କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ସୁବିଧା କମିବ କି? ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ

ଭୁବନେଶ୍ୱର: ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଦଳୁଥିବା ଆର୍ଥିକ ସ୍ଥିତି ମଧ୍ୟରେ ବ୍ୟାଙ୍କଗୁଡିକ ଏବେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଝଟକା ଦେଇଛନ୍ତି। କାର୍ଡରେ ମିଳୁଥିବା ରିୱାର୍ଡ ପଏଣ୍ଟ…

Continue Readingକ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ସୁବିଧା କମିବ କି? ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ

ଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଗୁରଙ୍ଗ ଗ୍ରାମରେ ଚଳିତ ବର୍ଷର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବା ଝାମୁଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମରେ ଏକ ଭବ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ…

Continue Readingଗୁରଙ୍ଗ ଗ୍ରାମରେ ଦଣ୍ଡଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଅନୁଗୁଳରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି

​ଅନୁଗୁଳ: ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଷ୍ପତ୍ତି ଅନୁଯାୟୀ, ଏପ୍ରିଲ ୧ ତାରିଖ ପ୍ରତ୍ୟୁଷରେ 'ବନ୍ଦେ ଉତ୍କଳ ଜନନୀ'…

Continue Readingଅନୁଗୁଳରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି

ଏଲପିଜି ଦରବୃଦ୍ଧିର ପ୍ରତିବାଦ: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ବୃଦ୍ଧି ପାଉଥିବା ରନ୍ଧନ ଗ୍ୟାସ ଦର ଏବଂ ବଜାରରେ ଏହାର କୃତ୍ରିମ ଅଭାବକୁ ନେଇ ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ…

Continue Readingଏଲପିଜି ଦରବୃଦ୍ଧିର ପ୍ରତିବାଦ: ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଗଣିତ ବିଜ୍ଞାନର ବର୍ତ୍ତମାନର ସ୍ଥିତି ଓ ପ୍ରୟୋଗ ସମ୍ପର୍କିତ ଆଲୋଚନାଚକ୍ର

ଅନୁଗୁଳ: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ , ଅନୁଗୁଳର ସ୍ନାତକୋତ୍ତର ଗଣିତ ବିଭାଗ ଆନୁକୁଲ୍ୟରେ ଆଜି ମହାବିଦ୍ୟଳୟର ସମ୍ମିଳନୀ କକ୍ଷରେ “ଗଣିତ ବିଜ୍ଞାନର ବର୍ତ୍ତମାନର ସ୍ଥିତି ଓ ପ୍ରୟୋଗ” ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧକ୍ଷ ତଥା ଆଲୋଚନାଚକ୍ରର…

Continue Readingଗଣିତ ବିଜ୍ଞାନର ବର୍ତ୍ତମାନର ସ୍ଥିତି ଓ ପ୍ରୟୋଗ ସମ୍ପର୍କିତ ଆଲୋଚନାଚକ୍ର

ଅନୁଗୁଳ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ୨୦୨୬: ମାର୍ଚ୍ଚ ୧୮ରୁ ଆରମ୍ଭ ହେବ କ୍ରୀଡ଼ାବିତ୍ ଚୟନ

ଅନୁଗୁଳ: ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୧୮ ତାରିଖରୁ ଅନୁଗୁଳ ଜିଲ୍ଲାରେ ବ୍ଲକ ଓ ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ୮ ରୁ ୧୪ ବର୍ଷର…

Continue Readingଅନୁଗୁଳ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ୨୦୨୬: ମାର୍ଚ୍ଚ ୧୮ରୁ ଆରମ୍ଭ ହେବ କ୍ରୀଡ଼ାବିତ୍ ଚୟନ

​କିଶୋରନଗରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୫ଟି ଅଭିଯୋଗର ତୁରନ୍ତ ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କିଶୋରନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସମୁଦାୟ ୪୯ଟି ଅଭିଯୋଗ…

Continue Reading​କିଶୋରନଗରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୫ଟି ଅଭିଯୋଗର ତୁରନ୍ତ ସମାଧାନ

କ୍ରସ୍-ଭୋଟିଂ: ଓଡ଼ିଶା କଂଗ୍ରେସର ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ହ୍ୱିପ୍‌କୁ ଅବମାନନା କରିବା ପାଇଁ ଓଡ଼ିଶା କଂଗ୍ରେସ ତିନି ବିଧାୟକଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ବିଧାୟକମାନେ ରମେଶ ଜେନା, ଦାଶରଥୀ ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ୍। ସେମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ…

Continue Readingକ୍ରସ୍-ଭୋଟିଂ: ଓଡ଼ିଶା କଂଗ୍ରେସର ୩ ବିଧାୟକ ନିଲମ୍ବିତ

ଅନୁଗୁଳରେ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଓ ଗୃହତାଲିକାକରଣ ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା…

Continue Readingଅନୁଗୁଳରେ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଆୟୋଜିତ

ବନ୍ତଳା ବଜାର ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବଜାରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ ଦାବିରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି…

Continue Readingବନ୍ତଳା ବଜାର ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଜିଲ୍ଲା କଂଗ୍ରେସ