ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

You are currently viewing ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଧ୍ୟାନ ଦିଆଯିବ

ଅନୁଗୁଳ:ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆସିବା ଦିନଠାରୁ ଦୃଢତାର ସହ କରୋନ। ମୁକାବିଲା କରିବା ସହ ଜିଲ୍ଲାର ବିକାଶ ନେଇ ବହୁ ପଦକ୍ଷେପ ନେଇଛନ୍ତି।ଏହି କ୍ରମରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ର ବିକାଶ ପାଇଁ ଭିତ୍ତିଭୂମି କିଭଳି ରହିଛି ଏବଂ କଣ୍ କଲେ ଅନୁଗୁଳ କୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିପାରିବେ ସେଥିନେଇ ବିସ୍ତୃତ ରୂପେ ଆଲୋଚନା କରିଥିଲେ। ଏହି ବୈଠକ ରେ ଢେଙ୍କାନାଳ ସାଂସଦ ମହେଶ ସାହୁ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ,ଅନ୍ୟ ବିଧାୟକ ମାନଙ୍କ ପ୍ରତିନିଧି ଏବଂ ପଦସ୍ଥ ଅଧିକାରୀମାନେ ଯୋଗଦାନ କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ବରେ ବୈଠକ ପରିଚାଳିତ ହୋଇଥିଲା l

Share

Leave a Reply