ବ୍ରାହ୍ମଣବିଲରେ ଗଜାନନଙ୍କ ମେଲଣ ଉତ୍ସବ ଓ ଆଜ୍ଞା ଲଡୁ ନିଲାମ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବିଲ ଗ୍ରାମରେ ପ୍ରଭୁ ଗଜାନନଙ୍କ ଭସାଣି ଉତ୍ସବ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଗ୍ରାମର ୭ଟି ମେଢ଼କୁ ନେଇ ଅପରାହ୍ନ ୩ଟାରୁ ବନ୍ଧସାହିରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସମୟରେ…
