ସ୍ଵରେଜ୍‌ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ଅନୁଗୁଳ: ଅନୁଗୁଳ ସହରରେ ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି ପାଇଁ ପୌରପାଳିକା ପକ୍ଷରୁ ପ୍ରସ୍ତୁତି ଜୋର‌୍‌ଦାର‌୍‌ କରାଯାଇଛି। ଏଥିପାଇଁ ଅମଲାପଡ଼ା କେନାଲ୍‌ ରୋଡ୍‌ଠାରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡ଼ରୁ ଜବରଦଖଲ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୭ ତାରିଖ…

Continue Readingସ୍ଵରେଜ୍‌ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ପୌରପାଳିକା ଦୋକାନ ଗୃହରେ ବେଆଇନ୍‌ ନିର୍ମାଣ

ଅନୁଗୁଳ: ଅନୁଗୁଳ ସହର ଅମଲାପଡ଼ା ଜୟଦୁର୍ଗା ମାର୍କେଟ୍‌ରେ ଜଣେ ଦୋକାନୀ ପୌରପାଳିକା ଦୋକାନ ଗୃହ ବେଆଇନ ଭାବରେ ପୁନଃ ନିର୍ମାଣ କରିଛନ୍ତି। ପୌରପାଳିକା ଦୋକାନ ଘରକୁ ୨ ଭାଗ କରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଏଟିଏମ୍‌ କରିବାକୁ ଯୋଜନା କରୁଥିବା ଜଣାଯାଇଛି।…

Continue Readingପୌରପାଳିକା ଦୋକାନ ଗୃହରେ ବେଆଇନ୍‌ ନିର୍ମାଣ

ପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ପରୀବିକ୍ଷଣ ଛାତ୍ରାବାସ ପଛପାଖ ପାଚେରୀ ଗତ ୫ ତାରିଖ ଭୋର ବେଳେ ଭୁଶୁଡ଼ି ଯାଇଛି। ଏହି ବାଳ ସୁଧାର ଗୃହ ଅତି ସମ୍ବେଦନଶୀଳ ଇଲାକା ହୋଇଥିବାବେଳେ ଏ ଘଟଣାରେ ଜେଲ୍‌ ଅଧିକ୍ଷକ ଅମିର କୁମାର ନାଥଶର୍ମା ଜିଲ୍ଲାପାଳ ଏବ˚…

Continue Readingପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

ଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି

ଅନୁଗୁଳ: ଭାରତରେ କିନ୍ନରମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ମିଳିବା ପରେ ସେମାନେ ଏବେ ଫୋକସରେ ଅଛନ୍ତି। ବ୍ୟବସାୟଠାରୁ ରାଜନୀତି ଯାଏଁ ସବୁଠି ସେମାନେ ସେମାନଙ୍କ ପ୍ରବେଶକୁ ଜାହିର କରିବାକୁ ପ୍ରୟାସ କରୁଛନ୍ତି। ତେବେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତେବେ ଏକତା…

Continue Readingଅନୁଗୁଳରେ କିନ୍ନରଙ୍କ ସ˚ଖ୍ୟା ଓ ସମସ୍ୟା ବଢ଼ୁଛି

ରାସ୍ତାକଡ଼ରୁ ପରିବା ଦୋକାନ ହଟିବ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ସହରାଞ୍ଚଳର ସୌନ୍ଦର୍ଯ୍ୟ କରଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ତାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ସ˚ପାଦନ କରାଯାଉଛି। ଥାନା ଛକରୁ ବୁଢ଼ୀ ଠାକୁରାଣୀ…

Continue Readingରାସ୍ତାକଡ଼ରୁ ପରିବା ଦୋକାନ ହଟିବ

ଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ପାଳଲହଡ଼ା: ପାଳଲହଡା ଥାନା ମୁକ୍ତାପୁର ଛକ ନିକଟରେ ଗୁରୁବାର ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପାଳଲହଡା ଡାକ୍ତରଖାନାରେ ନିୟୋଜିତ ଥିବା 102 ଆମ୍ବୁଲାନ୍ସ ରୋଗୀ…

Continue Readingଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ବଇଣ୍ଡା ସେକ୍ସନ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସଭବନ, କଟକ ଜିଲ୍ଲା ନିଆଳିଠାରେ ଥିବା ନିଜ ଘର ଏବ˚ ସ˚ପର୍କୀୟଙ୍କ ଘର ସମେତ ୫ ଟି ସ୍ଥାନରେ ବୁଧବାର ଏକକାଳୀନ…

Continue Readingଆୟ ବହିର୍ଭୁତ ସମ୍ପତ୍ତି ଠୁଳ

ମୂଷାପାପୁଲି ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ଅନୁଗୁଳ ଥାନା ମୂଷାପାପୁଲି ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରଯାଇଛି।ହତ୍ୟାକାଣ୍ଡ । ରାତି ସାଢେ ୮ ଟା ସମୟରେ ରନ୍ତଲେଇ ଗ୍ରାମର ଦୁଷ୍ମନ୍ତ ସେନାପତି ଛକରେ ଠିଆ ହେଇଥିବା ବେଳେ କିଛି ଦୁର୍ବୃତ୍ତ ବନ୍ଧୁକ…

Continue Readingମୂଷାପାପୁଲି ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି

ଜବରଦଖଲ ମୁକ୍ତ ହେଲା ରାଜପଥ ପାର୍ଶ୍ବ

ଅନୁଗୁଳ: ଅନୁଗୁଳ ପ୍ରଶାସନର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଥାନା ଛକ ଠାରୁ ବୁଢ଼ୀ ଠାକୁରାଣୀ ଛକ ଯାଏଁ ୫୫ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ଵ ଦଖଲ ମୁକ୍ତ କରାଯାଇଛି। ମେସିନ ଲଗାଇ ଜବରଦଖଲ ଉଚ୍ଛେଦ କରିଛି ପୌର ପ୍ରଶାସନ। ଏହି…

Continue Readingଜବରଦଖଲ ମୁକ୍ତ ହେଲା ରାଜପଥ ପାର୍ଶ୍ବ

୭୦୦ ଏକର ଜମି ଘୋଟାଲା ନେଇ ଗର୍ଜିଲା କ˚ଗ୍ରେସ

ଅନୁଗୁଳ: ଗତ କିଛି ବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଅନେକ ଆଦିବାସୀ ହରିଜନଙ୍କ ଜମି ହଡ଼ପ ହୋଇଛି। ପ୍ରାୟ ୭୦୦ ଏକର ଜମି ହଡ଼ପ କରାଯାଇଛି। ସୁଶୀଲ ଅଗ୍ରୱାଲ ନାମକ ଜନୈକ ଜମି ଦଲାଲ ଏସବୁ କାରବାର ପଛର ନାୟକ ବୋଲି…

Continue Reading୭୦୦ ଏକର ଜମି ଘୋଟାଲା ନେଇ ଗର୍ଜିଲା କ˚ଗ୍ରେସ