ଅନୁଗୁଳ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ

ଅନୁଗୁଳ: ଅମଲାପଡାଠାରେ ଅନୁଗୁଳ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ବୈରାଗୀ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଉଦଘାଟନ କରିଥିଲେ। କରୋନା କାଳରେ ସମଗ୍ର ପୃଥିବୀ ସନ୍ତ୍ରସ୍ତ…

Continue Readingଅନୁଗୁଳ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ

ପୌର ପ୍ରଶାସନର ପଲିଥିନ ଚଢାଉ

ଅନୁଗୁଳ: ବହୁ ଦିନର ବ୍ୟବଧାନ ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଶନିବାର ବଜାରରେ ପଲିଥିନ ଚଢଉ କରଯାଇଥିଲା। ପଲିଥିନ କ୍ୟାରିବ୍ୟାଗ୍ ରଖିବା ଅଭିଯୋଗରେ ୧୮୦୦ ଟଙ୍କା ଫାଇନ କଟାଯିବା ସହ ୪୦ କେଜି ପଲିଥିନ ଜବତ କରାଯାଇଛି l ପଲିଥିନ ବ୍ୟବହାର…

Continue Readingପୌର ପ୍ରଶାସନର ପଲିଥିନ ଚଢାଉ

ଅନୁଗୁଳ ଓକିଲ ସ˚ଘ କର୍ମକର୍ତ୍ତା ନିର୍ବାଚନ

ଅନୁଗୁଳ: ଅନୁଗୁଳ ଓକିଲ ସ˚ଘର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ରୂପେ ଦିଲ୍ଲୀପ କୁମାର ସାହୁ ବିଜୟୀ ହୋଇଥିବା ବେଳେ ସ˚ପାଦକ ପଦବୀରେ ବାଜିମାତ କରିଛନ୍ତି ସୋମନାଥ ରାଉତ। କୋଷାଧକ୍ଷ ପଦବୀରେ ପ୍ରତିଦ୍ବନ୍ଦ୍ବିତା କରୁଥିବା…

Continue Readingଅନୁଗୁଳ ଓକିଲ ସ˚ଘ କର୍ମକର୍ତ୍ତା ନିର୍ବାଚନ

ଅଭୟାରଣ୍ୟ ଭିତରୁ ଜନବସତି ହଟିବ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଜନବସତି ବା ଗାଁ'ଗୁଡ଼ିକୁ ଧୀରେ ଧୀରେ ହଟାଇବାକୁ ଉଦ୍ୟମ କରୁଛି ବନ ବିଭାଗ। ପ୍ରଥମତଃ ଏହି ଅଞ୍ଚଳରେ ଗାଁ ଗୁଡିକର ବିକାଶ ସମ୍ଭବ ହୋଇପାରୁନାହିଁ। ଜଙ୍ଗଲ ଆଇନ ଏଥିରେ ବାଧକ…

Continue Readingଅଭୟାରଣ୍ୟ ଭିତରୁ ଜନବସତି ହଟିବ

କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଅନୁଗୁଳ: ଶୁକ୍ରବାର ଛେଣ୍ଡିପଦା ଥାନା କଣଲୋଇ ଅଞ୍ଚଳରେ ପୁଣି ଅବକାରୀ ଓ ବନ ବିଭାଗ ମିଳିତ ଭାବେ ଚଢଉ କରିଛନ୍ତି। ପ୍ରାୟ ଦେଢ଼ ଏକର ଜାଗାରେ ଚାଷ କରାଯାଇଥିବା ୯ ହଜାରରୁ ଅଧିକ ପରିପକ୍ଵ ଗଂଜେଇ ଗଛ କାଟି ପୋଡ଼ି ଦିଆଯାଉଛି।…

Continue Readingକୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଏନ୍‌ଜିଟିର ଛାଟ

ଅନୁଗୁଳ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହିଥିବା ପରିତ୍ୟକ୍ତ ପୋଖରୀ ଓ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର କରିବାକୁ ଏନ୍‌ଜିଟି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପାରିପାର୍ଶ୍ବିକ ଅଞ୍ଚଳର ସୌନ୍ଦର୍ଯ୍ୟ ବର୍ଦ୍ଧନ, ପରିବେଶର ସୁରକ୍ଷା ସାଙ୍ଗକୁ ପୋଖରୀଗୁଡ଼ିକର ଜଳଧାରଣ କ୍ଷମତା ବଢ଼ିଲେ ଏହା ଭୂତଳ ଜଳ…

Continue Readingଏନ୍‌ଜିଟିର ଛାଟ

ଅନୁଗୁଳରେ ଭିକାରୀଙ୍କ ସ˚ଖ୍ୟା ବଢ଼ୁଛି

ଅନୁଗୁଳ: ଦିନକୁ ଦିନ ଅନୁଗୁଳ ସହର ତଥା ଆଖପାଖ ଅଞ୍ଚଳର ଭିକାରୀଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ଜଗନ୍ନାଥ ମନ୍ଦିର, ମା’ବୁଢ଼ୀ ଠାକୁରାଣୀ ମନ୍ଦିର ସାଙ୍ଗକୁ ବସ୍‌ଷ୍ଟାଣ୍ତ, ବଜାର ଏବ˚ ଅନ୍ୟ ଛକ ଗୁଡ଼ିକରେ ଏମାନଙ୍କୁ ଦେଖିବାକୁ ମିଳୁଛି। ୩ ବର୍ଷରୁ ୧୦…

Continue Readingଅନୁଗୁଳରେ ଭିକାରୀଙ୍କ ସ˚ଖ୍ୟା ବଢ଼ୁଛି

ଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ ଡେକର ଟ୍ରେନ୍‌

ଅନୁଗୁଳ: ବର୍ତ୍ତମାନ କୋଭିଡ୍‌ ପରିସ୍ଥିତି କାରଣରୁ ଦେଶରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନାହିଁ। ତେବେ କ୍ରମଶଃ ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ଆଗାମୀ କେଇ ମାସ ମଧ୍ୟରେ ସବୁ ଟ୍ରେନ୍‌ ନିୟମିତ ଚଳାଚଳ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଟ୍ରେନ୍‌ଗୁଡ଼ିକ…

Continue Readingଭୁବନେଶ୍ବର-ରାଉରକେଲା ମଧ୍ୟରେ ଚାଲିବ ଏସି ଡବଲ ଡେକର ଟ୍ରେନ୍‌

ଏଣିକି ବହିରେ ଉଲ୍ଲେଖ ରହିବ ଏହାର ଓଜନ

ଅନୁଗୁଳ: ସ୍କୁଲ୍‌ ବ୍ୟାଗ୍‌ଗୁଡ଼ିକ ପିଲାଙ୍କ ଓଜନର ୧୦%ରୁ ବୁଅଧିକ ହେବ ନାହିଁ। ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ। ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ କୌଣସି ହୋମ୍‌ଵାର୍କ ଦିଆଯିବ ନାହିଁ। ବ୍ୟାଗ୍‌ଗୁଡ଼ିକ ହାଲୁକା ଏବ˚ ଆଡଜଷ୍ଟିବଲ୍‌…

Continue Readingଏଣିକି ବହିରେ ଉଲ୍ଲେଖ ରହିବ ଏହାର ଓଜନ

ସାଇବର ଠକଙ୍କୁ ସାବଧାନ?

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର ଲୁଟେରା। ସତର୍କତାର ସହ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୋମବାର ଅନୁଗୁଳ ସହରର ଜଣେ ମହିଳା ଲୁଟ୍‌ର ଶିକାରା…

Continue Readingସାଇବର ଠକଙ୍କୁ ସାବଧାନ?