ଭିଜିଲାନ୍ସ ଜାଲରେ ତାଳଚେର ବ୍ଲକ ଜେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଜେଇ ବିରଞ୍ଚି ନାରାୟଣ ସାହୁ ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଅନୁଗୁଳ କୁମଣ୍ଡ ସ୍ଥିତ ଘର, ତାଳଚେର ଅଫିସ, ମେରମୁଣ୍ଡଳି ଠାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ…

Continue Readingଭିଜିଲାନ୍ସ ଜାଲରେ ତାଳଚେର ବ୍ଲକ ଜେଇ

ବିଭିନ୍ନ ସ୍ଥାନରେ ଗାନ୍ଧୀ ମହାପ୍ରୟାଣ ଦିବସ

ଅନୁଗୁଳ: ଅନୁଗୁଳର ବିଭିନ୍ନ ସ୍ଥାନରେ ରବିବାର ମହାତ୍ମା ଗାନ୍ଧୀଙ୍କ ୭୫ ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ପାର୍କଠାରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଷ୍ଠାନର ସଭାପତି ଆଇନଜୀବି ଶରତ କୁମାର…

Continue Readingବିଭିନ୍ନ ସ୍ଥାନରେ ଗାନ୍ଧୀ ମହାପ୍ରୟାଣ ଦିବସ

ନାବାଳିକା ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହା ଅଞ୍ଚଳରୁ ନିଖୋଜ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନୁଗୁଳ ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ବନ୍ତଳା ଥାନା ତୁମୁଣି ଗ୍ରାମରେ ନାବାଳିକା ଜଣକ ଥିବା ଜାଣିପାରିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ରବିବାର…

Continue Readingନାବାଳିକା ଉଦ୍ଧାର

ନାଲକୋ ମାର୍କେଟରେ ଅଗ୍ନିକାଣ୍ଡ

ଅନୁଗୁଳ: ଶୁକ୍ରବାର ରାତି ପ୍ରାୟ ଏଗାରଟା ବେଳକୁ ନାଲକୋ ମାର୍କେଟ ର ସାଇ ସାନିଟାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଯିବାପରେ ସର୍ଟ ସର୍କିଟ…

Continue Readingନାଲକୋ ମାର୍କେଟରେ ଅଗ୍ନିକାଣ୍ଡ

ନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓର ବିକ୍ଷୋଭ

ଅନୁଗୁଳ: ରେଳ ବିଭାଗରେ ନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓ ପକ୍ଷରୁ ଶନିବାର ଅନୁଗୁଳ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରେଳ ବିଭାଗର ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ବିରୋଧ କରି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ ଚଳାଇଥିବା ଛାତ୍ର, ଯୁବକଙ୍କ ଉପରେ…

Continue Readingନିଯୁକ୍ତି ଆଶାୟୀଙ୍କୁ ମାଡ ପ୍ରତିବାଦରେ ଡିଓ୍ବାଇଓର ବିକ୍ଷୋଭ

ୱେବସାଇଟ୍ ଲୋକାର୍ପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମା' ହିଙ୍ଗୁଳା ପାଠାଗାରର ନିଜସ୍ବ ୱେବସଇଟ୍ କଳମଛୁଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଲୋକାର୍ପିତ ହୋଇଛି। ଉପଦେଷ୍ଟା ଶିକ୍ଷାବିତ୍ ଦିବାକର ବାରିକ ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ବିଭୂତିଭୂଷଣ ସ୍ବାଇଁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା…

Continue Readingୱେବସାଇଟ୍ ଲୋକାର୍ପିତ

ଅଢ଼େଇ ଲକ୍ଷ ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି

ଅନୁଗୁଳ: ଅନୁଗୁଳ ମାଟିଆସାହିସ୍ଥିତ ଓପିଟିସିଏଲ୍ କାର୍ଯ୍ୟାଳୟ ନିକଟରୁ ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇଯାଇଛି। ୧୩ ମିଟର ଲମ୍ବ ବିଶିଷ୍ଟ ୮ଟି ବିଦ୍ୟୁତ୍ ଖୁଣ୍ଟ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ଠିକାସଂସ୍ଥା କୋର ଏନର୍ଜି ସିଷ୍ଟମ…

Continue Readingଅଢ଼େଇ ଲକ୍ଷ ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି

ଗଣତନ୍ତ୍ର ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ୭୩ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ସେନା ପକ୍ଷରୁ ଦେଶରେ ଯୁଦ୍ଧ ସମୟରେ ସହିଦ ହୋଇଥିବା ୨୬ ହଜାର ସେନା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମରଣ କରା ଯାଇଛି।ଏଣୁ ୧୨ ଓଡ଼ିଶା ବାଟାଲିୟନର କମାଣ୍ଡିଂ ଅଫିସର ସିଦ୍ଧାର୍ଥ…

Continue Readingଗଣତନ୍ତ୍ର ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବିଜୁ ମଇଦାନ ପାଲଟିଛି ମଦୁଆଙ୍କ ଆଡ୍ଡା

ଅନୁଗୁଳ: ଗତ କିଛି ମାସ ଧରି ବିଜୁ ମଇଦାନ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନୁଗୁଳ ସହର ଭିତରେ ହେଲଥ୍ କରିଡ଼ର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଚି। ଏସବୁ ଭିତରେ ବିଜୁ ମଇଦାନ ଚାରିପଟେ ରଙ୍ଗୀନ…

Continue Readingବିଜୁ ମଇଦାନ ପାଲଟିଛି ମଦୁଆଙ୍କ ଆଡ୍ଡା

୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ

ଅନୁଗୁଳ: ଚଳିତ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ତେବେ ଏଥିରେ ଶତାଧିକ ୱାର୍ଡ଼ରେ ଜଣେ ହେଲେ ବି ପ୍ରାର୍ଥୀ ନଥିବାରୁ ଏହିସବୁ ୱାର୍ଡ଼ରେ ନାମାଙ୍କନପତ୍ର ଦାଖଲ ନିମନ୍ତେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି ।…

Continue Reading୧୮୩ ୱାର୍ଡ଼ରେ ପ୍ରାର୍ଥୀ ଶୂନ୍ୟ