‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ୩ ଶହ ଉପରେ ରହୁଛି । ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଥିବା…

Continue Reading‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

ଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ

ଅନୁଗୁଳ: ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୋକାନ ମାଲିକଙ୍କ ହାବୁଡ଼ରେ ପଡ଼ିବା ପରେ ସମ୍ପୃକ୍ତ ଯୁବକକୁ ଉଦ୍‌ବସ୍‌ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା…

Continue Readingଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ

ବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଅନୁଗୁଳ: କିଶୋରନଗର ବ୍ଳକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତ ଗିରିଦାପାହାଡରେ ଉଚ୍ଚଶକ୍ତି ସମ୍ପନ୍ନ ବିସ୍ଫୋରକ ବ୍ୟବହାର କରାଯାଇ ପଥର ଫଟାଯାଉଥିବାରୁ ନିକଟସ୍ଥ ଖଣ୍ଡବର ଗ୍ରାମବାସୀ ଛାନିଆ ହୋଇପଡିଛନ୍ତି। ମଙ୍ଗଳବାର ଗ୍ରାମ ସଭାପତି ନିଳାଦ୍ରି ସାହୁଙ୍କ ଆବାହକତ୍ବରେ ଖଣ୍ଡବର ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଏହି…

Continue Readingବିସ୍ଫୋରଣ ବନ୍ଦ ପାଇଁ ଦାବିପତ୍ର

ଜେଲ୍ ଆଇଜିଙ୍କ ଅନୁଗୁଳ ଜେଲ୍ ପରିଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଛି । ଅନୁଗୁଳ ଜେଲ୍‌ରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବା ବେଳେ ଜେଲ୍‌ରେ ସଂକ୍ରମଣ ଭୟ ରହିଛି। ବୁଧବାର ଜେଲ୍ ଆଇଜି ହିମାଂଶୁ ଲାଲ୍ ଓ ଡିଆଇଜି(ମୁଖ୍ୟାଳୟ) ଶୁଭକାନ୍ତ…

Continue Readingଜେଲ୍ ଆଇଜିଙ୍କ ଅନୁଗୁଳ ଜେଲ୍ ପରିଦର୍ଶନ

ଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର…

Continue Readingଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା

କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

ଅନୁଗୁଳ: ଗତ ଏକ ସପ୍ତାହ ଧରି ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ ହୋଇଛି । ସପିଂ କଲାବେଳେ ସାମାଜିକ ଦୂରତା ନରଖିବା,ମାସ୍କ ନପିନ୍ଧିବା, କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଏହାଛଡା ଲକ୍ଷଣ ନଥିବା ଅନେକ ସଂକ୍ରମିତ ରୋଗ ଲୁଚାଇ ଖୁଲମଖୁଲା…

Continue Readingକରୋନା ଗ୍ରାଫ୍ ଉର୍ଦ୍ଧ୍ବଗାମୀ,ଟେଷ୍ଟିଂ ରିପୋର୍ଟ ବିଳମ୍ବ ନେଇ ଜନଅସନ୍ତୋଷ

ଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ଅନୁଗୁଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଚାକରାଣୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଗୃହକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗୃହକର୍ତାଙ୍କ ଦୁଇ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ଏହି ଘଟଣା ଏଫ୍‌ସିଆଇ ବିକ୍ରମପୁର ଅଞ୍ଚଳରେ…

Continue Readingଚାକରାଣୀଙ୍କୁ ଗଣବଳାତ୍କାର, ଘର ମାଲିକ ଗିରଫ

ଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଂଚଳରେ ଥମିବାରେ ନାଁ ଧରୁନି ଲୁଟ୍‌ପାଟ୍ । ସମଲଠାରୁ ସିପୁର ପର୍ଯ୍ୟନ୍ତ ରେଲୱେ ଲାଇନ୍ କାମ କରୁଥିବା ନନ୍ଦ କନ୍‌ଷ୍ଟ୍ରକସନ ନାମକ ଏକ ସଂସ୍ଥାର ଗାଡି ଚାଳକଙ୍କୁ ଲୁଟପାଟ ନେଇ ଗତ ଶନିବାର ଥାନାରେ…

Continue Readingଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

ଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଉ ତିନିଟି ଦମକଳ କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପାଲଲହଡ଼ା ବ୍ଳକ୍‌ର ଖମାର, ଆଠମଲ୍ଲିକ ଉପଖଣ୍ଡ ତଥା କିଶୋରନଗର ବ୍ଳକ୍ର ବଇଣ୍ଡା ଓ ଅନୁଗୁଳ ବ୍ଳକ୍‌ର ଅନ୍ତୁଳିଆଠାରେ ଏହି ଦମକଳ କେନ୍ଦ୍ର…

Continue Readingଅନୁଗୁଳରେ ଖୋଲିବ ତିନି ଦମକଳ କେନ୍ଦ୍ର

୩ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଅନୁଗୁଳ ବ୍ଲକ୍‌ର ୩ଟି ରାସ୍ତା ନିର୍ମାଣ ପାଇଁ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହେବ ।…

Continue Reading୩ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ