ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଚୋରି ଅଭିଯୋଗରେ ଲିଫ୍ଟ ଅପରେଟରକୁ ପୋଲିସ ଗିରଫ କରିଛି। ଶନିବାର ଲିଫ୍ଟ ଅପରେଟର କ୍ରାଇମସିନ ରିକ୍ରିଏସନ କରିଛି।…



