ପୂଜା ପାଇଁ ଏସ୍‌ଏନ୍‌କେ ଅନୁଗୁଳ ଓ ତାଳଚେର ପକ୍ଷରୁ ଧମାକାଦାର ଅଫର

You are currently viewing ପୂଜା ପାଇଁ ଏସ୍‌ଏନ୍‌କେ ଅନୁଗୁଳ ଓ ତାଳଚେର ପକ୍ଷରୁ ଧମାକାଦାର ଅଫର

ଅନୁଗୁଳ: ଶାରଦୀୟ ପୂଜା ଅବସରରେ ଏସ୍‌ଏନ୍‌କେ ରୟାଲ ଗାନ୍ଧି ମାର୍ଗ ଅନୁଗୁଳ ଓ ଶର୍ମା ଛକ ତାଳଚେର ପକ୍ଷରୁ ବିଶେଷ ଧାମାକାଦାର ଅଫର୍‌ ଆରମ୍ଭ କରାଯାଇଛି।ଯେଉଁ ଗ୍ରାହକ ମାନେ ଏଇ ସୋ’ ରୁମ୍‌ରୁ ୧୫୦୦୧ କିମ୍ବା ତଦୁର୍ଦ୍ଧ ଟଙ୍କାର ଶାଢ଼ୀ ଅବା ଅନ୍ୟାନ୍ୟ ଗାର୍ମେଣ୍ଟସ୍‌ କ୍ରୟ କରିବେ ସେମାନଙ୍କୁ ୧୦ ପ୍ରତିଶତ ରିହାତି ସହ ଏକ ଡ଼ଫଲ ବ୍ୟାଗ୍‌ ମାଗଣାରେ ମିଳିବ। ଯେଉଁ ମାନେ ୧୦,୦୦୦ ଟଙ୍କା ରୁ ୧୫,୦୦୦ ଟଙ୍କା ମଧ୍ୟରେ ଜିନିଷ କିଣାକିଣି କରିବେ ସେମାନଙ୍କୁ ୧୦ ପ୍ରତିଶତ ରିହାତି ସହ ଏକ ଡିନର ସେଟ୍‌ ମାଗଣାରେ ମିଳିବ। ଯେଉଁମାନେ ୬,୦୦୧ ରୁ ୧୦,୦୦୦ ଟଙ୍କା ମଧ୍ୟରେ ଜିନିଷ କିଣାକିଣି କରିବେ ସେମାନଙ୍କୁ ୧୦ ପ୍ରତିଶତ ରିହାତି ସହ ଏକ କ୍ୟାସ ରୋଲ ମିଳିବ ସମ୍ପୂର୍ଣ୍ଣ ମାଗଣା। ୪୦୦୧ ରୁ ୬୦୦୦ ଟଙ୍କା ମଧ୍ୟରେ କିଣାକିଣି କଲେ ୧୦ ପ୍ରତିଶତ ର ରିହାତି ରହିଛି।ସେହିଭଳି ୨୫୦୧ ରୁ ୪୦୦୦ ଟଙ୍କା ମଧ୍ୟରେ ଜିନିଷ କିଣାକିଣି କଲେ ୭ ପ୍ରତିଶତର ରିହାତି ରହିଛି। ୨୫୦୦ ଟଙ୍କା ରୁ କମ୍‌ ମୂଲ୍ୟର ଜିନିଷ କିଣିଲେ ୫ ପ୍ରତିଶତର ରିହାତି ଦିଆଯାଉଛି ।ପୂଜା ଅବସରରେ ଅଫର ର ଲାଭ ଉଠାଇବା ପାଇଁ ବେଶ୍‌ ଭିଡ଼ ପରିଲକ୍ଷିତ ହେଉଛି। ସର୍ତ୍ତାବଳି ପ୍ରଯୁଜ୍ୟ**।

Share

Leave a Reply