ଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ଅନୁଗୁଳ: ମହାମାରୀ କରୋନାର ଭୟାବହତା ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲ୍ଲାବାସୀ ନିରାଡମ୍ବର ଭାବରେ ଦୀପାବଳି ପାଳନ କରିଛନ୍ତି । କରୋନା ଯୋଗୁ ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ପ୍ରଭାବିତ ହୋଇଥିବା ବେଳେ ଏବେ ଏହାର ପ୍ରଭାବ ଦେଖିବାକୁ…

Continue Readingଅନୁଗୁଳରେ ନିରାଡ଼ମ୍ବର ଦୀପାବଳି

ନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ଅନୁଗୁଳ: ଆସନ୍ତା 26 ତାରିଖରେ ଦେଶର 10ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ନାଲକୋନଗର NSCU ସଭାକକ୍ଷରେ ଆୟୋଜିତ ଏହି ସଭାରେ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ଦିଗାମ୍ବର ଗଡ଼ନାୟକ,…

Continue Readingନଭେମ୍ବର 26 ବନ୍ଦକୁ ଜୋରଦାର କରାଯିବ

ବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳଭଙ୍ଗା ମାଣପୁର ସାହିର ଟୁକୁନା ସାହୁ।…

Continue Readingବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଦୀପାବଳି ବଜାର ସରଗରମ

ଅନୁଗୁଳ: ଦୀପାବଳି ବଜାର ଦୀପ, ପୂଜା ସାମଗ୍ରୀ, କାଉଁରିଆ, ତେଲ, ଘିଅ କାରବାରକୁ ନେଇ ସରଗରମ ହୋଇଛି। ଧାର୍ମିକ ମାସ ଯୋଗୁଁ ବହୁ ସ˚ଖ୍ୟାରେ ଲୋକ ଏସବୁ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳୁଛି। କିନ୍ତୁ କିଛି ଅସାଧୁ ଦୋକାନୀ ନିମ୍ନମାନର ଘିଅ,…

Continue Readingଦୀପାବଳି ବଜାର ସରଗରମ

ଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ :ଆଜି ଶୁଭ ଦୀପାବଳି । ଏହାକୁ ନେଇ ପଲ୍ଲୀରୁ ସହର ସବୁଠି ଉତ୍ସାହ, ଉଦ୍ଦୀପନା । ଅମାବାସ୍ୟାର ରାତିରେ ରଙ୍ଗବେରଙ୍ଗ ଆଲୋକମାଳା ସହ ଦୀପରେ ଉଜ୍ଜଳ ହେବ ଗାଁଠୁ ସହର । ବାଣ ଫୁଟାଇବାର ପରମ୍ପରା ବି ରହିଛି ।…

Continue Readingଆଜି ଆଲୋକର ପର୍ବ ଦୀପାବଳି

ଅନୁଗୁଳ ପାଇଁ ନୂଆ

ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍‌ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ…

Continue Readingଅନୁଗୁଳ ପାଇଁ ନୂଆ

ବନ୍ଦ ହେବ ପାଳଲହଡ଼ା ଜେଲ୍!

ଅନୁଗୁଳ: ଅନ୍ତେବାସୀ ବା କଏଦୀଙ୍କ ଅଭାବ ହେତୁ ଓଡ଼ିଶାର ୧୮ଟି ଜେଲ୍‌ ବନ୍ଦ ହେବ। ବ୍ରିଟିଶ୍‌ ଅମଳର ଏହି ସବୁ ଜେଲ୍‌ରେ ଏବେ ଯଥେଷ୍ଟ ସ˚ଖ୍ୟକ ଅନ୍ତେବାସୀ ବା କଏଦୀ ନଥିବାରୁ ସେଗୁଡ଼ିକୁ ବନ୍ଦ କରାଯିବା ନେଇ ସୂଚନା ଦେଇଛନ୍ତି ଡିଜି…

Continue Readingବନ୍ଦ ହେବ ପାଳଲହଡ଼ା ଜେଲ୍!

ଧନତେରାସ ଭିଡ

ଅନୁଗୁଳ: ଧନତେରାସ୍ ପାଇଁ ଅନୁଗୁଳ ବଜାରରେ ପ୍ରବଳ ଭିଡ଼ ଦେଖାଯାଇଛି। ଦୀପାବଳିର ଦିନକ ପୂର୍ବରୁ ପଡିଥାଏ ଧନତେରାସ। ପୌରାଣିକ କଥାବସ୍ତୁ ଆଧାରରେ, ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଧନତେରାସରେ…

Continue Readingଧନତେରାସ ଭିଡ

ଅନୁଗୁଳକୁ ନୂଆ: ଇଲେକ୍‌ଟ୍ରିକାଲ୍‌ ଝୁମର

ଅନୁଗୁଳ: ଦୀପାବଳି ବଜାରରେ ଭଳିକିଭଳି ଲକ୍ଷ୍ମୀ ଗଣେଶ ମୂର୍ତ୍ତି, ରଙ୍ଗିନ୍‌ କ୍ୟାଣ୍ତେଲ୍‌, ଶୁଭଲାଭ ଓ ହାପି ଦିଵାଲି ପୋଷ୍ଟର, ୱାଲ୍ ହ୍ୟାଙ୍ଗିଙ୍ଗ ଇତ୍ୟାଦି ଉପଲବ୍ଧ ହେଉଛି। ତେବେ ଚଳିତ ବର୍ଷ ଅନୁଗୁଳ ବଜାରକୁ ଆସିଛି ନୂଆ ଇଲେକ୍‌ଟ୍ରିକାଲ୍‌ ଝୁମର। ରଙ୍ଗବେରଙ୍ଗ ଏଲ୍‌ଇଡି…

Continue Readingଅନୁଗୁଳକୁ ନୂଆ: ଇଲେକ୍‌ଟ୍ରିକାଲ୍‌ ଝୁମର

ଅନୁଗୁଳ: ରକ୍ତହୀନତାର ଶିକାର ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରକ୍ତହୀନତାର ଶିକାର। ୨୦୧୫-୧୬ର ରିପୋର୍ଟ ଅନୁଯାୟୀ ୬ ମାସରୁ ୫୯ ମାସ ମଧ୍ୟରେ ଥିବା ଶିଶୁ ଯେଉଁମାନଙ୍କ ହିମୋଗ୍ଲୋବିନ୍‌ ମାତ୍ରା ୧୧ ଗ୍ରାମ୍‌ରୁ କମ୍‌ ସେମାନଙ୍କ ସ˚ଖ୍ୟା ୩୬ ପ୍ରତିଶତ। ୧୫ରୁ…

Continue Readingଅନୁଗୁଳ: ରକ୍ତହୀନତାର ଶିକାର ମହିଳା