ଶୈଳଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ଅନୁଗୁଳ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରେ ଅନୁକୂଳ ହୋଇଛି ମହାପ୍ରଭୁଙ୍କ ରଥକାଠ । କରୋନା କଟକଣା ପାଇଁ ସ୍ଵଳ୍ପ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି । ମନ୍ଦିର…

Continue Readingଶୈଳଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍‌ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ

ଅନୁଗୁଳ: ବନ୍ତଳା ଥାନା ଇଲାକା ସାହାରାଗୋଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ସାରା ପରିବାର ଶୋଇଥିବା ବେଳେ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଅଗ୍ନିକାଣ୍ଡରେ ଜୀବନ ବଞ୍ଚି ଯାଇଥିବା ବେଳେ ଘରେ ଥିବା…

Continue Readingଘର ଜାଳିଦେଲେ ଦୁର୍ବୃତ୍ତ, ଟେଣ୍ଟ୍‌ ହାଉସ୍ ସାମଗ୍ରୀ ପୋଡ଼ି ପାଉଁଶ

ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଅନୁଗୁଳ: ଅନୁଗୁଳ ରେଲୱେ ଷ୍ଟେସନ୍‌ରେ ଶନିବାର ଭୋର୍ ସାଢ଼େ ୪ଟା ବେଳେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଆଇରନ୍ କଣ୍ଟେନ୍‌ମେଣ୍ଟ୍‌ ବୋଝେଇ ଏହି ଟ୍ରେନ୍‌ଟି ଜିନ୍ଦଲରୁ ଛତ୍ରପୁର ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ମୋଟ୍ ୫୯ଟି ବଗି ବିଶିଷ୍ଟ…

Continue Readingମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

କରୋନା ଗାଇଡ୍‌ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ

ଅନୁଗୁଳ: ଜିଲ୍ଲାରେ ଦ୍ରୁତ ଗତିରେ କାୟା ବିସ୍ତାର କରୁଛି କରୋନା । ସଂକ୍ରମଣର ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଜାରି ହୋଇଛି। କରୋନାର ଭୟବହତା ସାଙ୍ଗକୁ କଟକଣା ସତ୍ତ୍ବେ ଅନେକ ଅମାନିଆ ଚେତୁ ନାହାନ୍ତି । ବାହାରେ…

Continue Readingକରୋନା ଗାଇଡ୍‌ଲାଇନ୍ ଉଲଂଘନ, ୧୨୧ ଦୋକାନ ସିଲ୍, ୫୨୯ ଗାଡ଼ି ଜବତ

ତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ଅନୁଗୁଳ: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଟେଷ୍ଟିଂ କିଟ୍ ଅଭାବ ଦେଖିବାକୁ ମିଳିଛି । ଫଳରେ କରୋନା ପରୀକ୍ଷା ହୋଇ ପାରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଟେଷ୍ଟ କରିବା ପାଇଁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ…

Continue Readingତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଅନୁଗୁଳ: କରାଳ କାୟ ମେଲାଇ ଚାଲିଛି କରୋନା। ଅନୁଗୁଳ ଜିଲ୍ଲାର ପ୍ରତିଟି ପ୍ରାନ୍ତକୁ ଭୟଙ୍କର ଭୂତାଣୁ ମାଡି ସାରିଥିବା ବେଳେ ସବୁଠୁ ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ପର୍ଯ୍ୟବେକ୍ଷଣ ଗୃହରେ ମଧ୍ୟ ପ୍ରବେଶ କରିଛି। ପ୍ରଶାସନର ଢିଲା ମନୋଭାବ ପାଇଁ ପର୍ଯ୍ୟବେକ୍ଷଣ ଗୃହରେ…

Continue Readingପର୍ଯ୍ୟବେକ୍ଷଣ ଗୃହରେ ପଶିଲା କରୋନା,୩୧ ବାଳ ଅଭିଯୁକ୍ତ ସଂକ୍ରମିତ

ଲୋଭରେ ପଡ଼ି ଫସିଲେ, ୨୫ ହଜାର ଗାଏବ୍

ଅନୁଗୁଳ: କରୋନା କଷଣରେ ଠପ୍ ହୋଇଯାଇଛି ଜୀବନଯାତ୍ରା । ଜୀବନ ଯାଉଛି, ଜୀବିକା ହରାଇ ଲୋକ ତ୍ରାହି ତ୍ରାହି ଡାକ ପକାଇଲେଣି। କରୋନାର କରାଳତା ମଧ୍ୟରେ ଲୋକ ଘାଣ୍ଟିସନ୍ତୁଳି ହେଉଥିବା ବେଳେ ଏ ବିପତ୍ତି କାଳରେ କିନ୍ତୁ ସାଇବର ଠକେଇ ଥମିବାର…

Continue Readingଲୋଭରେ ପଡ଼ି ଫସିଲେ, ୨୫ ହଜାର ଗାଏବ୍

ନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ବିବାହ ପ୍ରସ୍ତୁତି ଶେଷ ହୋଇଥିଲା। ଆଉ କେଇ ଘଣ୍ଟା ପରେ ବିବାହ ବନ୍ଧନରେ ଛନ୍ଦି ହୋଇଥାନ୍ତେ ନାବାଳିକା। ହେଲେ ଠିକଣା ସମୟରେ ଏଣ୍ଟ୍ରି ମାରି ନାବାଳିକା ବିବାହକୁ ରୋକିଲା ଚାଇଲ୍ଡଲାଇନ୍। ପାଳଲହଡ଼ା ବ୍ଲକ ମହୁଲିଆପଶି ଗ୍ରାମରେ ଘଟିଥିବା ଏହି ଘଟଣା…

Continue Readingନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଅନୁଗୁଳ: କରୋନା କଟକଣା ପାଳନକୁ କଡାକଡ଼ି କରିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଅନୁଗୁଳ ଉପଜିଲ୍ଲାପାଳଙ୍କ ସମେତ ବିଡିଓ, ତହସିଲଦାର, ମାଜିଷ୍ଟ୍ରେଟ୍ ଓ ପୁଲିସ ଅଧିକାରୀମାନେ ସହର ସାରା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଅମାନିଆଙ୍କୁ ଚେତାଇବା…

Continue Readingଅନୁଗୁଳରେ ପ୍ରଶାସନ ଓ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା

ଅନୁଗୁଳ: ଅନୁଗୁଳ ଜେଏସ୍‌ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍‌ପି…

Continue Readingଅକ୍ସିଜେନ ଟ୍ୟାଙ୍କର ମରାମତି କରାଇଲା