେ କୋହଲିଙ୍କ ରେକର୍ଡ ‘ସୁପରହିଟ୍’

ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ, ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ

ଅନୁଗୁଳ: 'ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ୍ ମ୍ୟାଚ ମଙ୍ଗଳବାର ତାଳଚେର ଏମସିଏଲର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ଗୋଆ ଓ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ଼…

Continue Readingବାଜି ରାଉତ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ, ଗୋଆକୁ ହରାଇ ରାଜସ୍ଥାନ ଚାମ୍ପିୟନ