ଆସନ୍ତାକାଲି ସକାଳେ ଅନୁଗୁଳ ଥାନା ଛକରୁ ଏସପି ବାସଭବନ ରାସ୍ତା ବନ୍ଦ; ଜାଣନ୍ତୁ କାହିଁକି

ଅନୁଗୁଳ: ସ୍ଥାନୀୟ ଏସପିଙ୍କ ବାସଭବନ ସମ୍ମୁଖରେ ଥିବା ଏକ ବିପଜ୍ଜନକ ମୃତ ଗଛ କଟାଯିବା ସହ ସେହି ସ୍ଥାନ ସଫା କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ଅନୁଗୋଳ ଉପଖଣ୍ଡ ପରିଚାଳକଙ୍କ ସୂଚନା…

Continue Readingଆସନ୍ତାକାଲି ସକାଳେ ଅନୁଗୁଳ ଥାନା ଛକରୁ ଏସପି ବାସଭବନ ରାସ୍ତା ବନ୍ଦ; ଜାଣନ୍ତୁ କାହିଁକି

ସୌମେନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ କିଷାନ କଂଗ୍ରେସର ନୂତନ ଟିମ୍ ଘୋଷିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଷାନ କଂଗ୍ରେସ କମିଟିରେ ବ୍ୟାପକ ଅଦଳବଦଳ ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଜିଲ୍ଲା ସଭାପତି ସୌମେନ୍ଦ୍ର ଦେହୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୂତନ ତାଲିକାକୁ ପ୍ରଦେଶ କିଷାନ କଂଗ୍ରେସ ସଭାପତି ଅଜୟ କୁମାର ସାହୁ ବିଧିବଦ୍ଧ…

Continue Readingସୌମେନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଗୁଳ କିଷାନ କଂଗ୍ରେସର ନୂତନ ଟିମ୍ ଘୋଷିତ

ଅନୁଗୁଳ ବନଖଣ୍ଡର AJY ଟିମ୍ ପକ୍ଷରୁ ସୌରୀଷପାଳ ଓ ବଣିଆସାହି VSS କୁ ଜୀବିକା ସହାୟତା

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଅନୁଗୁଳ ରେଞ୍ଜର ପୁରୁଣାଗଡ଼ ସେକ୍ସନରେ ଥିବା ବଣିଆସାହି VSS ଏବଂ ସୌରୀଷପାଳ VSS କୁ ଗତ ୪ ଏପ୍ରିଲ ୨୦୨୬ରେ AJY (ଆମ ଜଙ୍ଗଲ ଯୋଜନା) ଟିମ୍ ପରିଦର୍ଶନ କରିଛନ୍ତି। ପୂର୍ବରୁ ଅନୁଷ୍ଠିତ VSS ସମନ୍ୱୟ…

Continue Readingଅନୁଗୁଳ ବନଖଣ୍ଡର AJY ଟିମ୍ ପକ୍ଷରୁ ସୌରୀଷପାଳ ଓ ବଣିଆସାହି VSS କୁ ଜୀବିକା ସହାୟତା

ରୋଗୀ ଓ ଡାକ୍ତରଖାନା କର୍ମଚାରୀଙ୍କୁ ସଚେତନ: ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ କରାଯାଇଛି। ଚିକିତ୍ସାଳୟ ପରିସରରେ ନିଆଁ ସମ୍ବନ୍ଧିତ ଆପାତକାଳୀନ ପରିସ୍ଥିତି ସମୟରେ ସମସ୍ତେ କିପରି ରକ୍ଷା ପାଇପାରିବେ…

Continue Readingରୋଗୀ ଓ ଡାକ୍ତରଖାନା କର୍ମଚାରୀଙ୍କୁ ସଚେତନ: ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

ଇଗ୍ନୁର ୩୯ତମ ଦୀକ୍ଷାନ୍ତ ସମାରୋହ

ଅନୁଗୁଳ: ପ୍ରଥମ ଥର ପାଇଁ ଆସନ୍ତା ୭ ତାରିଖ ଦିନ ବ୍ଲIକ  ଡାଏମଣ୍ଡ, ଅନୁଗୁଳ ଠାରେ ଇଗ୍ନୁ ତାର ୩୯ତମ ଦୀକ୍ଷାନ୍ତ ସମାରୋହ ଆୟୋଜନ କରିବାକୁ ଯାଉଛିI ଏହି ଦୀକ୍ଷାନ୍ତ ସମାରୋହ ମୁଖ୍ୟତଃ ବିଶ୍ବବିଦ୍ୟାଳୟର ଦିଲ୍ଲୀ କ୍ଯାମ୍ପସରେ ବାବା ସାହେବ ଆମ୍ବେଦକର…

Continue Readingଇଗ୍ନୁର ୩୯ତମ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ସ୍ୱଚ୍ଛ ଦିବସରେ ସଫେଇ କାର୍ଯ୍ୟକ୍ରମ

ଅନୁଗୁଳ: ଓଡ଼ିଶା ସ୍ୱଚ୍ଛ ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ନଗରପାଳ ଅକ୍ଷୟ କୁମାର ସାମନ୍ତ ଏବଂ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ଓ…

Continue Readingଓଡ଼ିଶା ସ୍ୱଚ୍ଛ ଦିବସରେ ସଫେଇ କାର୍ଯ୍ୟକ୍ରମ

ଲଙ୍ଗୁଳିଆବେଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କୋଶଳା ବିଜେତା ଓ ଘଣ୍ଟପଡ଼ା ଉପବିଜେତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମରେ ପ୍ରିନ୍ସ କ୍ଲବ ପକ୍ଷରୁ ତିନିଦିନ ଧରି ଚାଲିଥିବା ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ସୁନୀତା ସେଠୀ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ…

Continue Readingଲଙ୍ଗୁଳିଆବେଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କୋଶଳା ବିଜେତା ଓ ଘଣ୍ଟପଡ଼ା ଉପବିଜେତା

ଜିଲ୍ଲା ଜଜ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଠମଲ୍ଲିକ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ଅନୁଗୁଳ: ୨୦୨୬-୨୭ ବର୍ଷ ପାଇଁ ଆଠମଲ୍ଲିକ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହେବା ପରେ ନବନିର୍ବାଚିତ ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ ଦାମୋଦର ରଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସଂଘର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ…

Continue Readingଜିଲ୍ଲା ଜଜ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଠମଲ୍ଲିକ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ: ଛିଡ଼ିଲା ଡ୍ରାଗନ ଦୋଳି, ୩ ଗୁରୁତର

ଅନୁଗୁଳ: ତାଳଚେରର ପ୍ରସିଦ୍ଧ ମା’ ହିଙ୍ଗୁଳା ଯାତ୍ରା ଓ ଲୋକ ମହୋତ୍ସବରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଯାଇଛି। ଚାଲୁଥିବା ଅବସ୍ଥାରେ ଏକ 'ଡ୍ରାଗନ ଦୋଳି' ହଠାତ୍ ଛିଡ଼ି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ…

Continue Readingତାଳଚେର ହିଙ୍ଗୁଳା ଯାତ୍ରାରେ ଅଘଟଣ: ଛିଡ଼ିଲା ଡ୍ରାଗନ ଦୋଳି, ୩ ଗୁରୁତର

ତାଳଚେର ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ତେଣ୍ଟୁଲେଇ ପଞ୍ଚାୟତ ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ଦୀର୍ଘଦିନ ସମସ୍ୟା ବାବଦରେ ତାଳଚେର ଉପଜିଲ୍ଲାପାଳଙ୍କ ସହିତ ବିଧାୟକ ବ୍ରଜ କିଶୋର ପ୍ରଧାନ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପଟ୍ଟା, ଜାତିଗତ ଓ ଆବାସିକ…

Continue Readingତାଳଚେର ହାଉସିଂ ବୋର୍ଡ କଲୋନୀ ଅଧିବାସୀଙ୍କ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟକ