ଝିମିଟି ଖେଳରୁ ମହାଭାରତ: ଗାଡ଼ି ଧୁଆରୁ ଗୁଳିମାଡ଼ ଯୁବକ ଗୁରୁତର

ଅନୁଗୁଳ: ଗତ ରାତି ପ୍ରାୟ ୧୧ ଟା ସମୟରେ ଅନୁଗୁଳ ଇକୋପାର୍କ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ବିଶ୍ୱଜିତ୍ ମିତ୍ର ନାମକ ଜଣେ ଟ୍ରାଭେଲସ ମାଲିକ ଇକୋ ପାର୍କ ସମ୍ମୁଖରେ ଗାଡ଼ି…

Continue Readingଝିମିଟି ଖେଳରୁ ମହାଭାରତ: ଗାଡ଼ି ଧୁଆରୁ ଗୁଳିମାଡ଼ ଯୁବକ ଗୁରୁତର

ଅନୁଗୁଳରେ ଅନଲାଇନ୍ ଠକେଇ ମାମଲା, ନୟାଗଡ଼ରୁ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ: ଏକ ଅନଲାଇନ୍ ନିବେଶ ଠକେଇ ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୁଳ ଜିଲ୍ଲା ପୋଲିସ। ଏହି ଅଭିଯୁକ୍ତମାନେ ୧୨,୫୬,୦୦୦ ଟଙ୍କା ଠକେଇ କରିଥିଲେ। ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।…

Continue Readingଅନୁଗୁଳରେ ଅନଲାଇନ୍ ଠକେଇ ମାମଲା, ନୟାଗଡ଼ରୁ ୪ ଅଭିଯୁକ୍ତ ଗିରଫ

ଡାକ୍ତରଙ୍କ ଦାବି ପୂରଣ ନହେଲେ ଜାନୁଆରୀରୁ ଧର୍ମଘଟ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓଏମଏସଏ) ର ସଦସ୍ୟମାନେ ଜାନୁଆରୀ ୨୦୨୬ ରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟ ସରକାର ଯଦି ଡାକ୍ଟରମାନଙ୍କ ୧୮ ଦଫା ଦାବି ପୂରଣ ନକରନ୍ତି ତାହେଲେ ଏହି ଆନ୍ଦୋଳନ କରାଯିବ…

Continue Readingଡାକ୍ତରଙ୍କ ଦାବି ପୂରଣ ନହେଲେ ଜାନୁଆରୀରୁ ଧର୍ମଘଟ

ନିଯୁକ୍ତି ସହ ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ଦେଶବ୍ୟାପୀ ଦାବି ଦିବସରେ ଦାବିପତ୍ର ପ୍ରଦାନ

ଅନୁଗୁଳ: ବିଭିନ୍ନ ଦାବିରେ ଅଲ୍ ଇଣ୍ଡିଆ ଡି.ୱାଇ.ଓ. ସର୍ବଭାରତୀୟ କମିଟି ଆହ୍ୱାନରେ ଦାବି ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନରେ ଡି.ୱାଇ.ଓ. କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ…

Continue Readingନିଯୁକ୍ତି ସହ ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ଦେଶବ୍ୟାପୀ ଦାବି ଦିବସରେ ଦାବିପତ୍ର ପ୍ରଦାନ

ଅନୁଗୁଳ ପୋଲିସର ମାସିକ ଅପରାଧ ସମୀକ୍ଷା ବୈଠକ

ଅନୁଗୁଳ: ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପୋଲିସର ମାସିକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଏସପି ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଅତିରିକ୍ତ ଏସପି, ଏସଡିପିଓ, ଆଇଆଇସି/ଓଆଇସି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ…

Continue Readingଅନୁଗୁଳ ପୋଲିସର ମାସିକ ଅପରାଧ ସମୀକ୍ଷା ବୈଠକ

ପେଟ୍ରୋଲ ପମ୍ପ ଡକାୟତି ମାମଲା, ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳରେ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ପୋଲିସକୁ ସଫଳତା। ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ପୋଲିସ। ଗତ ୨୪ ଫେବ୍ରୁଆରୀ ୨୦୨୫ ରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡଚଣ୍ଡୀ ବଜାର ନିକଟ ଶୁଭମ କିସାନ ସେବା କେନ୍ଦ୍ର ପେଟ୍ରୋଲ…

Continue Readingପେଟ୍ରୋଲ ପମ୍ପ ଡକାୟତି ମାମଲା, ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୁଳ ଜିଲ୍ଲା ବିଜେପିର ନୂତନ ପ୍ରଭାରୀ ଗୋଲକ ମହାପାତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ସାଙ୍ଗଠନିକ ପ୍ରଭାରୀ ଭାବେ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି। ରାଜ୍ୟ ବିଜେପି ପକ୍ଷରୁ ଆଜି ନାମ ଘୋଷଣା ହେବା ପରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଗୋଲକ ମହାପାତ୍ର ଜଣେ…

Continue Readingଅନୁଗୁଳ ଜିଲ୍ଲା ବିଜେପିର ନୂତନ ପ୍ରଭାରୀ ଗୋଲକ ମହାପାତ୍ର

ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ମୃତ

କଣିହାଁ: କଣିହାଁ ରେଞ୍ଜ ବଜ୍ରକୋଟ ଫରେଷ୍ଟ ବିଲମାଳ ନିକଟରେ ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଇପାଳ ଗାଁର କାଳିଆ ବାରିକ। ସୂଚନା ମୁତାବକ,…

Continue Readingଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ମୃତ

ଗୁରୁକୁଳ କ୍ଲାସେସର ପିକିନିକ୍ ଅନୁଷ୍ଠିତ

ଅନୁଗୁଳ: ପମ୍ପାସରଠାରେ ଥିବା ଏକ ଫାର୍ମ ହାଉସ ପରିସରରେ ଗୁରୁକୁଳ କ୍ଲାସେସର ସମସ୍ତ ଛାତ୍ରଛାତ୍ରୀ ଆନନ୍ଦର ସହିତ ପିକିନିକ୍-୨୦୨୫ ପାଳନ କରିଛନ୍ତି। ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ପିକିନିକ୍ କାର୍ଯ୍ୟକ୍ରମକୁ ପରିଚାଳକ ଘନଶ୍ୟାମ ପାଳ  ପରିଚାଳନା କରିଥିଲେ। ଅନୁଷ୍ଠାନର…

Continue Readingଗୁରୁକୁଳ କ୍ଲାସେସର ପିକିନିକ୍ ଅନୁଷ୍ଠିତ

ଅନୁଗୁଳରେ ଅଣ୍ଡା ମିଳୁନି

ଅନୁଗୁଳ: ଅନୁଗୁଳ ବଜାରରେ ଗତ ଦୁଇ-ତିନି ହେବ ଅଣ୍ଡା ମିଳୁନାହିଁ।ଆଜି ଅଣ୍ଡା ଗୋଟାକ ୧୦ ଟଙ୍କା ଦରରେ ବିକ୍ରୀ ହେଉଥିବା ଖବର ଆସୁଛି। ଶୀତ ବଢ଼ିଯିବା ଫଳରେ ବେକରୀ ସଂସ୍ଥା,ଫାଷ୍ଟ ଫୁଡ୍ ସଂସ୍ଥାରେ ଅଧିକ ଅଣ୍ଡା ବ୍ୟବହାର ହେଉଥିବାରୁ ଯୋଗାଣ ଯଥେଷ୍ଟ…

Continue Readingଅନୁଗୁଳରେ ଅଣ୍ଡା ମିଳୁନି