ଜସ୍ମିନ୍ ସେଠଙ୍କ ହତ୍ୟାକରୀଙ୍କୁ ଗରିଫ କରିବା ନିମନ୍ତେ ଆଇ.ଜି.ଙ୍କୁ ଦାବିପତ୍ର ପ୍ରଦାନ
ଅନୁଗୁଳ: ୨ ମାସ ତଳେ ଗତ ସେପ୍ଟେମ୍ବର ୭ ତାରିଖ ସକାଳେ ଘର ପଛପାଖ ନାଳରୁ ୧୧ବର୍ଷର ଛାତ୍ରୀ ଜସ୍ମିନ୍ ସେଠଙ୍କ ମୃତ ଦେହ ମିଳିଥିବାବେଳେ ହତ୍ୟାକାରୀ ମାନେ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଫଳରେ ସମଗ୍ର ଅନୁଗୁଳରେ ଜନ ଅସନ୍ତୋଷ…



