ବୃଦ୍ଧଙ୍କୁ ହାତୀ ଦଳିଦେଲା

କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…

Continue Readingବୃଦ୍ଧଙ୍କୁ ହାତୀ ଦଳିଦେଲା

ଅନୁଗୁଳ ଜିଲ୍ଲାରେ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌ରେ ମିଳିବ ବ୍ରଡ୍‌ବ୍ୟାଣ୍ତ ସେବା

ଅନୁଗୁଳ: ରାଜ୍ୟ ସରକାର ଖଣିଜ ପାଣ୍ଠି ରହିଥିବା ଜିଲ୍ଲାଗୁଡ଼ିକରେ ସବୁ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌କୁ ଏଣିକି ବ୍ରଡ୍‌ବ୍ୟାଣ୍ତ ସେବା ଯୋଗାଇଦେବେ। ଏଥିପାଇଁ ସରକାର ମୋଟ ୨୫୭ କୋଟି ଟଙ୍କା ୮ଟି ପ୍ରକଳ୍ପ ପାଇଁ ବ୍ୟୟ ବରାଦ କରିଛନ୍ତି। ଅନୁଗୁଳ, ଢେଙ୍କାନାଳ ସମେତ…

Continue Readingଅନୁଗୁଳ ଜିଲ୍ଲାରେ ହସ୍‌ପିଟାଲ୍‌ ଏବ˚ ସ୍କୁଲ୍‌ରେ ମିଳିବ ବ୍ରଡ୍‌ବ୍ୟାଣ୍ତ ସେବା

ଜିଲ୍ଲାରେ କରୋନା ସ˚କ୍ରମଣ ସାମାନ୍ୟ ହ୍ରାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନାର ସ˚କ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି। ଗତ କିଛି ସପ୍ତାହ ଧରି କରୋନା ସ˚କ୍ରମଣ ୧୫୦ରୁ ୨୦୦ ପର୍ଯ୍ୟନ୍ତ ବଢ଼ିଥିବା ବେଳେ ଗତ ୩ ଦିନରେ ଏହାର ସ˚କ୍ରମଣ ସାମାନ୍ୟ ହ୍ରାସ ଦେଖାଦେଇଛି। ଗତ ୨୪…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ସାମାନ୍ୟ ହ୍ରାସ

କରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

ଅନୁଗୁଳ: ଲେଖକ, ପ୍ରକାଶକ, ପାଠକ ସମସ୍ତେ ଚାହିଁ ବସିଥାନ୍ତି ଶାରଦୀୟ ପତ୍ରିକା ହାଟକୁ। ଏହି ସମୟରେ ବରିଷ୍ଠ ଓ କନିଷ୍ଠ କବି ଓ ଲେଖକଙ୍କ ଲେଖାରେ ସମୃଦ୍ଧ ବିଭିନ୍ନ ପତ୍ରିକା ବଜାରକୁ ଆସେ। ପାଠକ ଓ ସାହିତ୍ୟପ୍ରେମୀ ପତ୍ରିକା କିଣନ୍ତି, ପଢ଼ନ୍ତି।…

Continue Readingକରୋନା ଯୋଗୁଁ ପତ୍ରିକା ବେପାର ମାନ୍ଦା

ତାଳଚେରରେ ଦବିଲା ମାଟି

ତାଳଚେର: ତାଳଚେର ବାଘୁଆବୋଲ ଶିବ ମନ୍ଦିର ନିକଟରେ ଥିବା ଏକ କୂଅ ପାର୍ଶ୍ୱର ଚଟାଣ ପ୍ରାୟ ୪ ଫୁଟ ଦବି ଯାଇଛି। ତାଳଚେର ଅଞ୍ଚଳରେ ବାରମ୍ବାର ମାଟି ଦବିବା ଘଟଣା ନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଅବ୍ୟବହୃତ ଭୂତଳ…

Continue Readingତାଳଚେରରେ ଦବିଲା ମାଟି

ବେଲଗାମ୍ ପିଆଜ ଦର

ଅନୁଗୁଳ: ଶୁକ୍ରବାର ଅନୁଗୁଳରେ ପିଆଜର ଖୁଚୁରା ଦର ୯୦ ଟଙ୍କାରେ ପହଞ୍ଚିଗଲାଣି। ପାର୍ବଣ ସମୟରେ ପିଆଜର ଏଭଳି ଦରବୃଦ୍ଧି ଗ୍ରାହକଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି। ତେବେ ପିଆଜର ଦରବୃଦ୍ଧି ନୂଆ କଥା ନୁହେଁ, ଗତ ୨ ବର୍ଷ ହେଲା ଏଭଳି ପରିସ୍ଥିତି…

Continue Readingବେଲଗାମ୍ ପିଆଜ ଦର

ଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଯାଯାବର ପରିବାର ଅନୁଗୁଳ ଷ୍ଟାଡିୟମ୍‌, ଅମଲାପଡ଼ା, ହୁଲୁରିସିଂହାର ବିଭିନ୍ନ ଖୋଲା ଜାଗାରେ ରାତ୍ରି ଯାପନ କରୁଛନ୍ତି। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଶହ ନାବାଳକ ରାତି…

Continue Readingଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସିବା ଦିନଠାରୁ ଦୃଢତାର ସହ କରୋନ। ମୁକାବିଲା କରିବା ସହ ଜିଲ୍ଲାର ବିକାଶ ନେଇ ବହୁ ପଦକ୍ଷେପ ନେଇଛନ୍ତି।ଏହି କ୍ରମରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଭିତ୍ତିଭୂମି କିଭଳି ରହିଛି ଏବଂ କଣ୍…

Continue Readingପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି…

Continue Readingଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ

ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ନାଲକୋ କାଣ୍ତସର୍ ସ୍ଥିତ ହୋଟେଲ ଭୋଜନ ବାହାରରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇ ତିନି ଜଣ ନାଲକୋ ଇଞ୍ଜିନିୟର ଗିରଫ ହୋଇଛନ୍ତି। ପୁଲିସ୍ ବୁଧବାର ସେମାନଙ୍କୁ ଗିରଫ କରିବା ସହ କୋଭିଡ୍ ଟେଷ୍ଟ କରାଇ କୋର୍ଟ ଚାଲାଣ…

Continue Readingହୋଟେଲରେ ଗଣ୍ଡଗୋଳ କରି ଫସିଲେ ୩ ନାଲକୋ ଇଞ୍ଜିନିୟର ଗିରଫ