ଯୁବତୀଙ୍କୁ ଘରେ ପଶି ଦୁଷ୍କର୍ମ, ଅଭିଯୁକ୍ତକୁ ୨୫ବର୍ଷ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଦୁଷ୍କର୍ମକାରୀକୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ।ସୂଚନା ମୁତାବକ, ଗତ ୧୩. ୦୨. ୨୦୨୪ରାତି ଅଧରେ ନାଲକୋ ଥାନା ଅନ୍ତର୍ଗତ ହଟିଙ୍ଗରେ ମଜୁରିଆ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ…

Continue Readingଯୁବତୀଙ୍କୁ ଘରେ ପଶି ଦୁଷ୍କର୍ମ, ଅଭିଯୁକ୍ତକୁ ୨୫ବର୍ଷ କାରାଦଣ୍ଡ ଓ ଜରିମାନା

ଆସନ୍ତା ୨୪ ରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ: ବିକାଶ କାର୍ଯ୍ୟର ଶୁଭ ଦେବାର କାର୍ଯ୍ୟକ୍ରମ

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୪ ତାରିଖରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ। ସେ ୨୩ ତାରିଖ ରାତ୍ରିରେ ତାଳଚେର ଦିନଦୟାଲ ନଗର ସ୍ଥିତ ବାସଭବନରେ ପହଞ୍ଚି ରାତ୍ରୀ ଯାପନ କରିବେ। ୨୪ ତାରିଖ ଦିନ ତାଳଚେରରୁ ବାହାରି ଆଠମଲ୍ଲିକ…

Continue Readingଆସନ୍ତା ୨୪ ରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ: ବିକାଶ କାର୍ଯ୍ୟର ଶୁଭ ଦେବାର କାର୍ଯ୍ୟକ୍ରମ

ନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

ଅନୁଗୁଳ: ନିଜକୁ ନବରତ୍ନ ବୋଲାଉଥିବା ନାଲକୋକୁ ନିକଟରେ ଏନ୍‌ଜିଟିର ଜୋରଦାର ଛାଟ ପଡ଼ିଛି। ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗରେ ଏଥିନେଇ ରାଜ୍ୟ ସରକାର, ଜିଲ୍ଲାପାଳ ଏବଂ ନାଲକୋକୁ ନୋଟିସ ଦେଇଛି ଏନ୍‌ଜି ଟି।ଜାତୀୟ ଗଣମାଧ୍ୟମ ଅନୁସାରେ ଗୋଳାବନ୍ଧ ଗାଁର ପ୍ରଦୀପ ବିଶ୍ଵାଳ…

Continue Readingନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

ଅନୁଗୁଳର ବୁଦ୍ଧିଆ: ମ୍ରିଗାଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଜଣେ ୧୧ ବର୍ଷର ପିଲା ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଗୋତମରା ଗାଁରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଏହି ପିଲାଟି ୩୦୦୦ ମିଟର ସୌଜନ୍ୟମୂଳକ…

Continue Readingଅନୁଗୁଳର ବୁଦ୍ଧିଆ: ମ୍ରିଗାଙ୍କ

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର। ଗୁରୁତର ଜଣକ ହେଲେ ଅନୁଗୁଳ ଜିଲ୍ଲା ତେଲକୋଇ ବ୍ଲକ ନୂଆଡିହ ଗ୍ରାମର ବନମାଳୀ ନାୟକ(୭୦)। ବନମାଳୀ ଏକ ସାଇକେଲ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ପାଳଲହଡ଼ା ଟାଉନରୁ ଗାଁକୁ ଯିବା ବେଳେ…

Continue Readingଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଓ୍ବାଟରସେଡ ମହୋତ୍ସବ ଆୟୋଜିତ, ଓ୍ବାଟରସେଡ ପ୍ରକଳ୍ପର ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଠାରେ ଶୁକ୍ରବାର ଓ୍ବାଟରସେଡ ମହୋତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ଜଳବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଜୟଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର…

Continue Readingଓ୍ବାଟରସେଡ ମହୋତ୍ସବ ଆୟୋଜିତ, ଓ୍ବାଟରସେଡ ପ୍ରକଳ୍ପର ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱ

୩୧ଶ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ

ଅନୁଗୁଳ: ଅନୁଗୁଳ ବନରାଜିକ ମହାବିଦ୍ୟାଳୟ ଖେଳ ପଡ଼ିଆରେ ୩୧ଶ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଶ୍ରୀ ପ୍ରଧାନ ମାର୍ଚ୍ଚ ପାଷ୍ଟରେ ଖେଳାଳୀ ମାନଙ୍କ ଅଭିବାଦନ ଗ୍ରହଣ…

Continue Reading୩୧ଶ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ

ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣ ଗିରଫ, କୋର୍ଟଚାଲାଣ କଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ନିକଟରେ ଥିବା ତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ଗହଣା ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ମାନେ…

Continue Readingତାରିଣୀ ମନ୍ଦିରରୁ ଅଳଙ୍କାର ଚୋରି କରିଥିବା ତିନି ଜଣ ଗିରଫ, କୋର୍ଟଚାଲାଣ କଲା ପୋଲିସ

ତାଳଚେରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, ୨୧ ଯାଏଁ ଚାଲିବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ…

Continue Readingତାଳଚେରରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ, ୨୧ ଯାଏଁ ଚାଲିବ

ଅନୁଗୁଳରେ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆୟୋଜିତ

ଅନୁଗୁଳ: ରାମ୍ପ (Raising and Accelerating MSME Performance/ RAMP) କାର୍ଯ୍ୟକ୍ରମ ଅଧୀନରେ ଏକ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆଜି ଅନୁଗୁଳ ଜିଲ୍ଲାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମଟି ରପ୍ତାନି ଏବଂ ବାଣିଜ୍ୟ ନିର୍ଦ୍ଦେଶାଳୟ (DEPM), ଓଡ଼ିଶା ଦ୍ୱାରା ଆୟୋଜିତ ହୋଇଥିଲା।…

Continue Readingଅନୁଗୁଳରେ ଭେଣ୍ଡର୍ ମୋବିଲାଇଜେସନ୍ ଡ୍ରାଇଭ୍ ଆୟୋଜିତ