ଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଏମ୍‌ସିଏଲ୍ (ମହାନଦୀ କୋଲ୍ ଫିଲଡ୍‌ ଲିମିଟେଡ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ରବିବାର ତାଳଚେର କୋଲ୍ ଫିଲ୍ମସ୍‌ ଗସ୍ତରେ ଆସି ବିଭିନ୍ନ କୋଇଲା ଖଣି ପରିଦର୍ଶନ କରିବା ସହିତ ୨୬୮.୦୫ କୋଟି ଟଙ୍କା ବ୍ୟୟରେ କଣିହାଁ ଖଣିରେ ନିର୍ମାଣ ହେବାକୁ…

Continue Readingଫାଷ୍ଟ୍ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟର ଭିତିପ୍ରସ୍ତର ସ୍ଥାପନ

ଦାଦାବଟି ଆଦାୟ, ଯୁବକ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା- କାଳିଆକଟା ରାସ୍ତାରେ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କାଳିଆକଟା ଗାଁର ହାଡ଼ିବନ୍ଧୁ ପ୍ରଧାନ(୩୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ହାଡ଼ିବନ୍ଧୁ ଶନିବାର ଅପରାହ୍ନ ପ୍ରାୟ ୩ଟାବେଳେ ଟାଙ୍ଗିଆ ଧରି ଗାଁ ରାସ୍ତାରେ…

Continue Readingଦାଦାବଟି ଆଦାୟ, ଯୁବକ ଗିରଫ

ମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଅନୁଗୁଳ: ଆଷାଢ଼ ବିତିବାକୁ ବସିଲାଣି। ଏବେ ଅସରାକୁ ଅସରା ବର୍ଷା ହେବା କଥା। କିନ୍ତୁ ଟାଇଁ ଟାଇଁ ଖରାରେ ଧାନଗଛ ଝାଉଁଳିଲାଣି। ପାଳଲହଡ଼ା ବ୍ଲକ୍‌ରେ ମରୁଡ଼ି ହେବା ନେଇ ଚାଷୀମାନେ ଆଶଙ୍କା କଲେଣି। ବ୍ଲକ୍‌ରେ ଚାଷ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର…

Continue Readingମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ଅନୁଗୁଳ: ସାଇବର ଠକେଇ ନେଇ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ସହରର ବିକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଳ୍ପ ଦରରେ ଟାଇଲ କିଣିବାକୁ ଯାଇ ୪୯ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ,…

Continue Readingଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

ଆମ୍ବୁଲାନ୍ସରୁ କାଚ ଭାଙ୍ଗି ଆହତ ଯୁବକ ଛୁ’

ଅନୁଗୁଳ: ଶନିବାର ପୂର୍ବାହ୍ନରେ ନାଲ୍‌କୋ ଥାନା କୁଲାଡ଼ ବ୍ରାହ୍ମଣୀଦେଈ ମନ୍ଦିର ନିକଟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଟାଟା ଭୂଷଣ କାରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଉଥିବା ଜଣେ ରୋଗୀ ଆମ୍ବୁଲାନ୍ସର କାଚ ଭାଙ୍ଗି ଗାଡ଼ିରୁ ଖସି ପଳାଇ…

Continue Readingଆମ୍ବୁଲାନ୍ସରୁ କାଚ ଭାଙ୍ଗି ଆହତ ଯୁବକ ଛୁ’

ବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ଅନୁଗୁଳ : ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ,…

Continue Readingବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ରେ ବିକ୍ରୀ କରି ଲୋକଙ୍କୁ ପୁରୁଣା ଦିନ (କଂଗ୍ରେସ ସରକାର) ସମୟର କଥା ମନେ ପକାଇଛି। ପେଟ୍ରୋଲ , ଡିଜେଲ…

Continue Readingତୈଳଦର ବୃଦ୍ଧିର ଯୁବ କଂଗ୍ରେସର ଅଭିନବ ପ୍ରତିବାଦ

ହିଙ୍ଗୁଳା ପୀଠ ସାଂସ୍କୃତିକ କମ୍ପ୍ଲେକ୍ସ ପାଇଁ ୧୪.୧୭ କୋଟି ମଞ୍ଜୁର

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠରେ ସାଂସ୍କୃତିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧୪.୧୭ କୋଟି ଟଙ୍କା ମଞ୍ଜୁର ହୋଇଛି। ମା ହିଙ୍ଗୁଳା ପୀଠ ପରିସରରେ ବିବିଧ ଉଦ୍ଦେଶ୍ୟ ସାଧନକାରୀ ଏହି କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରଶାସନିକ…

Continue Readingହିଙ୍ଗୁଳା ପୀଠ ସାଂସ୍କୃତିକ କମ୍ପ୍ଲେକ୍ସ ପାଇଁ ୧୪.୧୭ କୋଟି ମଞ୍ଜୁର

ଆଉ ୫ ପାଣିପମ୍ପ୍ ଉଦ୍ଧାର

ଅନୁଗୁଳ: ହଣ୍ଡପା ଥାନା ପୁଲିସ ଆଉ ୫ଟି ପାଣି ପମ୍ପ୍ ଉଦ୍ଧାର କରିଛି। ପାଣିପମ୍ପ୍ ଚୋରି ଗ୍ୟାଙ୍ଗ ପୁଲିସ ଠାବ କରିବା ସହ ପୂର୍ବରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଇଚ୍ଛାପୁର ଗ୍ରାମର ମନୋଜ ସାହୁ ଓ…

Continue Readingଆଉ ୫ ପାଣିପମ୍ପ୍ ଉଦ୍ଧାର

ସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର

ଅନୁଗଳ: ଘରୋଇ ବିଦ୍ୟାଳୟ ବିରୋଧରେ ଶୁକ୍ରବାର ଓଡ଼ିଶା ଅଭିଭାବକ ମହାସଂଘର ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। କରୋନା କାଳରେ ଟ୍ୟୁସନ୍ ଫି’ ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି’କୁ ଛାଡ଼ କରିବାକୁ ସଂଘ ଦାବି କରିଛି । ଆଗାମୀ…

Continue Readingସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର