ମା ଆସୁଛନ୍ତି ଧରାକୁ: ଭାଇଚାରା ଓ ରଙ୍ଗାରଙ୍ଗ ଭସାଣି ହେମସୁରପଡ଼ା ଦୁର୍ଗା ପୂଜା ସମିତିର ବିଶେଷତ୍ଵ
ଅନୁଗୁଳ: ଇତିମଧ୍ୟରେ ୬୮ ବର୍ଷରେ ପହଞ୍ଚିଛି ହେମସୁରପଡ଼ା ଦୁର୍ଗା ପୂଜା ସମିତି।ଦେବୀଙ୍କ ଆବାହନ ପାଇଁ ତୋରଣ ଓ ମୂର୍ତ୍ତି ତିଆରି ଚାଲିଛି। ଖୁବ୍ ଶୀଘ୍ର ମଣ୍ଡପ ସାଜସଜ୍ଜା କାମ ସରିଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସମିତିର ସଭାପତି…



