ଜେଏସପିଏଲ ଫାଉଣ୍ଡେସନ୍ର ବିଶ୍ବ ଏଡଓ ଦିବସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସପିଏଲ) ଫାଉଣ୍ଡେସନ ପକ୍ଷରୁ ବୁଧବାର ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି। ଜେଏସପିଏଲ ଫାଉଣ୍ଡେସନର କ୍ଷେତ୍ର କର୍ମଚାରୀ, ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି(ଓସାକସ) ଏବଂ…

Continue Readingଜେଏସପିଏଲ ଫାଉଣ୍ଡେସନ୍ର ବିଶ୍ବ ଏଡଓ ଦିବସ

ଅନୁଗୁଳ ବ୍ଲକ ପାଇଁ ୪ଟି ବିଜୁ ସେତୁ ଅନୁମୋଦିତ

ଅନୁଗୁଳ : ଅନୁଗୁଳ ବ୍ଲକ ପାଇଁ ୮ କୋଟି ୪୬ ଲକ୍ଷ ଟଙ୍କା ରେ ୪ଟି ବିଜୁ ସେତୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡ଼ିଶା ବିଧାନଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

Continue Readingଅନୁଗୁଳ ବ୍ଲକ ପାଇଁ ୪ଟି ବିଜୁ ସେତୁ ଅନୁମୋଦିତ

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ବିଧବା

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜାମୁନାଳୀ ଗାଁରେ ବୁଧବାର ଅଗ୍ନିକାଣ୍ଡ ଘଟି ବିଧବା ମହିଳା ନିରାଷ ନାଏକଙ୍କ ଗୋଟିଏ ବଖରା ଘର ପୋଡ଼ି ପାଉଁଶ ପାଲଟି ଯାଇଛି। ଚୁଲି ନିଆଁରୁ ହୋଇଥିବା ଏହି ଅଗ୍ନିକାଣ୍ଡରେ ୫ଟି କୁକୁଡ଼ା, ଚାଉଳ…

Continue Readingଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ବିଧବା

ଏଡସ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ବିଶ୍ୱ ଏଡସ ଦିବସ ଉପଲକ୍ଷେ ସ୍ବେଛାସେବୀ ଅନୁଷ୍ଠାନ ଦ ମେଡିକ୍ସ ପକ୍ଷରୁ ବିଭିନ୍ନ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏ ନେଇ ଦ ମେଡିକ୍ସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଡ଼ା ଦିଲୀପ ସାମଲ,…

Continue Readingଏଡସ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଚେନ୍ ଲୁଟେରକୁ ମାଡ଼ି ବସିଲା ପୁଲିସ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ଗୁଜୁରାଟିପଡ଼ା ଛକରୁ ଗତ ଶୁକ୍ରବାର ଜଣେ ନାବାଳିକାଙ୍କ ବେକରୁ ସୁନା ଚେନ୍ ଲୁଟ ଏବଂ ବିଇଡ଼ି କଲେଜ ନିକଟରୁ ଯୁବତୀଙ୍କ ସାଇକେଲ୍‌ରୁ ଭ୍ୟାନିଟି ବ୍ୟାଗ୍ ଛଡ଼ାଇ ନେବା ଘଟଣାରେ ସଂପୃକ୍ତ ଲୁଟେରାକୁ ପୁଲିସ ଗିରଫ କରିଛି। ଗିରଫ…

Continue Readingଚେନ୍ ଲୁଟେରକୁ ମାଡ଼ି ବସିଲା ପୁଲିସ

ଡିସେମ୍ବର ମାସ ପାଇଁ ନୂଆ ଗାଇଡଲାଇନ,ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

ଅନୁଗୁଳ: ଡିସେମ୍ବର ମାସ ପାଇଁ କରୋନା ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ବିଦେଶରେ ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ସଜାଗ ଅଛନ୍ତି ରାଜ୍ୟ ସରକାର । ଜନଗହଳି ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଜିରୋ…

Continue Readingଡିସେମ୍ବର ମାସ ପାଇଁ ନୂଆ ଗାଇଡଲାଇନ,ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା

ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

ଅନୁଗୁଳ : ଡିସେମ୍ବରରେ ହେବାକୁ ଥିବା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ଡିସେମ୍ବର ୨୭ରେ ଏହି ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ଜାନୁଆରି ୫…

Continue Readingଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

କୋଇଲା ଡିପୋ ଉଛେଦ ପାଇଁ ରେଳ ରୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଥିବା କୋଇଲା ଷ୍ଟକ ୟାର୍ଡ଼କୁ ଉଛେଦ କରାଯିବା ଦାବିରେ ମଙ୍ଗଳବାର ଶତାଧିକ ଗ୍ରାମବାସୀ ସକାଳ ୮ଟା ୩୦ରୁ ରେଳ ରୋକ କରିଛନ୍ତି । ଯାହାଫଳରେ ସମ୍ବଲପୁର ପୁରୀ ଇଣ୍ଟରସିଟି ଓ ମାଲଗାଡି…

Continue Readingକୋଇଲା ଡିପୋ ଉଛେଦ ପାଇଁ ରେଳ ରୋକ

ନବୋଦୟ, କେଭିରେ ଦିବ୍ୟାଙ୍ଗଙ୍କୁ ୩% ସଂରକ୍ଷଣ

ଅନୁଗୁଳ: ବିଭିନ୍ନ ଜବାହାର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ରେ ଏଣିକି ଦିବ୍ୟାଙ୍ଗଙ୍କ ପାଇଁ ୩% ସ୍ଥାନ ସଂରକ୍ଷଣ ରହିବ। ସୋମବାର ଲୋକସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସବୁ…

Continue Readingନବୋଦୟ, କେଭିରେ ଦିବ୍ୟାଙ୍ଗଙ୍କୁ ୩% ସଂରକ୍ଷଣ

ଓଜେଇଇ ମେଡିକାଲ୍ କାଉନ୍‌ସେଲିଂ ସ୍ଥଗିତ

ଅନୁଗୁଳ: ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପକ୍ଷରୁ ହେବାକୁ ଥିବା କାଉନ୍ସେଲିଂ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ସୂଚନା ଯାଏ ସ୍ଥଗିତ ରଖାଯାଇଛି ବୋଲି ଓଜେଇଇ…

Continue Readingଓଜେଇଇ ମେଡିକାଲ୍ କାଉନ୍‌ସେଲିଂ ସ୍ଥଗିତ