ଐତିହ୍ୟ ଗଣଦୌଡ଼ରେ କମ୍ପିଲା ଅନୁଗୁଳ ସହର; ସାମିଲ ହେଲେ ଶତାଧିକ ଜନସାଧାରଣ
ଅନୁଗୁଳ: "ଓଡ଼ିଆ ପକ୍ଷ - ୨୦୨୬" ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଭବ୍ୟ "ଐତିହ୍ୟ ଗଣଦୌଡ଼" କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭାଷା…




