ଯୌତୁକ ନିଆଁରେ ଜଳିଗଲା ଜୀବନ, ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ
ଅନୁଗୁଳ: ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅନୁଗୁଳ ଜିଲ୍ଲା ଦୌରାଜଜ୍ ଦାମୋଦର ରଥ ସୋମବାର ଅଭିଯୁକ୍ତ ସ୍ୱାମୀ ସୁବାସ ମହାକୁଡ଼ଙ୍କୁ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତକୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲାରେ…




