ଗ୍ରାମବାସୀଙ୍କୁ ଅଣଦେଖା କରି ଶ୍ରେଣୀଗୃହ ନିର୍ମାଣ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ କାକୁଡିଆ ଉଚ୍ଚ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ତିଆରି ଚାଲିଛି । ମାତ୍ର ବିଧାୟକଙ୍କ କର୍ମୀ ଗ୍ରାମବାସୀଙ୍କୁ ଅଣଦେଖା କରି ବିଦ୍ୟାଳୟର ଖେଳପଡ଼ିଆ ମଝିରେ ଶ୍ରେଣୀଗୃହ ତିଆରି କରୁଛନ୍ତି । ଏନେଇ…

Continue Readingଗ୍ରାମବାସୀଙ୍କୁ ଅଣଦେଖା କରି ଶ୍ରେଣୀଗୃହ ନିର୍ମାଣ

ଏମସିଏଲର ଆରପିଡିଏସି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର…

Continue Readingଏମସିଏଲର ଆରପିଡିଏସି ବୈଠକ

ବଜ୍ରାଘାତରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମାଛକୁଟା ଗ୍ରାମରେ ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପୁଅ ମୃତ, ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଯୁବକ ସେହି ଗାଁର ବିଜୟ ସାହୁଙ୍କ ପୁଅ ଲୋଟନ୍ ସାହୁ(୨୪) ।…

Continue Readingବଜ୍ରାଘାତରେ ଯୁବକ ମୃତ

ବିଜେପି ଅନୁଗୁଳ ନଗର ମଣ୍ଡଳର ନବକଳେବର

ଅନୁଗୁଳ: ଭାରତୀୟ ଜନତା ପାର୍ଟି ଅନୁଗୁଳ ନଗର କମିଟି ସୋମବାର ଗଠନ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କମିଟିର ନବକଳେବର କରିଥିବା ବେଳେ ପ୍ରଦୀପ କୁମାର ରାଉତ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି। ସେହିପରି ଉପ ସଭାପତି…

Continue Readingବିଜେପି ଅନୁଗୁଳ ନଗର ମଣ୍ଡଳର ନବକଳେବର

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବାରଗୌଣିଆ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ଗାଁର ଧୃବ ସାହୁଙ୍କ ସ୍ତ୍ରୀ ବିମଳା(୬୫)ଙ୍କୁ ସାପ କାମୁଡ଼ି ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବନ୍ତଳା…

Continue Readingସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ

ଅନୁଗୁଳ: ଅନ୍ୟର ହ୍ଵାଟ୍ସଆପ ହ୍ୟାକ୍ କରି ଅଶ୍ଳୀଳ ଭିଡ଼ିଓ ପଠାଇ ହଇରାଣ ସହ ବଦନାମ କରିବା ଅଭିଯୋଗରେ ଏନଟିପିସି ଟାଉନ ଥାନା ପୁଲିସ୍ କଣିହାଁ ବ୍ଲକ୍ ଭୂଇଁପୁର ଗ୍ରାମର ଯୁବକ ଦୀପେନ ବେହେରା(୨୮)କୁ ଗିରଫ କରିଛି ।ପୁଲିସ୍ ସୂତ୍ରରୁ ପ୍ରକାଶ, ଭୂଇଁପୁର…

Continue Readingଅଶ୍ଳୀଳ ଭିଡ଼ିଓ ପଠାଇ ଯୁବକ ଗିରଫ

ମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗାଁର ଜଣେ ଚାଷୀ ମରୁଡ଼ି ପରିସ୍ଥିତି ନେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଯାହାଫଳରେ ସମଗ୍ର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି। ବିଲରେ ପାଣି ନାହିଁ।…

Continue Readingମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ଟ୍ରଷ୍ଟ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଅନୁଗୁଳୁ: ପବିତ୍ର ମୋହନ ହାଇସ୍କୁଲ ପରିସରରେ ତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ଟ୍ରଷ୍ଟ କଣିହାଁ ପକ୍ଷରୁ ରବିବାର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍‌ର ବିଭିନ୍ନ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓ ଏଥିରେ ସାମିଲ୍ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ବକ୍ତୃତା,…

Continue Readingତାଳଚେର ପ୍ରଜାମଣ୍ଡଳ ସ୍ମାରକୀ ଟ୍ରଷ୍ଟ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

କଣିହାଁରେ ବିଜେଡିର ସାଙ୍ଗଠନିକ ବୈଠକ

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ସ୍ଵପ୍ରେଶ୍ଵର ମନ୍ଦିର ପରିସରରେ ବିଜେଡି ୯ନଂ ଜୋନ୍‌ର ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଜୋନ୍‌ର ବିଜେଡି କାର୍ଯ୍ୟକାରୀ ସଭାପତି ସୁନିଲ୍ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…

Continue Readingକଣିହାଁରେ ବିଜେଡିର ସାଙ୍ଗଠନିକ ବୈଠକ

ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ, ୱାର୍ଡ…

Continue Readingଆଜି ୪ଟି ସ୍ଥାନରେ ଟିକାକରଣ