ଜେଏସପିଏଲ ଫାଉଣ୍ଡେସନର ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଅନ୍ତର୍ଗତ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଜିନ୍ଦଲ ନଗର ଆଶା ଦି ହୋପ କେନ୍ଦ୍ରଠାରେ ପାଳିତ ହୋଇଛି। ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ନାରାୟଣ ମହାପାତ୍ର, ଅନିତା ମିତ୍ତଲ, ଅନିନ୍ଦିତା ବନ୍ଦୋପାଧ୍ୟାୟ, ଓପି…



