୧୦ ଛାତ୍ରୀ କରୋନା ପଜିଟିଭ୍

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ପଞ୍ଚାୟତ ହାଇସ୍କୁଲର ୧୦ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଛାତ୍ରୀ ବିଦ୍ୟାଳୟର ହଷ୍ଟେଲ୍‌ରେ ରହୁଥିଲେ। ଏହି ଘଟଣା ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି। ଉଭୟ ଶିକ୍ଷା ବିଭାଗ…

Continue Reading୧୦ ଛାତ୍ରୀ କରୋନା ପଜିଟିଭ୍

ମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ସୋମବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୩୨ ଲିଟର ଦେଶୀ ମଦ ଜବତ ଓ ୧୨୦୦ କେଜି ପୋଚ ନଷ୍ଟ କରିଛି। ଏହି ଘଟଣାରେ ବାଗଡିଆ ଗ୍ରାମର ପୁରୁଷୋତ୍ତମ ବେହେରା ଏବଂ ବସନ୍ତପୁର…

Continue Readingମଦ ଜବତ, ୨ ଗିରଫ

୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଅନୁଗୁଳ: ୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୁଲିସ ଟ୍ରେନିଂ କଲେଜ ପଡିଆରେ ସୋମବାର ପାଳନ ହୋଇଯାଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡା ସାର୍ଥକ ଷଢଙ୍ଗୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ପୁଲିସ…

Continue Reading୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

୯୪ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୁଳ: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ ବ୍ଲକ ଅନ୍ତର୍ଗତ ବନ୍ତଳା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ମୋ-ପରିବାର ଅନୁଗୁଳ ଜିଲ୍ଲା ସହ-ସଂଯୋଜକ ପ୍ରିୟଦର୍ଶୀ…

Continue Reading୯୪ ୟୁନିଟ୍ ରକ୍ତ ସଂଗ୍ରହ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଅନୁଗୁଳ: ବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ପ୍ରଧାନଙ୍କ ସୋମବାର ସୁସୁଡା ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଅନୁଗୁଳ ଉଚ୍ଚ ବିଦ୍ୟାଳୟ,ତାଳଚେର ଯୁବରାଜ ହାଇସ୍କୁଲ ଓ ଛେଣ୍ଡିପଦା ସିଟି ସ୍କୁଲ ର ପ୍ରଧାନ…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଝିମିଟି ଖେଳରୁ ମହାଭାରତ: ସଞ୍ଜୀବ

ଅନୁଗୁଳ: ଝିମିଟି ଖେଳରୁ ମହାଭାରତ। ଅନ୍ୟାୟରେ ତାଙ୍କ ବିରୁଦ୍ଧରେ ସାଙ୍ଘାତିକ ଷଡ଼ଯନ୍ତ୍ର କରାଯାଇଛି । ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୀବ ଏହି ଅଭିଯୋଗ ଆଣିଛନ୍ତି। ଜିଲ୍ଲାରେ ଅନେକ ପ୍ରକଳ୍ପର ଟେଣ୍ଡର ଜିଲ୍ଲାର କୌଣସି ଠିକାଦାରଙ୍କୁ ମିଳୁନି। ବରଂ ବ୍ରହ୍ମପୁରରୁ…

Continue Readingଝିମିଟି ଖେଳରୁ ମହାଭାରତ: ସଞ୍ଜୀବ

ମହିଳାଙ୍କୁ ଫିନାଇଲ୍‌ ପ୍ରସ୍ତୁତି ତାଲିମ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ପଞ୍ଚାୟତରେ ତାଳଚେରର ସ୍ଵେଚ୍ଛାସେବୀ ସଂଗଠନ ‘ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ’, ନେହରୁ ଯୁବ ସଂଗଠନ, ଅନୁଗୁଳ ଓ ଭାରତ ଯୁବ, କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଫିନାଇଲ୍‌ ପ୍ରସ୍ତୁତି…

Continue Readingମହିଳାଙ୍କୁ ଫିନାଇଲ୍‌ ପ୍ରସ୍ତୁତି ତାଲିମ

ସ୍କୁଲରେ ହେବ ପିଲାଙ୍କ ଆଧାର ପଞ୍ଜୀକରଣ

ଅନୁଗୁଳ: ସ୍କୁଲରେ ପିଲାଙ୍କ ଆଧାର ପଞ୍ଜୀକରଣ ହେବା ସହ ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ ହେବ। ଆଧାର କ୍ୟାମ୍ପ୍ କରାଯାଇ ପ୍ରତି ପିଲାଙ୍କ ଆଧାର ପଞ୍ଜୀକରଣ କରାଯିବ। ଏଥିପାଇଁ ଓକାକ୍‌ ପକ୍ଷରୁ ଏସ୍ପି ଜାରି କରାଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀମାନେ…

Continue Readingସ୍କୁଲରେ ହେବ ପିଲାଙ୍କ ଆଧାର ପଞ୍ଜୀକରଣ

ହିଙ୍ଗୁଳା ମନ୍ଦିରରେ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପୀଠ ପରିସରରେ ଶୁକ୍ରବାର ବହୁମୁଖ୍ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଉପସ୍ଥିତିରେ ତାଳଚେର ଉପଜିଲାପାଳ ତଥା ମା' ହିଙ୍ଗୁଳା ଠାକୁରାଣୀ…

Continue Readingହିଙ୍ଗୁଳା ମନ୍ଦିରରେ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା

ଏଏଲଏସ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ସନ୍ଧ୍ୟାରେ ଏକ ଏଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି।ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ପତାକା ଦେଖାଇ ଏହି ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ। ଏହି…

Continue Readingଏଏଲଏସ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଉପବାଚସ୍ପତି