ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ଦାଣପଶିଠାରେ ଜୀବଜନ୍ତୁ କଲ୍ୟାଣ ପ୍ରତିଷ୍ଠାନ ଅନୁଗୁଳ, ଓଡ଼ିଶା କୃଷକ ସମନ୍ନୟ ସମିତ ତରଫରୁ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ସଂଗଠନର ଅଧ୍ୟକ୍ଷ ରବୀନ୍ଦ୍ରନାଥ ପ୍ରଧାନ ଏଥିରେ ସଭାପତିତ୍ବ କରି ଏହି ଦିବସ ପାଳନ ତାତ୍ପର୍ଯ୍ୟ…

Continue Readingବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଅସୁସ୍ଥ ହାତୀର ମୃତ୍ୟୁ

ଅନୁଗୁଳ: ପାଳଲହଡା ବ୍ଲକ ଖମାର ବନାଞ୍ଚଳର କରଡାପାଳ ଗାଁ ନିକଟରେ ଏକ ୭୵୮ ବର୍ଷର ଅସୁସ୍ଥ ମାଈ ହାତୀ ସୋମବାର ଠାବ କରିଥିଲା ବନ ବିଭାଗ। ହାତୀ ଅସୁସ୍ଥ ଥିବା ସୂଚନା ପାଇ ବନ କର୍ମଚାରୀ ତଲାସି ଚଳାଇ ଥିଲେ। ଆଜି…

Continue Readingଅସୁସ୍ଥ ହାତୀର ମୃତ୍ୟୁ

ପୌରପାଳିକା ଜୈବିକ ସାର କେଜି ୨୦ ଟଙ୍କା

ଅନୁଗୁଳ: ଦିନ ଥିଲା ଅନୁଗୁଳ ପୌରପାଳିକା ଆବର୍ଜନା ପାଇଁ ସାରା ରାଜ୍ୟର ବଦନାମ୍ ମୁଣ୍ଡାଇ ଥିଲା। ଡମ୍ପିୟାର୍ଡଟିଏ ନଥିବାରୁ ଆବର୍ଜନା ଏଣେତେଣେ ପଡ଼ି ରାଜ୍ୟର ତୃତୀୟ ଅଳିଆ ସହରର ମାନ୍ୟତା ପାଇଥିଲା। ପ୍ରତିଷ୍ଠା ହେବା ପରେ ଆବର୍ଜନାରୁ ଜୈବିକ ସାର ବାହାର…

Continue Readingପୌରପାଳିକା ଜୈବିକ ସାର କେଜି ୨୦ ଟଙ୍କା

ସାଂସଦଙ୍କ ଦ୍ଵାରା ଘୋଷର- ଡାଳପକା ସେତୁକୁ ଅନୁମୋଦନ

ଅନୁଗୁଳ: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ଅନୁମୋଦନ କ୍ରମେ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ତଥା କିଶୋରନଗର ବ୍ଲକ ଘୋଷର- ଡାଳପକା ସେତୁ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଞ୍ଜୁରି ମିଳିଛି l ଏହି ସେତୁ ନିର୍ମାଣ ହେବା ଦ୍ଵାରା ୪ଟି…

Continue Readingସାଂସଦଙ୍କ ଦ୍ଵାରା ଘୋଷର- ଡାଳପକା ସେତୁକୁ ଅନୁମୋଦନ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବର୍ଷା ସମ୍ଭାବନା

ଅନୁଗୁଳ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ…

Continue Readingବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବର୍ଷା ସମ୍ଭାବନା

ଡିନାମାଇଟ ବିସ୍ଫୋରଣରେ ମଗରର ମୃତ୍ୟୁ

ଅନୁଗୁଳ: ଶନିବାର ସକାଳେ ଅନୁଗୁଳ ବ୍ଲକ୍ ଟିକରପଡ଼ା ନିକଟସ୍ଥ ମହାନଦୀର ସାତକୋଶିଆ ଗଣ୍ଡରୁ ଏକ ବିଶାଳ ମଗରର ମୃତଦେହ ଉଦ୍ଧାର କରାଯାଇଛି l ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଟିକରପଡ଼ା ବନାଞ୍ଚଳ କର୍ମଚାରୀ ବୋଟ୍ ଯୋଗେ ମହାନଦୀ ଗର୍ଭରୁ ମଲାକୁମ୍ଭୀର କୂଳକୁ…

Continue Readingଡିନାମାଇଟ ବିସ୍ଫୋରଣରେ ମଗରର ମୃତ୍ୟୁ

ଲୋଭ ଦେଖାଇ ଲୁଟିନେଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଣି ଦଲାଲ ସକ୍ରିୟ ହୋଇଛନ୍ତି l ଲୋଭ ଦେଖାଇ ଜଣେ ନିରୀହ ଲୋକଠାରୁ ୬୫୦ ଟଙ୍କା, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ନେଇଯାଇଛନ୍ତି l ଶନିବାର ମଧ୍ୟାହ୍ନ ରେ ପୁରୁଣାଗଡ଼ ଗ୍ରାମର…

Continue Readingଲୋଭ ଦେଖାଇ ଲୁଟିନେଲା

ଆସନ୍ତା ଶିକ୍ଷା ବର୍ଷରୁ କାର୍ଯକ୍ଷମ ହେବ ‘ମିମସାର୍’

ତାଳଚେର: ତାଳଚେର ମେଡିକାଲ କଲେଜ (ମିମସାର୍)ଖୋଲିବା ଆଶା ଉଜ୍ବଳ ହୋଇଛି l ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ତଳେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତାଳଚେର ସମେତ ରାଜ୍ୟରେ ତିନିଟି ମେଡିକାଲ କଲେଜ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବା…

Continue Readingଆସନ୍ତା ଶିକ୍ଷା ବର୍ଷରୁ କାର୍ଯକ୍ଷମ ହେବ ‘ମିମସାର୍’

ଝାରସୁଗୁଡ଼ା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ହେଲେ ସୁଜିତ୍

ଅନୁଗୁଳ: ଅନୁଗୁଳର ଯୁବ ନେତା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ସୁଜିତ ପ୍ରସାଦ ଦ୍ଵିବେଦୀଙ୍କୁ ଝାରସୁଗୁଡ଼ା ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ମିଳିଛି। ଏଥିଲାଗି ସୁଜିତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ…

Continue Readingଝାରସୁଗୁଡ଼ା ଯୁବ ବିଜେଡ଼ି ପର୍ଯ୍ୟବେକ୍ଷକ ହେଲେ ସୁଜିତ୍

ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ

ଅନୁଗୁଳ: ୨୦୧୮ ମସିହାରେ ରାଜ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ବିଭାଗ, ଏନଟିସିଏ (ନ୍ୟାସ୍‌ନାଲ୍‌ ଟାଇଗର କନଜରଭେସନ୍‌ ଏଜେନ୍‌ସୀ) ଏବ˚ ମଧ୍ୟପ୍ରଦେଶ ସରକାରଙ୍କ ମିଳିତ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ, ସାତକୋଶିଆରେ ମହାବଳ ବଂଶ…

Continue Readingଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ବିଫଳ