ବାଲି ବୋଝେଇ ୨ ଟ୍ରକ୍ ଜବତ, ୫୦ ହଜାର ଜୋରିମାନା ଆଦାୟ

ଅନୁଗୁଳ : ଅନୁଗୁଳ ତହସିଲଦାର ସୋମବାର ସକାଳେ ଗାନ୍ଧୀମାର୍ଗଠାରେ ୨ଟି ବାଲି ବୋଝେଇ ଟ୍ରକ୍ କୁ ଜବତ କରିଛନ୍ତି। ସୂଚନା ଅନୁଯାୟୀ ନରସିଂହପୁରରୁ ବାଲି ନେଇ ଅନୁଗୁଳ ଆସୁଥିବା ଗୋଟିଏ ହାଇୱା ଓ ଗୋଟିଏ ଟିପ୍ପରକୁ ଅନୁଗୁଳ ତହସିଲଦାର ବିମଳ କୁମାର…

Continue Readingବାଲି ବୋଝେଇ ୨ ଟ୍ରକ୍ ଜବତ, ୫୦ ହଜାର ଜୋରିମାନା ଆଦାୟ

ଯୁବ ବିଜେଡିର ରକ୍ତଦାନ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଯୁବ ବିଜେଡି ତରଫରୁ ଏକ ରକ୍ତଦାନ ଶିବିର ରବିବାର ଆୟୋଜିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ଓ ଓଡିଶା-ମୋ-ପରିବାର ମିଳିତ ସହଯୋଗରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଶକିଳା ନବଜ୍ୟୋତି ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଏହି ଶିବିରରେ…

Continue Readingଯୁବ ବିଜେଡିର ରକ୍ତଦାନ ଶିବିର

ଗଡୁନି ମହାପ୍ରୟାଣ:ଲୋକେ ହନ୍ତସନ୍ତ

ଅନୁଗୁଳ: ଆଜକୁ ପ୍ରାୟ ତିନି ସପ୍ତାହ ହେବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଶବ ବାହକ ଗାଡି ମହାପ୍ରୟ।ଣ ଅଚଳ ଅବସ୍ଥାରେ ପଡିରହିଛି।ଏହାର ସୁଯୋଗ ନେଇ ଦଲାଲ ମାନେ ଘରୋଇ ଶବ ବାହକ ଗାଡି ଯୋଗାଡ଼ କରିଦେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ ମୁହଁକୁ…

Continue Readingଗଡୁନି ମହାପ୍ରୟାଣ:ଲୋକେ ହନ୍ତସନ୍ତ

ଦାମୀ ଗାଡିରେ ଗଞ୍ଜେଇ ଚାଲାଣ

ଅନୁଗୁଳ: ଅନୁଗୁଳ ପୁଲିସ ରବିବାର ୧୨ କେଜି ଗଞ୍ଜେଇସହ ଏକ ଏନ୍ଡ଼ିଓଭର ଗାଡି ଜବତ କରିବାସହ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଲିସ ଅନୁଗୁଳ ଷ୍ଟେଶନ ନିକଟରେ ଠିଆହୋଇଥିବା ଏହି…

Continue Readingଦାମୀ ଗାଡିରେ ଗଞ୍ଜେଇ ଚାଲାଣ

ଅନୁଗୁଳ ବଜାରରେ ଦାମୀ କମ୍ପାନୀର ନକଲି ଜିନ୍ସ

ଅନୁଗୁଳ: ଅନୁଗୁଳ ପୁଲିସ ନକଲି ଜିନ୍ସ ବିକ୍ରି ଅଭିଯୋଗରେ ଜଣେ ପୋଷାକ ଦୋକାନୀଙ୍କୁ ଅନୁଗୁଳ ପୁଲିସ୍ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ସ୍ପାର୍କି କମ୍ପାନୀର ନକଲି ପ୍ୟାଣ୍ଟକୁ ଅନୁଗୁଳ ବଜାରର ଷ୍ଟାଇଲ ଏନ୍ଏକ୍ସ ନାମକ ଦୋକାନୀ ବିକ୍ରି…

Continue Readingଅନୁଗୁଳ ବଜାରରେ ଦାମୀ କମ୍ପାନୀର ନକଲି ଜିନ୍ସ

ଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

ଅନୁଗୁଳ: ଅନୁଗୁଳ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ପାଇଁ ସ୍ଥିରତା ପକ୍ଷ ଆରମ୍ଭ ହୋଇଛି। ଏଥିପାଇଁ ଅନୁଗୁଳ ଜିଲା ମୂଖ୍ୟ ଚିକିତ୍ସାଳୟରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.…

Continue Readingଅନଗୁଳରେ ଗଡ଼ିଲା ବିଶ୍ୱ ଜନସଂଖ୍ୟା ସଚେତନ ରଥ

ଅନୁଗୁଳରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ

ଅନୁଗୁଳ: ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଶନିବାର ଅନୁଗୁଳ କୋର୍ଟ ପରିସରରେ ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧୩ଟି ବିଚାରାଧୀନ ମାମଲାର ଫଏସଲା କରାଯାଇଛି। ତନ୍ମଧ୍ୟରେ ୩୬ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଏସଲା…

Continue Readingଅନୁଗୁଳରେ ଦ୍ଵିତୀୟ ଜାତୀୟ ଲୋକ ଅଦାଲତ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

ଅନୁଗୁଳ: ଅନୁଗୁଳ ଓ ବଅଁରପାଳ ବ୍ଳକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ନେଇ ଶନିବାର ସକାଳେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି।…

Continue Readingଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପକୁ ସମୀକ୍ଷା କଲେ ଉପବଚସ୍ପତି

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: କୁମ୍ଭୀର ଆକ୍ରମଣରେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ ବୁଡିଆବାହାଲ ଗ୍ରାମର ଦେବେନ୍ଦ୍ର ନାୟକ ଆହତ ହୋଇଛନ୍ତି। ବୁଡ଼ିଆବାହାଲ ଗାଁ ପାଖ ନାଳକୁ ଦେବେନ୍ଦ୍ର ଓ ତାଙ୍କ ଦାଦା ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା ।…

Continue Readingକୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ

ଅନୁଗୁଳ : ଜମିରେ ଟାଓ୍ବାର୍ ଲଗାଇବା ନାମରେ ଅଢ଼େଇ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ତାଳଚେର କୋଲିୟରୀ ପୁଲିସ ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମର ଅଜିତ…

Continue Readingଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ