ଅନୁଗୁଳରେ ପ୍ରମୁଖ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ; ଜଳସେଚନ ଓ ସ୍ବାସ୍ଥ୍ୟ ସେବା ଅଗ୍ରଗତିର କଲେ ତଦାରଖ

ଅନୁଗୁଳ: ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭ ଶର୍ମା ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନହିତକର ଯୋଜନା ଓ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି…

Continue Readingଅନୁଗୁଳରେ ପ୍ରମୁଖ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ; ଜଳସେଚନ ଓ ସ୍ବାସ୍ଥ୍ୟ ସେବା ଅଗ୍ରଗତିର କଲେ ତଦାରଖ

ମଧ୍ୟରାତ୍ରିରେ ଉଭା ହେଲେ ମା’ ହିଙ୍ଗୁଳା,ଉଭା ସ୍ଥଳ ପରିଦର୍ଶନ ସହ ପୂଜାର୍ଚ୍ଚନା କଲେ ତାଳଚେର ବିଧାୟକ

ଅନୁଗୁଳ: ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରା ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ। ଏହି ଅବସରରେ ମା’ଙ୍କ ଜନ୍ତାଳ ପୂଜା ଅନୁଷ୍ଠିତ ହୋଇଥିଲା। ମଧ୍ୟରାତ୍ରିରେ ମା' ହିଙ୍ଗୁଳା ଉଭା ହୋଇଥିଲେ। ତାଳଚେର ବିଧାୟକ ବ୍ରଜକିଶୋର…

Continue Readingମଧ୍ୟରାତ୍ରିରେ ଉଭା ହେଲେ ମା’ ହିଙ୍ଗୁଳା,ଉଭା ସ୍ଥଳ ପରିଦର୍ଶନ ସହ ପୂଜାର୍ଚ୍ଚନା କଲେ ତାଳଚେର ବିଧାୟକ

ସହିଦ-ଏ-ଆଜମ୍‌ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି: ଯୁବସମାଜକୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁକୁଡାଠାରେ ସହିଦ-ଏ-ଆଜମ୍ ଭଗତ ସିଂଙ୍କ ସହିଦ ଦିବସ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଛି। ତୁକୁଡା ରାଜସଂସ୍କାର କମିଟି ଏବଂ ଡି.ଓ୍ବାଇ.ଓ.ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ସଂଗଠକ ସୁମନ୍ତ ସାହୁ…

Continue Readingସହିଦ-ଏ-ଆଜମ୍‌ ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି: ଯୁବସମାଜକୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ

୨୯ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାତୀସାଳ…

Continue Reading୨୯ ଗ୍ରାମ ବ୍ରାଉନସୁଗାର ଜବତ; ଜଣେ ଗିରଫ

୨୦ତମ ବାସନ୍ତୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ: ୨୪ ରେ ଷଷ୍ଠୀ ପୂଜା୨୯ ରେ ଭସାଣୀ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତିତମ ବାସନ୍ତୀ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କଟକର ପ୍ରସିଦ୍ଧ କାରିଗର ଶିତନ୍ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ମୂର୍ତ୍ତି ତିଆରି କରୁଛନ୍ତି। ଚଳିତ…

Continue Reading୨୦ତମ ବାସନ୍ତୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଶେଷ: ୨୪ ରେ ଷଷ୍ଠୀ ପୂଜା୨୯ ରେ ଭସାଣୀ

ସାପୋଇନାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସିଙ୍କୁଳାପାଟ ଟିମ୍ ଚାମ୍ପିଅନ

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଶିମିଳିପାଳ ପଞ୍ଚାୟତ ସାପୋଇନାଳୀ ଗ୍ରାମ ଖେଳ ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୪ଟି ଟିମ୍ ଭାଗ ନେଇଥିଲା। ଫାଇନାଲ୍ ମ୍ୟାଚରେ ସିଙ୍କୁଳାପାଟ୍ ଓ ସାପୋଇନାଳୀ ମଧ୍ୟରେ…

Continue Readingସାପୋଇନାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସିଙ୍କୁଳାପାଟ ଟିମ୍ ଚାମ୍ପିଅନ

ନୂଆହତା ଓଭରବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ସଚେତନତା: ବେଗ ନିୟନ୍ତ୍ରଣ ଓ ସିଟ୍ ବେଲ୍ଟ ଉପରେ ଗୁରୁତ୍ୱ

ଅନୁଗୁଳ: ନୂତନ ୫୫ ନଂ ଜାତୀୟ ରାଜପଥରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଓଭରବ୍ରିଜ୍ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ…

Continue Readingନୂଆହତା ଓଭରବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ସଚେତନତା: ବେଗ ନିୟନ୍ତ୍ରଣ ଓ ସିଟ୍ ବେଲ୍ଟ ଉପରେ ଗୁରୁତ୍ୱ

ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ‘ଲୋକାଧିକାର ଯାତ୍ରା’: ଛେଣ୍ଡିପଦାରେ ଭବ୍ୟ ସ୍ୱାଗତ

ଅନୁଗୁଳ: ଜଳ, ଜମି ଓ ଜଙ୍ଗଲକୁ ସାଧାରଣ ମଣିଷର ମୌଳିକ ଅଧିକାର ଭାବେ ସାବ୍ୟସ୍ତ କରିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ଓଡ଼ିଶାର କୋଣ ଅନୁକୋଣରେ ଏବେ ଅଧିକାରର ସ୍ୱର ଗୁଞ୍ଜରିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତ ଫେବ୍ରୁଆରି ୨୫ ତାରିଖରୁ…

Continue Readingପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ‘ଲୋକାଧିକାର ଯାତ୍ରା’: ଛେଣ୍ଡିପଦାରେ ଭବ୍ୟ ସ୍ୱାଗତ

ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା: ପତିଆରଙ୍କ ଦେହରେ ଆବିଷ୍ଟ ହେଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଆରାଧ୍ୟା ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ରବିବାର ଗୋପାଳପ୍ରସାଦସ୍ଥିତ ମା’ କୁଟେଇଶୁଣୀ ପୀଠ ପରିସରରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ପରମ୍ପରା ଅନୁଯାୟୀ, ମଧ୍ୟାହ୍ନ ପ୍ରାୟ ୧୨ଟା ୪୫…

Continue Readingତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା: ପତିଆରଙ୍କ ଦେହରେ ଆବିଷ୍ଟ ହେଲେ ମା’

ବିଲ୍ କଲେକ୍ସନ ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ: ଦୁର୍ଘଟଣାରେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ​ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜମ୍ବୁବନ୍ଧ ଛକ ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କର ଅକାଳ ବିୟୋଗ ଘଟିଛି। ମୃତକ ଜଣକ ହେଲେ…

Continue Readingବିଲ୍ କଲେକ୍ସନ ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ: ଦୁର୍ଘଟଣାରେ ଟାଟା ପାୱାର କର୍ମଚାରୀଙ୍କ ମୃତ୍ୟୁ