ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦ୍ଯାପିତ
ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। ପୁରୁଷ ବିଭାଗରେ ବାଲେଶ୍ବର ଏବଂ ମହିଳା ବିଭାଗରେ କିଟ୍ ବିଜେତା ହୋଇଛି। ବୁଧବାର ଏହି ୩ ଦିନିଆ ପ୍ରତିଯୋଗିତାର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍…
