କମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ଅନୁଗୁଳ: ମଙ୍ଗଳବାର ସକାଳେ ଅନୁଗୁଳ କମଳା ଫାର୍ମ ପରିସରରେ ଏକ କୁଟୁରାକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ କମଳା ଫାର୍ମରେ ପହଞ୍ଚି କୁଟୁରାକୁ ଧରିବା ପାଇଁ ଟ୍ରାନକୁଲା ଇଜ଼ଇଂ କରିଥିଲା। ତେବେ…

Continue Readingକମଳା ଫାର୍ମ ରେ କୁଟୁରା, ଖୋଜୁଛି ବନ ବିଭାଗ

ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ଅନୁଗୁଳ: ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏକ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଆସନ୍ତା ୩୦ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି। ଗାନ୍ଧିମାର୍ଗ କଲ୍ୟାଣୀ ନସିଂହୋମ୍ ସମ୍ମୁଖରେ ଅବସ୍ଥିତ ମାରୱାଡି ଯୁବ ମଞ୍ଚ…

Continue Readingନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ରାଣୀଗୋଡା ପଞ୍ଚାୟତ ଗୃହ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡା ଗ୍ରାମ ପଞ୍ଚାୟତର ନବନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ରବିବାର ଉଦଘାଟିତ ହୋଇଯାଇଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଏଥିରେରେ ସମ୍ମାନିତ…

Continue Readingରାଣୀଗୋଡା ପଞ୍ଚାୟତ ଗୃହ ଉଦଘାଟିତ

ଅନୁଗୁଳ ସହରରେ ପୁଣି ଛିନତାଇ

ଅନୁଗୁଳ: ଅନୁଗୁଳ ସହରରେ ପୁଣି ଏକ ଛିନତାଇ ଘଟଣା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି। ଶୁକ୍ରବାର ସନ୍ଧ୍ୟାରେ ସହରର ଗାନ୍ଧିମାର୍ଗ ଗୁଜୁରାତି ପଡାରେ ଜଣେ ନାବାଳିକାଙ୍କ ବେକରୁ ବୁଲେଟ ମୋଟର ସାଇକେଲରେ ଆସି ଜଣେ ଲୁଟେରା ଲୁଟ କରିଥିଲା। ଏହାର…

Continue Readingଅନୁଗୁଳ ସହରରେ ପୁଣି ଛିନତାଇ

ମୁଖ୍ୟ ଶାସନ ସଚିବଙ୍କ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା

ଅନୁଗୁଳ : ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିବା ସହ ଏହାର କ୍ଷେତ୍ର ସ୍ତରୀୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସହରର…

Continue Readingମୁଖ୍ୟ ଶାସନ ସଚିବଙ୍କ ଅନୁଗୁଳ ଜିଲ୍ଲା ଗସ୍ତ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା

ଟ୍ରକ ପଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ମୃତ

ଅନୁଗୁଳ: ପାଲଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥର ମୁକ୍ତାପୁର ଛକ ନିକଟରେ ଛିଡା ହୋଇଥିବା ଟ୍ରକ ପଛରେ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ଆମ୍ବୁଲାନ୍ସରେ ବସି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଘନ କୁହୁଡି ଯୋଗୁଁ…

Continue Readingଟ୍ରକ ପଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ମୃତ

ବିଜେଡ଼ି ଓ କଂଗ୍ରେସ କର୍ମୀଙ୍କ ଭାରତୀୟ ଜନତା ପାର୍ଟିରେ ଯୋଗଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପାତ୍ରପଡ଼ା ଓ ପରଙ୍ଗ ଗ୍ରାମ ପଞ୍ଚାୟତର ଶତାଧିକ ବିଜେଡ଼ି ଓ କଂଗ୍ରେସ କର୍ମୀଙ୍କ ଭାରତୀୟ ଜନତା ପାର୍ଟିରେ ଶନିବାର ଯୋଗଦାନ କରିଛନ୍ତି। ପାତ୍ରପଡ଼ା ଗ୍ରାମ ପଞ୍ଚାୟତର ମା' ବାୟାଣୀ ପୀଠ ନିକଟରେ ଆୟୋଜିତ…

Continue Readingବିଜେଡ଼ି ଓ କଂଗ୍ରେସ କର୍ମୀଙ୍କ ଭାରତୀୟ ଜନତା ପାର୍ଟିରେ ଯୋଗଦାନ

୫୩୯ ଶୌଚାଳୟ ହସ୍ତାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ପକ୍ଷରୁ ଦୀର୍ଘ ୧୫ ଦିନ ବ୍ୟାପୀ ସ୍ଵଚ୍ଛତା ପକ୍ଷ ପାଳନ କରାଯିବା ଅବସରରେ ଶନିବାର ଅପରାହ୍ନରେ ବଳରାମପ୍ରସାଦ ପଞ୍ଚାୟତର ୫୦ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଘରୋଇ ଶୌଚାଳୟ ହସ୍ତାନ୍ତର କରାଯାଇଛି ନାଲ୍‌କୋ। ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ…

Continue Reading୫୩୯ ଶୌଚାଳୟ ହସ୍ତାନ୍ତର

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ରାଣୀଗୋଡାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ…

Continue Readingବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜିଲ୍ଲା ଚିକିତ୍ସାଳୟ ବୁଲିଲା କମିଟି

ଅନୁଗୁଳ : ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କମିଟି ଶନିବାର ବୁଲି ସ୍ବାସ୍ଥ୍ୟ ସେବାର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ସୂଚନା ମୁତାବକ, ଉଚ୍ଚ ନ୍ୟାୟାଳୟର ରିଟ ପିଟିସନ୍ ମାମଲା ନଂ-…

Continue Readingଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜିଲ୍ଲା ଚିକିତ୍ସାଳୟ ବୁଲିଲା କମିଟି