ବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

ଅନୁଗୁଳ: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ପରିବହନ…

Continue Readingବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

ଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ ମନ୍ଦିର ପରିଦର୍ଶନ କରିଥିଲେ। ଝିମେଇଚୁଆ ମନ୍ଦିରକୁ କିଭଳି…

Continue Readingଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

କଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା

ଅନୁଗୁଳ: ନାଟ୍ୟାନୁଷ୍ଠାନ ‘ନାଟ୍ୟମ୍‌’ର ବରିଷ୍ଠ ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ବାସନ୍ତୀ ଦୁର୍ଗା ପଡ଼ିଆ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ ଏହି ସଭାରେ ସମସ୍ତ ସଦସ୍ୟ…

Continue Readingକଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା

ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଅନୁଗୁଳ: ରାତି ପାହିଲେ ଚତୁର୍ଥୀ, ରିସେପ୍‌ସନ୍‌ ପାର୍ଟି। ଚତୁର୍ଥୀ ଦିନ ରିସେପ୍‌ସନ୍‌, ତେଣୁ ଭୋଜିଭାତ ପ୍ରସ୍ତୁତିରେ ପରିବାର ଏକଦମ୍‌ ବ୍ୟସ୍ତ। ଏହାର ସୁଯୋଗ ନେଇ ପାହାନ୍ତ ପ୍ରହରରେ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ। ଶୁକ୍ରବାର ସକାଳୁ ଅନୁଗୁଳ ସହର ଉପକଣ୍ଠରେ…

Continue Readingଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଖୋଲିବ କଲେଜ ଲାବୋରେଟୋରୀ

ଅନୁଗୁଳ: ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲାବୋରେଟୋରୀ ଖୋଲାଯିବ ବୋଲି ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି।ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ପିଏଚଡ଼ି, ଏମଫିଲ୍…

Continue Readingଖୋଲିବ କଲେଜ ଲାବୋରେଟୋରୀ

ଜାନୁଆରୀରେ ଏଡିସିଏ ନିର୍ବାଚନ!

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ୍‌ (ଏଡିସିଏ)ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ହେବ। ଆସୋସିଏସନର ୫ ଜଣିଆ କାର୍ଯ୍ୟକାରୀ କମିଟି ଚୟନ ନିମନ୍ତେ ଜାନୁଆରୀ ୩ ତାରିଖରେ ନିର୍ବାଚନ କରାଇବାକୁ ଆପାତତଃ ସ୍ଥିର ହୋଇଛି। ଆସୋସିଏସନ କାର୍ଯ୍ୟାଳୟରେ…

Continue Readingଜାନୁଆରୀରେ ଏଡିସିଏ ନିର୍ବାଚନ!

ଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଅନୁଗୁଳ: ଆଠମଲ୍ଲିକ ବ୍ଳକ୍‌ ଠାକୁରଗଡ଼ ଥାନା ଅନ୍ତର୍ଗତ ଗିରିଡ଼ା ଗାଁରେ ବନ ବିଭାଗ ଅତର୍କିତ ଚଢ଼ଉ କରି ୧୨ କେଜି ବାର‌୍‌ହା ମା˚ସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଧଣ୍ତାତୋପା ବନାଞ୍ଚଳ ଅଧିକାରୀ ରାହାସ…

Continue Readingଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ମେଡିକାଲ ଠିକା କର୍ମଚାରୀଙ୍କ ଧାରଣା

ଅନୁଗୁଳ: ଶୁକ୍ରବାର ଅନୁଗୁଳ ସରକାରୀ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ଆରକେଏସ୍ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା l ୨ ମାସର ବକେୟା ଦରମା, କୟାକଳ୍ପ ପ୍ରୋତ୍ସାହନ ରାଶି ପ୍ରଦାନ,ୟୁନିଫର୍ମ ଆଦି ଦାବିରେ ୫୦ ରୁ ଅଧିକ କର୍ମଚାରୀ ଧାରଣାରେ…

Continue Readingମେଡିକାଲ ଠିକା କର୍ମଚାରୀଙ୍କ ଧାରଣା

ଶୀତବସ୍ତ୍ର ବାଣ୍ଟିଲା ଟାଇକୋଣ୍ଡୋ ସ˚ଘ

ଅନୁଗୁଳ: ଅନୁଗୁଳରେ ଶୀତ ଲହରି ଆରମ୍ଭ ହୋଇଛି। ଶୀତ ବସ୍ତ୍ର ଅଭାବରୁ ଅନେକ କଷ୍ଟରେ ରାତି କାଟୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଟାଇକୋଣ୍ଡୋ ସ˚ଘ ପକ୍ଷରୁ କିଛି ଅସହାୟ ଦରିଦ୍ର ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କମ୍ବଳ ବଣ୍ଟନ ବେଳେ…

Continue Readingଶୀତବସ୍ତ୍ର ବାଣ୍ଟିଲା ଟାଇକୋଣ୍ଡୋ ସ˚ଘ

ଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ଅନୁଗୁଳ: ଏନ୍‌ଜେଏନ୍‌ଠାରୁ ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ବ ଟିପିସିଓଡିଏଲ୍‌ (ଟାଟା ପାଵାର‌୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମଟେଡ୍‌) ଅଧୀନକୁ ଯିବା ପରେ ପୂର୍ବରୁ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ। ବାରମ୍ବାର ଦାବି ସତ୍ତ୍ବେ ଟାଟା ପାୱାର ସେମାନଙ୍କୁ ନିଯୁକ୍ତି ନ ଦେବାରୁ…

Continue Readingଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି