ଟ୍ୟାଙ୍କର ଡ୍ରାଇଭର୍ ହତ୍ୟାକାଣ୍ଡର ପର୍ଦାଫାସ

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍‌ ତଥା କରପଡ଼ା ଥାନା ଇଲାକା କତଡ଼ା ଜାଇକା (ସେତେବେଳର କ୍ଲାସିକ) ଢାବା ନିକଟରେ ତିନି ବର୍ଷ ତଳେ ଏକ ପାଣି ଟ୍ୟାଙ୍କର ଡ୍ରାଇଭର୍‌ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ । ଜରପଡ଼ା ପୁଲିସ ହତ୍ୟାକାଣ୍ଡରେ ସଂପୃକ୍ତ ୩…

Continue Readingଟ୍ୟାଙ୍କର ଡ୍ରାଇଭର୍ ହତ୍ୟାକାଣ୍ଡର ପର୍ଦାଫାସ

ପରିତ୍ୟକ୍ତ କୂଅରୁ ବିଲୁଆ ଉଦ୍ଧାର

ଅନୁଗୁଳ: ବଅଁରପାଳ ବ୍ଳକ୍ ସାନ୍ତରାପୁର-ଖ ପଞ୍ଚାୟତ ନୂଆସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବିଲୁଆକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଗତ ୩,୪ ଦିନ ହେବ ବିଲୁଆଟି ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା। କୂଅଟି…

Continue Readingପରିତ୍ୟକ୍ତ କୂଅରୁ ବିଲୁଆ ଉଦ୍ଧାର

‘ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ

ଅନୁଗୁଳ: ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାକୁ ସବୁଜୀକରଣ କରିବାକୁ ଆଗେଇ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ପ୍ରଥମ ଦିନରେ ସଙ୍ଗଠନ ପକ୍ଷରୁ ଅନୁଗୁଳ ବ୍ଲକ୍ ବେଡ଼ାଶାସନ ଗ୍ରାମ ପଞ୍ଚାୟତ ଗୁହିରାପଶି…

Continue Reading‘ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ

ଅନୁଗୁଳ ହାଇସ୍କୁଲରେ ୪ ଜଣ ଏ-୧

ଅନୁଗୁଳ: ସଦ୍ୟ ପ୍ରକାଶିତ ମାଟ୍ରିକ୍ ପରୀକ୍ଷା ଫଳରେ ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ୍‌ରେ ସର୍ବାଧିକ ୩୯ ଜଣ ଛାତ୍ରଛାତ୍ରୀ ଏ-ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ଗତବର୍ଷ ଏ-୧ରେ ଖାତା ଖୋଲି ପାରିନଥିବା ଅନୁଗୁଳ ହାଇସ୍କୁଲ ଏଥର ଭଲ ପ୍ରଦର୍ଶନ କରିଛି । ସ୍କୁଲର…

Continue Readingଅନୁଗୁଳ ହାଇସ୍କୁଲରେ ୪ ଜଣ ଏ-୧

ଚାକିରି ନାଁ’ରେ ୮ ଲକ୍ଷ ଠକେଇ

ଅନୁଗୁଳ: ଚାକିରି ଦେବା ନାଁ’ରେ ଜଣେ ଯୁବକଙ୍କ ଠାରୁ ୮ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଛାନ୍‌ଭିନ୍ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ଅନୁଗୁଳ ସହରର ସୌଭାଗ୍ୟନଗରରେ…

Continue Readingଚାକିରି ନାଁ’ରେ ୮ ଲକ୍ଷ ଠକେଇ

ଅଟୋ ସହ ୧୦୮ ଲିଟର ବିଦେଶୀ ମଦ ଜବତ,୨ ଗିରଫ

ଅନୁଗୁଳ: ଅନୁଗୁଳ ସହର ଗାନ୍ଧିଛକ ଠାରୁ ଏକ ବିଦେଶୀ ମଦ ବୋଝେଇ ଅଟୋକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଟୋରେ ୫ଟି ପେଟିରେ ବିଭିନ୍ନ କିସମର ୧୦୮ ଲିଟର ମଦ ରହିଥିଲା। ସମସ୍ତ ମଦକୁ ଜବତ…

Continue Readingଅଟୋ ସହ ୧୦୮ ଲିଟର ବିଦେଶୀ ମଦ ଜବତ,୨ ଗିରଫ

କୂଅରୁ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ତାମ୍ରିତ କଲୋନୀ ନିକଟ ସୌଭାଗ୍ୟନଗରରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଥିଲା। ଭାରସାମ୍ୟ ହରାଇ ଜଣେ ମହିଳା ୪୦ ଫୁଟ ଗଭୀର କୂଅରେ ଖସି ପଡ଼ିଥିଲେ। ଖବର ପାଇ ଅନୁଗୁଳ ଦମକଳ ବାହିନୀ ମହିଳାଙ୍କୁ ଅକ୍ଷତ ଓ ଜୀବନ୍ତ…

Continue Readingକୂଅରୁ ମହିଳା ଉଦ୍ଧାର

ପ୍ରକାଶ ପାଇଲା ମାଟ୍ରିକ୍ ଫଳ, ଜିଲ୍ଲାରେ ପାସ୍ ହାର ୯୮ ପ୍ରତିଶତ

ଅନୁଗୁଳ: ବହୁ କଳ୍ପନାଜଳ୍ପନା ମଧ୍ୟରେ ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଚଳିତ ବର୍ଷ ଜିଲ୍ଲାରେ ପାସ୍‌ ହାର ୯୮.୦୮ ପ୍ରତିଶତ ରହିଛି । ଜିଲ୍ଲାରେ ମୋଟ୍ ୧୭ ହଜାର ୨୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ…

Continue Readingପ୍ରକାଶ ପାଇଲା ମାଟ୍ରିକ୍ ଫଳ, ଜିଲ୍ଲାରେ ପାସ୍ ହାର ୯୮ ପ୍ରତିଶତ

୧୦୦୦ ଚାରାରୋପଣ କରିବ ‘ଆମ ଅନୁଗୋଳ’

ଅନୁଗୁଳ: ଶିଳ୍ପାୟନ ଓ ଖଣି ଖାଦାନ ପାଇଁ ଅନୁଗୁଳ ଜିଲ୍ଲାରୁ ଶହ ଶହ ଗଛ ବଳିପଡୁଛି । ଜିଲ୍ଲାରେ କଂକ୍ରିଟ୍ ଜଙ୍ଗଲ ବୃଦ୍ଧି ପାଉଥିବା ବେଳେ ସବୁଜୀକରଣ ପାଇଁ ଚଳିତ ବର୍ଷ ବ୍ୟାପକ ବୃକ୍ଷରୋପଣ କରିବାକୁ ଯାଉଛି ସାମାଜିକ ସଙ୍ଗଠନ ‘ଆମ…

Continue Reading୧୦୦୦ ଚାରାରୋପଣ କରିବ ‘ଆମ ଅନୁଗୋଳ’

ଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାରେ ଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ଏକ ପ୍ରସ୍ତୁତି ବୈଠକ ବୁଧବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରେ ଅନୁଗୁଳ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଚିତ ।…

Continue Readingଶିଳ୍ପାନୁଭିଭିକ ଆପାତକାଳୀନ ବ୍ୟବସ୍ଥାର ପ୍ରସ୍ତୁତି ବୈଠକ