ସାଉଣ୍ଡ ଏବଂ ମ୍ୟୁଜିକ ମାଲିକ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନଗୁଳ ଜିଲ୍ଲା ସାଉଣ୍ଡ ଏବଂ ମ୍ୟୁଜିକ ମାଲିକ ସଂଘ ପକ୍ଷରୁ ବାହାଘର ତଥା ବିଭିନ୍ନ ପାର୍ଟିରେ ପ୍ରୋସେସନ ଏବଂ ମ୍ୟୁଜିକ ପରିବେଷଣ କୁ ଅନୁମତି ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।କରୋନା କଟକଣା ଯୋଗୁ ସରକାର…

Continue Readingସାଉଣ୍ଡ ଏବଂ ମ୍ୟୁଜିକ ମାଲିକ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୁଟିଂ କୋଚଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ଜାତୀୟ ସ୍ତରୀୟ ସୁଟିଂ କୋଚ ଜି.ବି. ମଲ୍ଲିକଙ୍କୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ବର୍ଦ୍ଧିତ କରିଛନ୍ତି। ତାଳଚେର ରାଇଫଲ କ୍ଲବ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

Continue Readingସୁଟିଂ କୋଚଙ୍କୁ ସମ୍ବର୍ଦ୍ଧନା

କୋଇଲା ଲୋକାଲ ସେଲ୍‌ ବୈଠକ ବିଫଳ

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏମସିଏଲ ଓ ଜମିହରା ପ୍ରଜାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ସମାଧାନର ସୂତ୍ର ବାହାରିପାରିନଥିବା ଜଣାଯାଇଛି। ବୈଠକରେ ଜରଡ଼ା, କଂସମୁଣ୍ଡା, ଗୁଣ୍ଡୁ ରୀନାଳୀ, ମାଳପଶି, ଗୁଇଲାଣ୍ଡ, ଜମାନିଆ, ଅଦ୍ଵୈତପ୍ରସାଦ…

Continue Readingକୋଇଲା ଲୋକାଲ ସେଲ୍‌ ବୈଠକ ବିଫଳ

ବାଇକ୍‌ ଚୋରି ଘଟଣାରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ଶୁକ୍ରବାର ବାଇକ୍‌ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଣିମିଟ୍‌ କଲେଜର ଏକ ବାଇକ୍‌ ଗୁରୁବାର ଚୋରି ହୋଇଥିଲା। ଏ ନେଇ କର୍ମଚାରୀ ସତ୍ୟବ୍ରତ ଦାସ ଥାନାରେ ଲିଖିତ…

Continue Readingବାଇକ୍‌ ଚୋରି ଘଟଣାରେ ୨ ଗିରଫ

ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଅନୁଗୁଳ: କରୋନାର ତୃତୀୟ ଲହର ଶିଶୁ ଓ ନାବାଳକଙ୍କୁ ସଂକ୍ରମିତ କରିବାର ପୂର୍ବାନୁମାନ ସମସ୍ତଙ୍କୁ ବିଚଳିତ କରୁଛି। ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଅନୁଗୁଳ ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ଶୁକ୍ରବାର…

Continue Readingମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧୀନସ୍ଥ କୁଲେଇ ଗ୍ରାମର ରଞ୍ଜିତା ସାମଲ(୨୫)ଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଶୁକ୍ରବାର ସମଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଶିପୁର ଗ୍ରାମର ରଞ୍ଜିତା ସାମଲ କୁଲେଇ ଗ୍ରାମର…

Continue Readingମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

କୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।…

Continue Readingକୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁରୁ ଟଙ୍କା ଲୁଟ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗୁରୁବାର ସକାଳେ କୋଶଳା ଗାଁ ଉଚ୍ଚବିଦ୍ୟାଳୟ ସାମ୍ନାରେ ଅଜୟ କୁମାର ସାହୁଙ୍କୁ…

Continue Readingଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

କୂଅରେ ପଡି ୩ବର୍ଷର ଶିଶୁ ମୃତ

ଅନୁଗୁଳ: ଅନୁଗୁଳୁ ଜିଲ୍ଲା ଜରପଡା ଥାନା ତୁକୁଡ଼ା ପଞ୍ଚାୟତ ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁ ଘରଅଗଣା କୂଅରେ ପଡି ମୃତ୍ୟୁବରଣ କରିଛି।ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ବିଲରେ କାର୍ଯ୍ୟ ପାଇଁ ବାହାରକୁ…

Continue Readingକୂଅରେ ପଡି ୩ବର୍ଷର ଶିଶୁ ମୃତ

ଜବରଦଖଲ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ବାଘୁଆବୋଲ ଅଞ୍ଚଳରୁ ଗୁରୁବାର ଉପଜିଲ୍ଲାପାଳ ବିଶ୍ବରଂଜନ ରଥଙ୍କ ନିର୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନା ମୁତାବକ, ବାଘୁଆବୋଲ ଅଞ୍ଚଳର ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଗୃହ ନିର୍ମାଣ…

Continue Readingଜବରଦଖଲ ଉଚ୍ଛେଦ